ମହାବୀର ମୋଟର୍ସ ପକ୍ଷରୁ ନୂତନ ସେଲସ ପଏଣ୍ଟ ଉଦଘାଟିତ…..

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ.ଉଦୟଗିରି ଠାରେ ଥିବା ମହାବୀର ମୋଟର୍ସ ପକ୍ଷରୁ ଗଣେଶ ପୂଜା ଅବସରେ ସାରଂଗଡ଼ ଠାରେ ନୂତନ ସେଲସ ପଏଣ୍ଟ ଉଦଘାଟିତ ହୋଇଛି I ଏହି ଉଦଘାଟନି ଉତ୍ସବରେ ବାଲିଗୁଡ଼ା ବିଧାୟକ ଚକ୍ରମଣି କଁହର, ପଞ୍ଚାୟତ ସମିତି ଅଧକ୍ଷା ସୁଲଚନା ଦଳବେହେରା, ସମିତି ସଭ୍ୟ ଜୟସେନ ପୂଜାରୀ, ମହାବୀର ମୋଟର୍ସର ପ୍ରତିଷ୍ଠାତା ବିମ୍ବାଧର ସାହୁ, ହିରୋ ମୋଟ କର୍ପର ଫୁଲବାଣୀର ସଦସ୍ୟ ଆଲୋକ କୁମାର ସାହୁ, ଶ୍ରୀରାମ ସିଟି ଫାଇନାନ୍ସର ସଦସ୍ୟ ଜିତେନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ଥିଲେ I

csp

ଏହି ଉଦଘାଟନୀ ଉତ୍ସାବକୁ ମୋହିତ ପ୍ରଧାନ, ରଜତ ପ୍ରଧାନ, ଗୁଡୁ ପ୍ରଧାନ, ପୂର୍ଣ ଦିଗାଲ, ଅଭିମନ୍ୟୁ ସାହୁ, ମିଟୁ ପାଢ଼ୀ ପ୍ରମୁଖ ସହଯୋଗ କରିଥିଲେ I ଉଦଘାଟନୀ ଉତ୍ସବ ରେ ଦୁଇଟି ମୋଟର ବାଇକ ଏବଂ ଦୁଇଟି ସ୍କୁଟି ବିକ୍ରି ହୋଇ ଥିବା ଅଧିକୃତ ବିକ୍ରେତା ଓମ ପ୍ରକାଶ ସାହୁ ସୂଚନା ଦେଇଛନ୍ତି I