Browsing Category

ଓଡିଶା

ବାତ୍ୟା ପରିପ୍ରେକ୍ଷୀରେ ଲୋକଙ୍କୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ନିବେଦନ…..

-ଭୟ କରନ୍ତୁ ନାହିଁ -ସଜାଗ ରୁହନ୍ତୁ -ଜୀବନ ଅମୂଲ୍ୟ -ପ୍ରଶାସନକୁ ପୁରା ସହଯୋଗ କରନ୍ତୁ ଅନୁସନ୍ଧାନ ଭାରତ(ବ୍ୟୁର): ବାତ୍ୟା ପରିପ୍ରେକ୍ଷୀରେ ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ବାସୀଙ୍କ ଉଦ୍ଦେଶ୍ୟରେ ଏକ ବାର୍ତ୍ତା ଦେଇ କହିଛନ୍ତି ଯେ ବାତ୍ୟା ଆସୁଥିବା ଖବର ପାଇ ଆମେ…
Read More...

ମାନଝରି ଗ୍ରାମ ପଞ୍ଚାୟତରେ “ସ୍ଵତନ୍ତ୍ର ଗ୍ରାମସଭା” ଅନୁଷ୍ଠିତ…..

ଗୋଲାମୁଣ୍ଡା(ଅଶ୍ୱିନୀ ମଲ୍ଲିକ): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ମାନଝରି ଗ୍ରାମ ପଞ୍ଚାୟତରେ ଆଜି ଏକ "ସ୍ଵତନ୍ତ୍ର ଗ୍ରାମସଭା" ବୈଠକ ଶାନ୍ତିପୂର୍ଣ୍ଣ ଭାବରେ ଅନୁଷ୍ଠିତ ହୋଇଯାଇଛି । ମାନଝରି ସରପଞ୍ଚ ଜଗୁଜିବନ ଅଘ୍ରିଆଙ୍କ ସଭାପତିତ୍ବ କ୍ରମେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା…
Read More...

ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ଉପଖଣ୍ଡ ପ୍ରଶାସନର ପ୍ରସ୍ତୁତି: ଶୂନ୍ୟ ମୃତାହତ, ସ୍ଥାନାନ୍ତର ଓ ଉଦ୍ଧାରକାର୍ଯ୍ୟକୁ…

ଭଞ୍ଜନଗର(ନିଲୁ ବିଷୋୟୀ): ସମ୍ଭାବ୍ୟ ବାତ୍ୟା ଦାନାର ମୁକାବିଲା ପାଇଁ ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଛି । ଭଞ୍ଜନଗର ଉପଖଣ୍ଡ  ପ୍ରଶାସନ ପକ୍ଷରୁ ଏନେଇ ଭଞ୍ଜନଗର ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉପଜିଲ୍ଲାପାଳ ଅନିଲ କୁମାର…
Read More...

ୟୁଜିସି ନେଟ ପରୀକ୍ଷାରେ ରାୟଗଡ଼ର ଦୁଇ ଛାତ୍ରଙ୍କ ସଫଳତା…

ରାୟଗଡ଼( ଟିକି ଲିମା): ରାୟଗଡ ବ୍ଲକ୍ ସଦର ମହକୁମାର ରାଜକିରଣ ବାବୁ ୟୁଜିସି ନେଟ୍ (ବାଣିଜ୍ୟ) ପରୀକ୍ଷାରେ ୧୯୩ ରାଙ୍କ୍ ପାଇ ଜେଆର୍‌ଏଫ୍‌ ଓ ଆସିଷ୍ଟାଣ୍ଟ ପ୍ରଫେସର ହେବାର ସଫଳତା ଅର୍ଜନ କରିଛନ୍ତି । ସର୍ବଭାରତୀୟ ସ୍ତରରେ ୯୯.୨୦୦ ପ୍ରତିଶତ ମାର୍କ ରଖୁଛନ୍ତି ସେ । ରାୟଗଡର ଏକ ନିମ୍ନ…
Read More...

ନୂତନଗଡ଼ ଗ୍ରାମ ପରିଦର୍ଶନ କଲେ ରା.ଉଦୟଗିରି ବ୍ଲକ ଅଧକ୍ଷ…

ରା.ଉଦୟଗିରି( ଆକାଶ ଦାସ): ଗଜପତି ଜିଲା ରା.ଉଦୟଗିରି ବ୍ଳକ୍ ଅନ୍ତର୍ଗତ ମହେନ୍ଦ୍ରଗଡ଼ ପଞ୍ଚୟାତରେ ଅବସ୍ଥିତ ନୂତନଗଡ଼ ଗ୍ରାମ । ଗ୍ରାମରେ ଅନେକ ଅନେକ ସମସ୍ୟାର ଅଭିଯୋଗ ରହିଛି । ସେସବୁ ସମସ୍ୟାକୁ ନେଇ ପରିଦର୍ଶନ କଲେ ରା.ଉଦୟଗିରି ବ୍ଳକ ଅଧକ୍ଷ ଲକ୍ଷ୍ମୀନାରାୟଣ ଶବର । ତେବେ ଶ୍ରୀ ଶବର ସେଠି…
Read More...

ମା’ ମନସା ପୂଜା ଉପଲକ୍ଷେ ଗୀତିଲତା ଠାରେ ଆନ୍ତରାଜ୍ୟ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ…

ରାଇରଙ୍ଗପୁର(ଉତ୍ତମ ରାମ): ମୟୁରଭଞ୍ଜ ଜିଲ୍ଲା ବାମନଘାଟି ଉପଖଣ୍ଡ ତିରିଂ ବ୍ଲକ ଅନ୍ତର୍ଗତ ଗୀତିଳତା ଗ୍ରାମରେ ସାମାଜିକ, ସାଂସ୍କୃତିକ ଓ ଧାର୍ମିକ ଅନୁଷ୍ଠାନ ମା' ମନସା ପୂଜା କମିଟିର ୧୩ତମ ବାର୍ଷିକ ପ୍ରତିଷ୍ଠା ଉତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ଆନ୍ତରାଜ୍ୟ ନୃତ୍ୟ ଓ ସୁଦର ସ୍ୱାସ୍ଥ୍ୟ…
Read More...

କେନ୍ଦ୍ରମନ୍ତ୍ରୀ ତଥା ସୁନ୍ଦରଗଡ଼ ସାଂସଦଙ୍କ ଦ୍ଵାରା ସମୀକ୍ଷା ବୈଠକ ଅନୁଷ୍ଠିତ…..

ସୁନ୍ଦରଗଡ଼(ଦେବେନ୍ଦ୍ର କୁମାର ଭିତ୍ରିଆ): ଆଜି ମାନ୍ୟବର କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ତଥା ସୁନ୍ଦରଗଡ଼ ସାଂସଦ ଶ୍ରୀ ଜୁଏଲ ଓରାମ ବିଭିନ୍ନ ବିଭାଗ, ପ୍ରକଳ୍ପ ,କାର୍ଯ୍ୟକ୍ରମ ଆଦିର ସ୍ଥିତି ଉପରେ ସମୀକ୍ଷା କରିଥିଲେ । ବୈଠକରେ ଜିଲ୍ଲା ମଙ୍ଗଳ ବିଭାଗ ପକ୍ଷରୁ ଜିଲ୍ଲାରେ ଏକଲବ୍ୟ ଆଦର୍ଶ…
Read More...

ଲେଫ୍ରିପଡ଼ା ବ୍ଲକ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ…

ସୁନ୍ଦରଗଡ଼(ଦେବେନ୍ଦ୍ର କୁମାର ଭିତ୍ରିଆ): ଲେଫ୍ରିପଡ଼ା ବ୍ଲକ ପରିସରରେ ଆଜି ପ୍ରଶାସନ ପକ୍ଷରୁ ଯୁଗ୍ମ ଜନ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ପ୍ରତ୍ୟୁଷ ଦିବାକର ଏବଂ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଶ୍ରୀ ଅଭିମନ୍ୟୁ ମାଝୀ ଏଥିରେ ଉପସ୍ଥିତ ରହି ଜନସାଧାରଣଙ୍କ…
Read More...

ଗଜପତିରୁ ପୋଷ୍ୟ ସନ୍ତାନ ଗ୍ରହଣ କଲେ କାନାଡାର ଦମ୍ପତି…

ଅନୁସନ୍ଧାନ ଭାରତ(ବ୍ୟୁର): ଆଜି ଗଜପତି ଜିଲ୍ଲାର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରର ୫୭ ଏବଂ ୫୮ ତମ ଶିଶୁଙ୍କୁ ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ କୁମାର ଦାଶ ପୋଷ୍ୟ ସନ୍ତାନ ଭାବେ ସୁଦୂର କାନାଡା ଦେଶର ଏକ ଦମ୍ପତିଙ୍କୁ ହସ୍ତାନ୍ତର କରିଛନ୍ତି । ସୂଚନା ପ୍ରକାରେ ପିତୃମାତୃହୀନ ଏହି ଦୁଇ…
Read More...

ଗଜପତି ଜିଲ୍ଲା ସ୍ତରୀୟ ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ….

ପାରଳାଖେମୁଣ୍ଡି/ଆର ଉଦୟଗିରି( ପ୍ରବୀଣ ଲିମା/ମିହିର ପ୍ରସାଦ ମାଳୀ): ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣି ବଳୟ ଯୋଗୁଁ ସମ୍ଭାବ୍ୟ ବାତ୍ୟାର ସମ୍ଭାବନା ରହିଛି । ଏଥି ସକାଶେ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇ ସତର୍କ ସୂଚନା ଜାରି କରିଛନ୍ତି । ଏହାକୁ ଭିତ୍ତି…
Read More...