ପୁଣି କଂଗ୍ରେସ ଦଳକୁ ଫେରିଲେ ଘୁ.ଉଦୟଗିରି ନିର୍ବାଚନ ମଣ୍ଡଳୀର ପୁର୍ବତ୍ତନ ବିଧାୟକ ଜାକବ ପ୍ରଧାନ……

ଅନୁସନ୍ଧାନ ଭାରତ(ବ୍ୟୁର): ଘୁ.ଉଦୟଗିରି ବିଧାନସଭା କ୍ଷେତ୍ରର ପୁର୍ବତ୍ତନ ବିଧାୟକ ଜାକବ ପ୍ରଧାନଙ୍କ ନିଲମ୍ବନ ଆଦେଶ ପ୍ରତ୍ୟାହୃତ କରିଛନ୍ତି ଓଡ଼ିଶା ପ୍ରଦେଶ କଂଗ୍ରେସର ଉପସଭାପତି ଜାଜ୍ଞାସ୍ୱର ବାବୁ I ଏନେଇ ପ୍ରଦେଶ କମିଟିର ଲେଟର ପେଡରେ ଘୁ.ଉଦୟଗିରି ନିର୍ବାଚନ ମଣ୍ଡଳୀର ପୁର୍ବତ୍ତନ…
Read More...

ଶେଷଦିନରେ ବିଜେଡି, ବିଜେପି ଓ କଂଗ୍ରେସ ଏବଂ ସ୍ୱାଧିନ ତରଫରୁ ୫୩ ଜଣ ଜିଲ୍ଲା ପରିଷଦ ପାର୍ଥି ପତ୍ର ଦାଖଲ….

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପ-ଜିଲ୍ଲାପାଳ କାର୍ଯ୍ୟାଳୟରେ ଆଜି ଶେଷ ଦିନରେ ୧୮ଟି ଜୋନର ଜିଲ୍ଲା ପରିଷଦ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି I ପ୍ରାର୍ଥିଙ୍କ ନାମ ନାମ ହେଲା ୧ନଂ ଜୋନରୁ ଭାରତୀ ପ୍ରଧାନ (ସ୍ୟାଧିନ) , ଅନିତା ପ୍ରଧାନ ବିଜେଡି, ରେଖା…
Read More...

“ପାମ୍ ଫାଉଣ୍ଡେସନ୍” ଅନୁଷ୍ଠାନ ତରଫରୁ କରୋନା ଓ ଓମିକ୍ରନ୍ ସଚେତନତା ସହ ମାସ୍କ୍ ଓ କମ୍ବଳ…

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ତୁମୁଡିବନ୍ଧ ବ୍ଲକ୍ର ବିଭିନ୍ନ ଗ୍ରାମ ଗୁଡିକରେ "ପାମ୍ ଫାଉଣ୍ଡେସନ୍" ସ୍ଵେଚ୍ଛାସେବୀ ଅନୁଷ୍ଠାନ ତରଫରୁ ଅନେକ ଉନ୍ନତି ମୂଳକ କାର୍ଯ୍ୟକ୍ରମ କରାଯାଉଛି I ଏହି ଅନୁଷ୍ଠାନ ପ୍ରତି ବର୍ଷ ଶୀତ ସମୟରେ ଗରୀବ, ନିରୀହ, ବିଧବା ଓ ବୃଦ୍ଧ, ବୃଦ୍ଧା…
Read More...

ପରିସ୍ଥିତି ସଂପୂର୍ଣ୍ଣ ନିୟନ୍ତ୍ରଣାଧୀନ, ଜନସାଧାରଣଙ୍କୁ ଭୟଭୀତ ନ ହେବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ….

ଅନୁସନ୍ଧାନ ଭାରତ(ବ୍ୟୁର): ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍ଫରେନ୍ସିଂ ଜରିଆରେ କୋଭିଡ-୧୯ ରୋଗ ନିୟନ୍ତ୍ରଣ ସଂପର୍କରେ ସମୀକ୍ଷା କରି କହିଛନ୍ତି ଯେ ବର୍ତ୍ତମାନ ପରିସ୍ଥିତି ସଂପୂର୍ଣ୍ଣ ନିୟନ୍ତ୍ରଣରେ ଅଛି୤ ତେଣୁ ଭୟଭୀତ ନ ହୋଇ କୋଭିଡର ସମସ୍ତ ନିୟମାବଳୀକୁ ପାଳନ କରିବା…
Read More...

ଜୋନ-୫ ଜିଲ୍ଲା ପରିଷଦ ପାଇଁ ପ୍ରାର୍ଥୀ ଘୋଷଣା କରିଲା କଂଗ୍ରେସ, ହୀରାବତୀ ପ୍ରଧାନ ହେଲେ କଂଗ୍ରେସ ଜୋନ-୫ ଜିଲ୍ଲା ପରିଷଦ…

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ.ଉଦୟଗିରି ବ୍ଲକ ଜୋନ ୫ ଜିଲ୍ଲା ପରିଷଦ ପ୍ରାର୍ଥୀ ଭାବରେ ଗ୍ରେସିଙ୍ଗିଆ ପଂଚାୟତ ଅଧିନସ୍ଥ ଇନ୍ଦିରା ପଡ଼ିଆ ଗ୍ରାମର ବାସୀନ୍ଧା ହୀରାବତୀ ପ୍ରଧାନଙ୍କୁ ଦଳୀୟ ପ୍ରାର୍ଥୀ ଭାବରେ ଟିକେଟ ପ୍ରଦାନ କରି ନିର୍ବାଚନ ମଇଦାନକୁ ଓଲ୍ହାଇଛି…
Read More...

ଦୁଇ ବାଇକ ମୁହାଁମୁହିଁ, ଜଣେ ଗୁରୁତର ଆହତ

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଦଣ୍ଡପଦର ଠାରେ ୨ ବାଇକ୍ ମୁହାଁ ମୁହିଁ ଧକ୍କା ହେବା ଫଳରେ ଜଣେ ଗୁରୁତର ଆହତ ହୋଇଛନ୍ତି I ଆହତ ହୋଇଥିବା ବ୍ୟକ୍ତିଙ୍କ ଘର ତୁମୁଡ଼ିବନ୍ଧ ବ୍ଲକ ସିର୍ଲା ପଞ୍ଚାୟତର ବେଡ଼କା ମଲିକ ବୟସ ୩୮ ବର୍ଷ I ଘଟଣା ସ୍ଥଳରେ ବାଲିଗୁଡ଼ା ପୁଲିସ…
Read More...

ଅନୁସନ୍ଧାନ ଭାରତ’ର ପ୍ରଭାବ, ହବାକ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆର ସୁରକ୍ଷା ପାଇଁ ଅଣ୍ଟା ଭିଡ଼ିଲା…

ଅନୁସନ୍ଧାନ ଭାରତ(ବ୍ୟୁର): 'ଅନୁସନ୍ଧାନ ଭାରତ' ପୋର୍ଟାଲରେ ଖବର ପ୍ରକାଶିତ ହେବା ପରେ କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ଠାରେ ଥିବା ଆତି ପୁରାତନ ହବାକ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆର ସୁରକ୍ଷା ପାଇଁ ଅଣ୍ଟା ଭିଡ଼ିଛି ସ୍ଥାନୀୟ ପ୍ରଶାସନ I ଖେଳ ପଡ଼ିଆକୁ ପ୍ରବେଶ କରୁଥିବା ଡ୍ରେନ ଓ ଅଳିଆ ଆବର୍ଜନା…
Read More...

ଲୀଭିଂଙ୍ଗ ଷ୍ଟୋନ ମିନିଷ୍ଟ୍ରି ଅନୁଷ୍ଠାନ ତରଫରୁ ବିଧବାଙ୍କୁ ଲୁଗା ଓ ଅତ୍ୟାବଶ୍ୟକ ସାମଗ୍ରୀ ବଣ୍ଟନ…

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ବାଲିଗୁଡ଼ାର ବାରଖମା ଗ୍ରାମରେ ଅବସ୍ଥିତ ଲୀଭିଂଙ୍ଗ ଷ୍ଟୋନ ମିନିଷ୍ଟ୍ରି ଅନୁଷ୍ଠାନ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ କରି ଆଶୁଅଛି I ଏହି ଅନୁଷ୍ଠାନ ଦ୍ବାରା ଅନେକ ଅନାଥ ପିଲାମାନଙ୍କୁ ଶିକ୍ଷା ଦେଇ ଶିକ୍ଷିତ କରାଯାଇ ଥାଏ I…
Read More...

ପୂର୍ବ ଗୌରବକୁ ହରାଇବାକୁ ବସିଛି ହବାକ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆ, ରକ୍ଷଣାବେକ୍ଷଣ ନିମନ୍ତେ ଦାବୀ କଲେ ପୁର୍ବତ୍ତନ…

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ଠାରେ ଥିବା ହବାକ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆ ଏବେ ପ୍ରଶାସନର ଦୂରଦୃଷ୍ଟିର ଅଭାବ ଓ ଅଣଦେଖା ଯୋଗୁଁ ଦିନକୁ ଦିନ ନିଜର ପୂର୍ବ ଗୌରବ ହରାଇ ବାକୁ ବସିଛି I ଏହାର ରକ୍ଷଣାବେକ୍ଷଣ ପାଇଁ ବର୍ଷ ବର୍ଷ ଧରି ଦାବୀ ହୋଇ ଆସୁ ଥିଲେ ସୁଦ୍ଧା…
Read More...

ଘୁ.ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସାରେ ଅବ୍ୟବସ୍ଥା ଅଭିଯୋଗ: ବିଦ୍ୟୁତ କାଟ ହେଲେ ଲାଗୁନି ଜେନେରେଟର,…

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲାର ଘୁ.ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆଜି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି I ଘୁ.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ୧ନଂ ଓାର୍ଡର ସୌଭାଗ୍ଯ ସଂଗ୍ରମ ନାୟକ ନାମକ ଯୁବକଙ୍କ ହଠାତ ଛାତିରେ ଜନ୍ତ୍ରଣା ଅନୁଭବ ହେବାରୁ ପରିବାର ଲୋକ…
Read More...