ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଟିକାବାଲି ବ୍ଲକର ଗୋଷ୍ଠୀ ଅଧିକାରୀ ଫକୀର ମୋହନ ପରିଡାଙ୍କ ଟିକାବାଲି ବ୍ଲକ ଅନ୍ତର୍ଗତ ପାଡ଼ାଙ୍ଗି ଗ୍ରାମପଞ୍ଚାୟତର କାଲୁଙ୍ଗିଆ, କଇଁଝର ଗ୍ରାମପଞ୍ଚାୟତର ପିପୁଡି ଦେଇ ଏବଂ ବ୍ଲକରେ ଥିବା ବିଭିନ୍ନ ଦୁର୍ଗମ ଅଂଚଳକୁ ଗ୍ରସ୍ଥ କରି ଥିଲେ I
ଏହି ସମୟରେ କରନା ମହାମାରୀ ଉପରେ ଲୋକ ମାନଂକୁ ସଚେତନତା କରିବା ସହ ମାକ୍ସ, ସାବୁନ, ବଣ୍ଟନ କରି ଥିଲେ I ପ୍ରତ୍ୟେକ ଜନସାଧାରଣଙ୍କୁ କରନା ମହାମାରୀକୁ ସମସ୍ତେ କିପରି ପରାସ୍ତ କରିବା ସହ ସରକାରଙ୍କ ସମସ୍ତ ନିୟମକୁ ମାନିବା ପାଇଁ ଗାଁ ଗାଁ ବୁଲି ସଚେତନ କରି ଗାଁ ର ଥିଲେ I ଏହା ସହ ସ୍ଥାନୀୟ ସମସ୍ୟା ଉପରେ ମଧ୍ୟ୍ୟ ଅନୁଧ୍ୟାନ କରିଥିଲେ I ଏହି ସଚେତନ କାର୍ଯ୍ୟକ୍ରମରେ ବିପିଏମ ଭାଗିରଥି ପୃଷ୍ଟିଙ୍କ ସମେତ ସ୍ଥାନୀୟ ସରପଞ୍ଚ, ଆଶା, ଅଙ୍ଗନବାଡି ଏବଂ ଅନ୍ୟ ମାନେ ଉପସ୍ଥିତ ଥିଲେ I