Browsing Category

ଓଡିଶା

ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଆନ୍ତର୍ଜାତୀୟ ସ୍ବେଚ୍ଛାସେବୀ ଦିବସ ପାଳିତ…..

ଅନୁସନ୍ଧାନ ଭାରତ(ବ୍ୟୁର): ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଯୁବ ରେଡକ୍ରସ୍ ଶାଖା ଓ ଭାରତ ସ୍କାଉଟ୍ ଏଣ୍ଡ ଗାଇଡ ମିଳିତ ଆନୁକୁଲ୍ୟରେ ଆନ୍ତର୍ଜାତୀୟ ସ୍ବେଚ୍ଛାସେବୀ ଦିବସ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମକୁ ଅଧ୍ୟକ୍ଷ…
Read More...

ଭଞ୍ଜନଗରରେ ବ୍ଳକ ସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ ଅନୁଷ୍ଠିତ….

ଅନୁସନ୍ଧାନ ଭାରତ(ବ୍ୟୁର): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଳକ ସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ କୁଲାଡ କବି ସମ୍ରାଟ ବିଦ୍ୟାପୀଠ ଠାରେ ଅନୁଷ୍ଠିତ ହୋଇଯାଇଛି I କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ ବି.ଇ.ଓ ଏସ୍ ଧନଞ୍ଜୟ I ଏବିଇଓ ନେତାଜୀ ବିଷୋୟୀ ଓ ଶଙ୍କର୍ଷଣ ତ୍ରିପାଠୀ, ପୂର୍ବତନ ଏବିଇଓ ଜଗବନ୍ଧୁ…
Read More...

ହବାକ ଉଚ୍ଚ ବିଦ୍ୟାଳୟ ରେ “ମୋ ସ୍କୁଲ ଅଭିଯାନ” ସମ୍ବନ୍ଧିତ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ…..

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ସ୍ଥିତ ହବାକ ଉଚ୍ଚ ବିଦ୍ୟାଳୟ ଠାରେ "ମୋ ସ୍କୁଲ ଅଭିଯାନ"ର ଅଧ୍ୟକ୍ଷ କେ.ରାମା ରାଓ ପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି  l ଉକ୍ତ ବୈଠକରେ ଏନଏସି ଅଧ୍ୟକ୍ଷା ଭାନୁପ୍ରଭା ମିଶ୍ର, କନିଷ୍ଠ…
Read More...

ଗୁଣପୁର ଆଶା କର୍ମୀ ସଂଘର ମେଡିକାଲ୍ ସମ୍ପୁଖରେ ବିଭିନ୍ନ ଦାବୀ ନେଇ ଆନ୍ଦୋଳନ…

ଅନୁସନ୍ଧାନ ଭାରତ(ବ୍ୟୁର): ଓଡିଶା ରାଜ୍ୟ ଆଶା କର୍ମୀ ସଂଘର ଡାକରା କ୍ରମେ ରାଜ୍ୟ ବ୍ୟାପି ଆଶା କର୍ମୀ ମାନେ ଆନ୍ଦୋଳନ ଆରମ୍ଭ କରିଥିବା ବେଳେ ରାୟଗଡା ଜିଲ୍ଲାର ଗୁଣପୁର ଠାରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି । ୨୯ ତାରିଖରେ ଭୁବନେଶ୍ବର ଠାରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଯାଇ…
Read More...

କଳାହାଣ୍ଡି ଉତ୍ସବ ମଶାଲ ସବକମିଟିର ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ……

ଅନୁସନ୍ଧାନ ଭାରତ(ବ୍ୟୁର): କଳା, ସଂସ୍କୃତି ଓ ଐତିହ୍ୟର ଜାଜ୍ଜ୍ବଲ୍ୟମାନ ବାର୍ତ୍ତାବହ ତଥା ଜନଜୀବନର ଗାଥା ବହନ କରୁଥିବା ଦେଶର ଅନନ୍ୟ ମହାପର୍ବ କଳାହାଣ୍ଡି ଉତ୍ସବ ଚଳିତ ବର୍ଷ ପଚିଶତମ ବର୍ଷରେ ପଦାର୍ପଣ କରିଛି l ଚଳିତ ବର୍ଷ ଏହି ପରମ୍ପରା ଉଜ୍ଜୀବିତ କରି ରଖିବାକୁ ପ୍ରସ୍ତୁତି ଆରମ୍ଭ…
Read More...

ସରକାରଙ୍କ ନାଲି ଫିତାତଳେ ଓଡ଼ିଶାର ଦାର୍ଜିଲିଙ୍ଗ ଘୁ.ଉଦୟଗିରି ପର୍ଯ୍ୟଟନ ସ୍ଥଳିର ବିକାଶ, ପର୍ଯ୍ୟଟନ ସ୍ଥଳୀ…

ଅନୁସନ୍ଧାନ ଭାରତ(ବ୍ୟୁର): ପ୍ରକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ କନ୍ଧମାଳ ଜିଲ୍ଲା I ଏହି ଜିଲ୍ଲା ଅଧୀନସ୍ଥ ଘୁ.ଉଦୟଗିରି ବ୍ଲକ ଠାରେ ଥିବା ପ୍ରାକୃତିର ଗନ୍ତାଘର କଳିଙ୍ଗା ଘାଟି ଏବଂ ଏହାର ଆଖପାଖ ଜଙ୍ଗଲ, ପାହାଡ଼, ପର୍ବତ, ଝରଣା, ଝାଉଁଵଣ, ବଟାନିକାଲ ଗାର୍ଡେନ, କାଲିଗାଡୁ, କାକାଲ ବାକି…
Read More...

ଜାତୀୟ ବିପର୍ଯ୍ୟୟ ପରିଚାଳନା ଆନୁକୁଲ୍ୟରେ ଜିଲ୍ଲା ସ୍ତରୀୟ “ଆପଦ ମିତ୍ର” ସ୍ବେଛାସେବୀ ବିପର୍ଯ୍ୟୟ…

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ସ୍ଥିତ ସମନ୍ୱିତ ସଭାଗୃହ ଠାରେ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ କନ୍ଧମାଳଙ୍କ ଆୟୋଜନ କ୍ରମେ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗ, ଭୁବନେଶ୍ୱରଙ୍କ ଦ୍ବାରା ଚଳିତ ମାସ ୦୨ ରୁ ୧୩ ତାରିଖ ପର୍ଯ୍ୟନ୍ତ…
Read More...

ଜଗନ୍ନାଥ ପ୍ରସାଦ କଲେଜର ଇତିହାସ ବିଭାଗ ପକ୍ଷରୁ ପାଠଚକ୍ର ଅନୁଷ୍ଠିତ…….

ଅନୁସନ୍ଧାନ ଭାରତ(ବ୍ୟୁର): ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ ଆଞ୍ଚଳିକ ଡ଼ିଗ୍ରୀ କଲେଜ ପରିସରରେ ଇତିହାସ ବିଭାଗ ତରଫରୁ ଶୀର୍ଷକ "ଅଶୋକ ଦ ଗ୍ରେଟ୍" ଉପରେ ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ପାଠଚକ୍ରକୁ କଲେଜର ଅଧ୍ୟକ୍ଷ ଶ୍ରୀଯୁକ୍ତ ସନାତନ ସାହୁ ଜଗତରନାଥ ଜଗନ୍ନାଥଙ୍କ…
Read More...

ଦାରିଙ୍ଗବାଡ଼ିରେ ବିଶ୍ଵ ଦିବ୍ୟାଙ୍ଗ ଦିବସ ପାଳିତ….

ଅନୁସନ୍ଧାନ ଭାରତ(ବ୍ୟୁର): ଦାରିଙ୍ଗବାଡ଼ି ଠାରେ ବିଶ୍ୱ ଦିବ୍ୟାଙ୍ଗ ଦିବସ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମକୁ ବ୍ଳକ  ଯୁବ ଭିନ୍ନକ୍ଷମ ସଂଗଠନ ପକ୍ଷରୁ ପାଳନ ପାଇଁ ସମସ୍ତ ଆୟୋଜନ କରିଥିଲେ । ବ୍ଳକର ବିଭିନ୍ନ ଅଞ୍ଚଳରେ ଥିବା ସମସ୍ତ ଦିବ୍ୟାଙ୍ଗ କୁନିକୁନି ଶିଶୁ, ବାର୍ଦ୍ଧକ୍ୟମାନଙ୍କୁ…
Read More...

ଏଏମସିଏସ ମହାବିଦ୍ୟାଳୟରେ ସାହିତ୍ୟ ଭାଷାର ସ୍ୱାଗତ ସମ୍ବର୍ଦ୍ଧନା ଅନୁଷ୍ଠିତ..

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଟିକାବାଲି ଏଏମସିଏସ ମହାବିଦ୍ୟାଳୟରେ ଅଧ୍ୟକ୍ଷ ଶ୍ରୀ ଦୀନବନ୍ଧୁ ମହାନ୍ତିଙ୍କ ସଭାପତିତ୍ୱରେ +୩ ପ୍ରଥମ ବର୍ଷ ଓଡ଼ିଆ ଭାଷା ସାହିତ୍ୟର ଛାତ୍ରଛାତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି l ଆଧ୍ୟାପିକା ଚମ୍ପା ସୋରେନ ଅଥିତି ପରିଚୟ ଦେବା ସଙ୍ଗେ…
Read More...