ବାଲିଗୁଡା ଏନ. ଏ. ସି ପକ୍ଷରୁ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ….

ବାଲିଗୁଡା(ସିବନ୍ତ ଦିଗାଲ): ସାରା ଭାରତ ବର୍ଷରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମ ଦିନରୁ ଅକ୍ଟବର ୨ ଗାନ୍ଧୀ ଜୟନ୍ତୀ ଯାଏଁ ସ୍ୱଚ୍ଛତା ହିଁ ସେବା ସପ୍ତାହ ଚାଲୁ ରହିଛି l ଏହି ପରିପ୍ରେକ୍ଷୀରେ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶକ୍ରମେ ଓଡିଶାର…
Read More...

୧୦ ଦଫା ଦାବି ପୂରଣ ନେଇ ବାଲିଗୁଡା ଉପଖଣ୍ଡ ଚିକିତ୍ସଳୟରେ ସ୍ୱାସ୍ଥ୍ୟ କର୍ମୀଙ୍କ ଧାରଣା…

ବାଲିଗୁଡା(ସିବନ୍ତ ଦିଗାଲ ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟରେ ୧୦ ଦଫା ଦାବି ନେଇ ୨ ଦିନ ହବ ଧାରଣା ଦେଉଛନ୍ତି । ଏହି ଧାରଣା ଗତ ଦୁଇ ଦିନ ହେବ ଜାରି ରହିଛି । ସେମାନଙ୍କ ମୁଖ୍ୟ ଦାବି ହେଲା ପୂର୍ବରୁ ନିଯୁକ୍ତି ପାଇଥିବା ନର୍ସିଂ ଅଫିସରମାନଙ୍କ ଛଅ ବର୍ଷରୁ ଚୁକ୍ତିଭିତିକ…
Read More...

ସେଣ୍ଟ ଭିନସେଣ୍ଟ କ୍ୟାଥଲିକ ଚର୍ଚ୍ଚ ପକ୍ଷରୁ ନିସହାୟ ବ୍ୟକ୍ତିଙ୍କୁ କମ୍ବଳ ଏବଂ ଖାଦ୍ୟ ସାମଗ୍ରୀ ବଣ୍ଟନ….

ଗୁମ୍ମା(ନିରୋଜ କୁମାର ଷଡ଼ଙ୍ଗୀ): ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ବୃଷଭ ଗ୍ରାମପଞ୍ଚାୟତ ଜୁରୁବୁଡି ଗ୍ରାମରେ ସେଣ୍ଟ ଭିନସେଣ୍ଟ କ୍ୟାଥଲିକ ଚର୍ଚ୍ଚରେ ସେଣ୍ଟ ଭିନସେଣ୍ଟ ସଂଘ ପକ୍ଷରୁ ନିସହାୟ ବ୍ୟକ୍ତିଙ୍କୁ ଉପହାର ସାମଗ୍ରୀ ଏବଂ ଖାଦ୍ୟ ସାମଗ୍ରୀ ବଣ୍ଟନ କରାଯାଇଛି l ଏହି କାର୍ଯ୍ୟକ୍ରମରେ ପାରଳା…
Read More...

ଗର୍ଭବତୀ ମହିଳାଙ୍କୁ ଘଣ୍ଟେ ଘଣ୍ଟେ ଧରି ଠିଆ କଲେ ଟେକ୍ନିସିଆନ…..

ଖୋର୍ଦ୍ଧା(ସୂର୍ଯ୍ୟକାନ୍ତ ଦଳାଇ): ଖୋର୍ଦ୍ଧା ଗୋପବନ୍ଧୁ ମୁଖ୍ୟ ଚିକିତ୍ସାଳୟର HIV ପରୀକ୍ଷା କରିବା ଟେକ୍ନିଶୀୟାନ ଜଣେ ଗର୍ଭବତୀ ମହିଳାଙ୍କୁ ଘଣ୍ଟେ ଘଣ୍ଟେ ଧରି ଠିଆ କରିବା ଅଭିଯୋଗ ହୋଇଛି l ଘଟଣା ପ୍ରଘଟ ହେବ ପରେ ଅଂଚଳରେ ଉତ୍ତେଜନା ପ୍ରକାଶ ପାଇଛି l ମହିଳାଙ୍କ ଆଭିଯୋଗ ଅନୁସାରେ ଖୋର୍ଦ୍ଧା…
Read More...

ମନମୁଣ୍ଡା ସ୍ୱାସ୍ଥ୍ୟକେନ୍ଦ୍ରରେ ସ୍ୱାସ୍ଥ୍ୟକର୍ମୀଙ୍କ ଧାରଣା…..

ବୌଦ୍ଧ(ଆବୁବକ୍କର ସିଦ୍ଧିକ): ଗତ ୨ଦିନ ହେଲାରେ ମନମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କାର୍ଯ୍ୟରତ  ସ୍ୱାସ୍ଥ୍ୟ କର୍ମୀମାନେ ୧୦ ଦଫା ଦାବି ନେଇ ଧାରଣା ଦେଇଛନ୍ତି I ସେ ଗୁଡିକ ହେଲା ପୂର୍ବରୁ  ନିଯୁକ୍ତି ପାଇଥିବା ନର୍ସିଂ ଅଫିସରମାନଙ୍କର ୬ ବର୍ଷର ଚୁକ୍ତିଭିତିକ କାର୍ଯ୍ୟକାଳ ସମୟ ସୀମାକୁ…
Read More...

ପେସା ଆକ୍ଟ ଓ ରୁଲ୍ସକୁ ନେଇ ଜନ ସଚେତନତା ପାଇଁ ଦାବୀ…

ରାଇରଙ୍ଗପୁର(ଉତ୍ତମ ରାମ): ଆଦିବାସୀ ସମାଜ-ଶିକ୍ଷା ଏବଂ ସଂସ୍କୃତି ସଂଘ ଯାମଦା ଓଡିଶା ସରକାରଙ୍କର ପେସା ଏକ୍ଟ ୧୯୯୬ ଏବଂ ଲାଗୁ ହେବାକୁ ଯାଉଥିବା ପେସା ରୁଲ୍ସ ୨୦୨୩କୁ ବ୍ୟାପକ ପ୍ରଚାର ପ୍ରସାର କରିବା ପାଇଁ ଯାମଦା ବ୍ଲକ ଅଧିନରେ ଥିବା ୭୮ ଗୋଟି ଗ୍ରାମରେ କାର୍ଯ୍ୟରତ ଗ୍ରାମମୂଖ୍ୟ ଯଥା…
Read More...

ଭିନ୍ନକ୍ଷମମାନଙ୍କୁ ଉପକରଣ ପ୍ରଦାନ…

ରାୟଗଡ଼ା(ଟିକି ଲିମା): ଗଜପତି ଜିଲ୍ଲା ରାୟଗଡ଼ ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରେ ଭିନ୍ନକ୍ଷମ ସାମର୍ଥ୍ୟ ୨୦୨୩/୨୪ରେ ଚିହ୍ନଟ କରାଯାଇଥିବା ଭିନ୍ନକ୍ଷମମାନଙ୍କୁ ବ୍ଲକ ସ୍ତରୀୟ ଉପକରଣ ବିତରଣ ମେଳାରେ ମୋଟ ୩୮ ଜଣ ଭିନ୍ନକ୍ଷମଙ୍କୁ ୫୦ ଗୋଟି ଉପକରଣ ବଣ୍ଟା ଯାଇଥିବା ଜଣାପଡିଛି l ସେଥି ମଧ୍ୟରୁ…
Read More...

ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାସୁମନ ଅର୍ପଣ କଲେ କେନ୍ଦ୍ର ଜଳ ଓ ଶକ୍ତି ବିଭାଗ ମନ୍ତ୍ରୀ ଚନ୍ଦ୍ରକାନ୍ତ ଆର…

ପୁରୀ(ମାନସ କୁମାର ଦାସ): ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ଜନ୍ମମାଟି ସୁଆଣ୍ଡୋ ସ୍ଥିତ ଗୋପବନ୍ଧୁ ସଂଗ୍ରହାଳୟ ପରିସରରେ ଥିବା ପୁଣ୍ୟାତ୍ମା ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ କେନ୍ଦ୍ର ଜଳ ଓ ଶକ୍ତି ବିଭାଗ ମନ୍ତ୍ରୀ ଚନ୍ଦ୍ରକାନ୍ତ ଆର ପାଟିଲ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ସାମ୍ବାଦିକ…
Read More...

୪ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ, ପୁରୀରେ ସବୁ ସ୍କୁଲ ଛୁଟି ଘୋଷଣା….

ପୁରୀ(ମାନସ କୁମାର ଦାସ): ପୁରୀ ଜିଲ୍ଲାରେ ସବୁ ସ୍କୁଲ ଛୁଟି ଘୋଷଣା ହୋଇଛି । ବର୍ଷା ଯୋଗୁଁ ସବୁ ସ୍କୁଲକୁ ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ। ଆଜି ପୁରୀ ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । କେବଳ ପୁରୀ ଜିଲ୍ଲା ନୁହେଁ ଭିଜୁଛି ସାରା ଓଡିଶା । ଲଘୁଚାପ…
Read More...

ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ବ୍ୟାପକ ପ୍ରସ୍ତୁତି.…

ପୁରୀ(ମାନସ କୁମାର ଦାସ): ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକରେ ଗୁରୁବାର ରାଜ୍ୟ ସରକାରଙ୍କ ଶହେଦିନ ପୂର୍ତ୍ତି ସମାରୋହ ଆୟୋଜନ ପାଇଁ ପ୍ରସ୍ତୁତି କରାଯାଇଛି । ସାକ୍ଷୀଗୋପାଳ କଲେଜ ପଡ଼ିଆରେ ଏହି କାର୍ଯ୍ୟକ୍ରମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଏବଂ ମାନ୍ୟବର କେନ୍ଦ୍ର ଜଳଶକ୍ତି…
Read More...