ନୁଆପଡ଼ା ବିଧାୟକଙ୍କ ବିରୋଧରେ ଥାନାରେ ଏତଲା….
ନୁଆପଡ଼ା(ବିରବଲ ପ୍ରଧାନ): ନୂଆପଡ଼ା ଜିଲ୍ଲା ପରିଷଦ ଜୋନ ୮ର ସଦସ୍ୟ ଭାନୁପ୍ରତାପ ସିଂ ମାଝୀ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ବିରୋଧରେ ନୂଆପଡ଼ା ସଦର ଥାନାରେ ଏତଲା ଦେଇଛନ୍ତି । ସୂଚନା ଅନୁସାରେ, ସୋମବାର ଅପରାହ୍ନରେ ଜିଲା ପରିଷଦ ସଦସ୍ୟ ଶ୍ରୀ ମାଝୀ ଜିଲା ଆଦିବାସୀ କଲ୍ୟାଣ ସଂଘର…
Read More...
Read More...