ସୋନପୁର ସରପଞ୍ଚଙ୍କୁ ହତ୍ୟା ଧମକ, ଦାରିଙ୍ଗବାଡ଼ି ଥାନାରେ ମାମଲା ରୁଜୁ….
ଅନୁସନ୍ଧାନ ଭାରତ(ବ୍ୟୁର): ରାତିର ଅନ୍ଧାରର ସୁଯୋଗ ନେଇ ସରପଞ୍ଚଙ୍କୁ ଜୀବନରୁ ମାରିଦେବା ପାଇଁ ଯୋଜନା କରିଥିଲେ ଜଣେ ଶିକ୍ଷକ । ହେଲେ ସରପଞ୍ଚଙ୍କ ପାଟି ଶୁଣି ଗାଁ ଲୋକ ଏକାଠି ହୋଇଯିବାରୁ ଶିକ୍ଷକଙ୍କ ଯୋଜନା ଅସଫଳ ହେବା ସହ ଗାଁ ଲୋକଙ୍କ ହାତରୁ ଖସି ଦୌଡ଼ି ପଳେଇଲେ ଶିକ୍ଷକ ଓ ତାଙ୍କ ସହଯୋଗୀ…
Read More...
Read More...