ଡାଇମଣ୍ଡ ସ୍ପୋର୍ଟ୍ସ କ୍ଲବ ଉପରଖୋଲ ତରଫରୁ ଏକ ଦିବସୟ ଫୁଟବଲ ପ୍ରତିଯୋଗିତା ଅନୁଷ୍ଠିତ….

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ ଅନ୍ତର୍ଗତ କଟିମାହା ଗ୍ରାମପଞ୍ଚାୟତ  ଲଦାସାହି ସ୍କୁଲ ପଡ଼ିଆ ଠାରେ ଡାଇମଣ୍ଡ ସ୍ପୋର୍ଟ୍ସ କ୍ଲବ ଉପରଖୋଲ ତରଫରୁ ଏକ ଦିବସିୟ ଫୁଟବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l ଏଥିରେ ନିଦୂରୀପଡା ଏଫ.ସି ପାଡ଼lଙ୍ଗୀ, ମା ପିତାବଳୀ ଏଫସି…
Read More...

ଘୁ.ଉଦୟଗିରି ଜଗନ୍ନାଥ ମନ୍ଦିରର ନୂତନ ପରିଚାଳନା କମିଟି ଗଠିତ….

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର ପରିସରରେ ମନ୍ଦିର ପରିଚାଳନା କମିଟିର ସଭାପତି ରାଜେନ୍ଦ୍ର ମହାପାତ୍ରଙ୍କ ସଭାପତିତ୍ବରେ ଏକ ଶୋଭା ଅନୁଷ୍ଠିତ ହୋଇଥିଲା । ସଂପାଦକ ସମୀର କୁମାର ପାଢ଼ୀ ବାର୍ଷିକୀ ବିବରଣୀ ପଠନ କରିଥିଲେ । କୋଷାଧ୍ୟକ୍ଷ…
Read More...

ପଦ୍ମପୁର ପ୍ରତି ଅବହେଳା ପ୍ରତିବାଦରେ କଂଗ୍ରେସକୁ ଭୋଟ ଦିଅନ୍ତୁ-ଶରତ ପଟ୍ଟନାୟକ

ଅନୁସନ୍ଧାନ ଭାରତ(ବ୍ୟୁର): ଆଜି ପାଇକମାଳ ବ୍ଲକର ଲଉଡ଼ମାଲ ସ୍ଥିତ ମହାମାୟା ପରିସରରେ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଟିତ ହୋଇଥିଲା । ପିସିସି ଗଣମାଧ୍ୟମ ବିଭାଗ ଅଧ୍ୟକ୍ଷ ଶ୍ରୀ ଗଣେଶ୍ୱର ବେହେରା ମୁଖ୍ୟମନ୍ତ୍ରୀଙ୍କର କର୍ତ୍ତବ୍ୟ ଉପରେ ପ୍ରତିକ୍ରିୟା ଦେଇ…
Read More...

ଭୁବନେଶ୍ୱରର ପରିମଳ ବ୍ୟବସ୍ଥା ସ୍ମାର୍ଟ ହେବ, ସ୍ମାର୍ଟ ସିଟିରେ ସ୍ମାର୍ଟ ସଫେଇ ମେସିନ୍ ଜଟାୟୁ ଉଦଘାଟିତ….

ଅନୁସନ୍ଧାନ ଭାରତ(ବ୍ୟୁର): ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ନୂଆ ଅଳିଆ ସଫା ମେସିନ୍ ଜଟାୟୁ ଉଦ୍‌ଘାଟିତ ହୋଇଯାଇଛି । ଭୁବନେଶ୍ୱର ମହାନଗର ନିଗମ ଉତ୍ତର ମଣ୍ଡଳୀ ଅନ୍ତର୍ଗତ ଆଠ ନମ୍ବର ଓାର୍ଡର ଡ୍ରଷ୍ଟ୍ରିଟ ସେଣ୍ଟର ଠାରେ ଅନୁଷ୍ଟିତ ଏହି ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ…
Read More...

ସାମ୍ବାଦିକଙ୍କୁ ଆକ୍ରମଣ ପ୍ରତିବାଦରେ ଉତ୍କଳ ସାମ୍ବାଦିକ ସଂଘର ସ୍ମାରକପତ୍ର ପ୍ରଦାନ…..

ଅନୁସନ୍ଧାନ ଭାରତ(ବ୍ୟୁର): ଗତ ୫ ତାରିଖରେ ପଦ୍ମପୁର ଠାରେ ହେବାକୁ ଥିବା ଉପନିର୍ବାଚନରେ ଖବର ସଂଗ୍ରହ କରିବାକୁ ଯାଇଥିବା ନନ୍ଦିଘୋଷ ଟିଭି ଗଞ୍ଜାମ ଜିଲ୍ଲାର ବରିଷ୍ଠ ସାମ୍ବାଦିକ ଦେବହରି ବେହେରାଙ୍କୁ ଆକ୍ରମଣ ଓ ଧମକ ପ୍ରତିବାଦରେ ଆଜି ଉତ୍କଳ ସାମ୍ବାଦିକ ସଂଘ ଭଞ୍ଜନଗର ତରଫରୁ ଘଟଣାକୁ ଦୃଢ଼…
Read More...

ଆଞ୍ଚଳିକ ଡ଼ିଗ୍ରୀ କଲେଜ ପରିସରରେ ନୂତନ ଭୋଟରଙ୍କ ପଞ୍ଜିକରଣ କର୍ମଶାଳା ଅନୁଷ୍ଠିତ….

ଅନୁସନ୍ଧାନ ଭାରତ(ବ୍ୟୁର): ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ ଆଞ୍ଚଳିକ ଡ଼ିଗ୍ରୀ କଲେଜ ପରିସରରେ ନୂତନ ଭୋଟରଙ୍କ ନାମ ପଞ୍ଜିକରଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାକୁ ଜଗନ୍ନାଥ ପ୍ରସାଦ ବ୍ଲକ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ଅନୁପ କୁମାର ପଣ୍ଡା ପ୍ରଦୀପ…
Read More...

ବେଲଗୁଣ୍ଠା ମହିଳା ମହାବିଦ୍ୟାଳୟରେ ଏଡ଼ସ ଦିବସ ପାଳିତ…..

ଅନୁସନ୍ଧାନ ଭାରତ(ବ୍ୟୁର) : ବେଲଗୁଣ୍ଠା ମହିଳା ମହା ବିଦ୍ୟାଳୟ ସ୍କାଉଟ, ଗାଇଡ ରେଞ୍ଜର ଏବଂ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଆନୁକୁଲ୍ୟରେ ବିଶ୍ଵ ଏଡ୍ସ ଦିବସ ମହାବିଦ୍ୟାଳୟ ପ୍ରାଙ୍ଗଣରେ ପାଳିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟ ଅଧ୍ୟକ୍ଷା ଡକ୍ଟର ସଂଯୁକ୍ତା ପଣ୍ଡା ଅଧ୍ୟକ୍ଷତା…
Read More...

ମେକ ଇନ ଓଡ଼ିଶା କନକ୍ଲେଭ ୨୦୨୨ରେ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ଭାବେ ଜିଆଇଇଟି ବିଶ୍ଵବିଦ୍ୟାଳୟ ପୁରସ୍କୃତ…..

ଅନୁସନ୍ଧାନ ଭାରତ(ବ୍ୟୁର): ଜିଆଇଇଟି ବିଶ୍ଵବିଦ୍ୟାଳୟ ଗୁଣପୁରକୁ ମେକ ଇନ ଓଡ଼ିଶା କନକ୍ଲେଭ ୨୦୨୨ରେ ଷ୍ଟାର୍ଟ ଅପ୍ ବୁଟ୍ କ୍ୟାମ୍ପ କାଯ୍ୟକ୍ରମ ପାଇଁ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ଭାବେ ଓଡିଶା ସରକାରଙ୍କ ଦ୍ଵାରା ସଂମ୍ମନିତ କରାଯାଇଛି । ଏହି ଉତ୍ସବରେ ଓଡିଶା ସରକାରଙ୍କ କ୍ଷୁଦ୍ର, ଲଘୁ ଏବଂ…
Read More...

ଗୁଣପୁର ଉପଖଣ୍ଡରେ ଯୋଗଦେଲେ ନୂତନ ଉପ-ଜିଲ୍ଲାପାଳ….

ଅନୁସନ୍ଧାନ ଭାରତ(ବ୍ୟୁର): ଗୁଣପୁର ଉପଖଣ୍ଡରେ ଶ୍ରୀଯୁକ୍ତ ଲଳିତ କୁମାର କହଁର ନୂତନ ଉପ ଜିଲ୍ଲାପାଳ ଭାବେ ଯୋଗଦାନ କରିଛନ୍ତି । ପୂର୍ବତନ ଉପ ଜିଲ୍ଲାପାଳ ତଥା ପ୍ରକଳ୍ପ ପ୍ରଶାସକ ଶ୍ରୀଯୁକ୍ତ ଲୋକନାଥ ଦଲବେହେରାଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହା ପୂର୍ବରୁ ସେ ଗଜପତି ଜିଲ୍ଲା…
Read More...

ଗୁଣପୁରରେ ବିଶ୍ୱ ଏଡ଼ସ ଦିବସ ପାଳିତ….

ଅନୁସନ୍ଧାନ ଭାରତ(ବ୍ୟୁର): ଆଜି ସାରା ବିଶ୍ୱ ଏଡ୍ସ ଦିବସ ପାଳନ କରୁଥିବା ବେଳେ ଗୁଣୁପୁର ଚିକିଛାଳୟର ପରିସରରରେ ଏଡ୍ସ ଦିବସ ପାଳନ କୋରରଯାଇଛି ।  ଏହି ଅବସରରେ HIV AIDS ସମ୍ୱନ୍ଧରେ  ସଚେତନତା ବାର୍ତା କାଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମ ଗୁଣପୁର ସ୍ୱାସ୍ଥ୍ୟ ବିଭାଗ ଏବଂ…
Read More...