Browsing Category

ଓଡିଶା

ମାନବିକତାର ପରିଚୟ ଦେଇ ଆସୁଛି ମୁର୍ଷ ହେଡ ମେମୋରିଆଲ ଖ୍ରୀଷ୍ଟୟାନ ହସ୍ପିଟାଲ, ମହାପ୍ରଣାୟ ଗାଡ଼ି ଚଳାଇ ଅସହାୟ…

ଅନୁସନ୍ଧାନ ଭାରତ(ବ୍ୟୁର): ଆଜିବି ସମାଜରେ ବଞ୍ଚି ରହିଛି ମାନବିକତା I ଯାହାର ଜ୍ୱଳନ୍ତ ଉଦାହରଣ କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ସ୍ଥିତ ମୁର୍ଷ ହେଡ ମେମୋରିଆଲ ଖ୍ରୀଷ୍ଟିୟାନ ହସ୍ପିଟାଲରେ ଦେଖିବାକୁ ମିଳିଛି I ଜଣେ ଅସହାୟତା ବୃଦ୍ଧାଙ୍କ ଯତ୍ନ ନେବା ସହ ମୃତ୍ୟୁ ପରେ ମଧ୍ୟ ଶବ ବୁହା ଯାନ…
Read More...

ଗ୍ରୀଷ୍ମ କାଳୀନ ଫୁଟବଲ ଓ ଯୋଗ ଶିବିର ଅନୁଷ୍ଠିତ…

ଅନୁସନ୍ଧାନ ଭାରତ(ବ୍ୟୁର): ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ମିନିଷ୍ଟାଡିୟମ ପରିଷରରେ ଥିବା ବରିଷ୍ଠ ନାଗରିକ ଚିତ୍ତବିନୋଦନ କେନ୍ଦ୍ର ଗୃହରେ ଜଗନ୍ନାଥ ପ୍ରଯୋଜନା ଟିମ ଆନୁକୂଲ୍ୟରେ ଗ୍ରୀଷ୍ମ କାଳୀନ ଫୁଟବଲ ଓ ଯୋଗ ଶିବିର ଅନୁଷ୍ଠିତ ହୋଇଯାଇଛି । ହିଞ୍ଜିଳିକାଟୁ ମିନିଷ୍ଟାଡିୟମ ପରିଷରରେ…
Read More...

ଓଡ଼ିଶା ଅମଲା ସଂଘର ଘୁ.ଉଦୟଗିରିରେ କଳା ବ୍ୟାଜ ପିନ୍ଧି ପ୍ରତିବାଦ…

ଅନୁସନ୍ଧାନ ଭାରତ(ବ୍ୟୁର): ଆଜି ସାରା ରାଜ୍ୟରେ ଓଡ଼ିଶା ଅମଲା ସଂଘର ବିଭିନ୍ନ ଦାବୀ ନେଇ ନିଜ ନିଜ କାର୍ଯ୍ୟାଳୟ ସମ୍ମୁଖରେ କଳା ବ୍ୟାଜ ପିନ୍ଧି ପ୍ରତିବାଦ କରାଯାଇଛି I ସେହିଭଳି ଘୁ.ଉଦୟଗିରି ତହସିଲ ଏବଂ ବ୍ଲକ କାର୍ଯ୍ୟାଳୟରେ ମଧ୍ୟ କଳା ବ୍ୟାଜ ପିନ୍ଧି ଓଡ଼ିଶା ଅମଲା ସଂଘର ସଭ୍ୟ ସଭ୍ୟାଙ୍କ…
Read More...

ହିଞ୍ଜିଳି ଗସ୍ତ କରି ଉନ୍ନୟନ ପ୍ରକଳ୍ପ ଅନୁଧ୍ୟାନ କଲେ କେନ୍ଦ୍ରୀୟ ସଚିବ….

ଅନୁସନ୍ଧାନ ଭାରତ(ବ୍ୟୁର): ଭାରତ ସରକାରଙ୍କ ଜଳଶକ୍ତି ବିଭାଗ ଅଧିନ ପାନୀୟ ଜଳ ଓ ପରିମଳ ବିଭାଗୀୟ ସଚିବ ଭିନି ମହାଜନ ଶନିବାର ଦିନିକିଆ ଗଞ୍ଜାମ ଗସ୍ତରେ ଆସି ହିଞ୍ଜିଳିକାଟୁ ପଞ୍ଚାୟତ ସମିତି ଅନ୍ତର୍ଗତ ଶାସନ ଆମ୍ବଗାଁରେ ପହଞ୍ଚିଥିଲେ । ସେଠାରେ ଗ୍ରାମବାସୀମାନେ ସଚିବଙ୍କୁ ପୁଷ୍ପଗୁଚ୍ଛ ଅର୍ପଣ…
Read More...

ଐତିହାସିକ ଠାକୁରାଣୀ ଯାତ୍ରାରେ ସାମିଲ ହେଲେ ଗଞ୍ଜାମ ଜିଲ୍ଲା ଆରକ୍ଷୀ ଅଧିକ୍ଷକ…..

ଅନୁସନ୍ଧାନ ଭାରତ(ବ୍ୟୁର): ଗଞ୍ଜାମ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜଗମୋହନ ମୀନା ଆଜି ଭଞ୍ଜନଗର ଗସ୍ତ କରି ଠାକୁରାଣୀ ଯାତ୍ରାରେ ନିଜକୁ ସାମିଲ କରିଛନ୍ତି । ସେ ଆଜି ମଧ୍ୟାହ୍ନ ସମୟରେ ଦେବୀଙ୍କ ଅସ୍ଥାୟୀ ପୀଠକୁ ଯାଇ ମା ବ୍ୟାଘ୍ରଦେବୀ ଓ ମା ଠାକୁରାଣୀଙ୍କୁ ଦର୍ଶନ କରିବା ସହ ପୂଜା ଅର୍ଚ୍ଚନା…
Read More...

ସିମନ ବାଡ଼ିରେ ଲାଗିଲା ଲାଲ ବ୍ୟାନର…

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧୀନସ୍ଥ ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ୫୯ନ ଜାତୀୟ ରାଜପଥର ସିମନବାଡ଼ି ଟୋଲଗେଟ ଓ ବୁଡ଼ାଗୁଡ଼ା ଛକ ଠାରେ ୧୨ଦଫା ଦାବି ନେଇ ବ୍ୟାନର ମାରିଛନ୍ତି ମାଓବାଦୀ I ବିଭିନ୍ନ ଦାବୀ ନେଇ ଆସନ୍ତା କାଲି ୧୫ ତାରିଖରେ ୭ଜିଲ୍ଲାରେ ବନ୍ଦ ଡାକରା ଦେଇଛି ସିପିଆଇ…
Read More...

ଯାଜପୁର ଜିଲ୍ଲା ବିଜେଡ଼ିର ବହୁନେତାଙ୍କ କଂଗ୍ରେସରେ ଯୋଗଦାନ…..

ଅନୁସନ୍ଧାନ ଭାରତ(ବ୍ୟୁର): କଂଗ୍ରେସ ଦଳର ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଯାଜପୁର ଜିଲ୍ଲା ବିଜୁ ମହିଳା ଜନତା ଦଳର ଉପସଭାନେତ୍ରୀ ଶ୍ରୀମତୀ ଆରତୀ ଦେଓଙ୍କ ସମେତ ବହୁ ବିଜେଡ଼ି କର୍ମୀ ଆଜି ବିଜେଡ଼ି ଛାଡ଼ି କଂଗ୍ରେସ ଦଳରେ ସାମିଲ ହୋଇଛନ୍ତି । ଏହି ଅବସରରେ ଭୁବନେଶ୍ୱର ପ୍ରଦେଶ କଂଗ୍ରେସ…
Read More...

ମୁର୍ଷ ହେଡ ମେମୋରିଆଲ ଖ୍ରୀଷ୍ଟିଆନ ହସ୍ପିଟାଲରେ ଆନ୍ତର୍ଜାତୀୟ ସେବିକା ଦିବସ ପାଳିତ….

ଅନୁସନ୍ଧାନ ଭାରତ(ବ୍ୟୁର): ମିସ ଫ୍ଲୋରେନ୍ସ ନାଇଟେଞ୍ଜେଲଙ୍କ ଜନ୍ମଦିବସକୁ ଅର୍ଥାତ ମେ ମାସ ୧୨ ତାରିଖକୁ ସାରା ବିଶ୍ୱରେ ଅନ୍ତର୍ଜାତୀୟ ସେବିକା ଦିବସ ରୂପେ ପାଳନ କରାଯାଇଥାଏ I ୧୯୨୦ ମସିହା ମେ ମାସ ୧୨ ତାରିଖରେ ଇଟାଲୀରେ ଜନ୍ମଗ୍ରହଣ କରି ଜଣେ ନିସ୍ଵାର୍ଥପର ସେବିକା ଭାବେ ସେ ତାଙ୍କ ଜୀବନ…
Read More...

କନ୍ଧମାଳ ଜୀବିକା ସୁରକ୍ଷା ମଞ୍ଚ ଟିକାବାଲି ଶାଖା ପକ୍ଷରୁ ଶାନ୍ତି ପୂର୍ଣ୍ଣ ଶୋଭାଯାତ୍ରା ଅନୁଷ୍ଠିତ….

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଟିକାବାଲି ବ୍ଲକରେ ଆଜି ଜୀବିକା ସୁରକ୍ଷା ମଞ୍ଚ ଟିକାବାଲି ବ୍ଲକ ଶାଖା ପକ୍ଷରୁ ସଭାନେତ୍ରୀ ଶ୍ରୀମତୀ ଉର୍ମିଳା ପ୍ରଧାନ ଓ ସମ୍ପାଦକ ଶ୍ରୀ କରମଚାନ୍ଦ ପ୍ରଧାନଙ୍କ ନେତୃତ୍ୱରେ ଶାନ୍ତି ପୂର୍ଣ୍ଣ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି l ଏହି ଶୋଭା…
Read More...

ମହିଳା ଜୀବିକା ସୁରକ୍ଷା ମଞ୍ଚ ତରଫରୁ ବିଭିନ୍ନ ସମସ୍ୟାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର…

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ.ଉଦୟଗିରି ସ୍ଥିତ ଦୈନିକ ହାଟ ବଜାରରୁ ମହିଳା ଜୀବିକା ସୁରକ୍ଷା ମଞ୍ଚର ମହିଳାମାନେ ଏକ ଶୋଭା ଯାତ୍ରାରେ ହାତରେ ପ୍ଲା କାର୍ଡ଼ ଧରି ଅଞ୍ଚଳର ବିଭିନ୍ନ ସମସ୍ୟାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଆଶିଷ…
Read More...