ସୁରକ୍ଷା କର୍ମିଙ୍କ ଗୁଳି ମାଡ଼ରେ ଜଣେ ପୁରୁଷ ମାଓବାଦୀ ନିହତ….

ବାଲିଗୁଡା(ସିବନ୍ତ ଦିଗାଲ): କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ମିଡିଆକିଆ ପଞ୍ଚାୟତର ଶେଷେରଙ୍ଗା ନିକଟରେ ସିଆରପିଏଫ ଯବାନମାନେ କମିଙ୍ଗ ଅପରେସନ ବେଳେ ଜଣେ ପୁରୁଷ ମାଓବାଦୀ ଟୋଳି ପଡ଼ିଥିବା ସୂଚନା ମିଳିଛି ।ଏହା ସହ ମାଓ ସାମଗ୍ରୀ ମଧ୍ୟ୍ୟ ଠାବ କରାଯାଇଥିବା ଜଣାପଡିଛି । ସିଆରପିଏଫ ଯବାନମାନେ କୁମିଙ୍ଗ ଅପରେସନ ଜାରି ରଖିଥିବା ବେଳେ ମାଓବାଦୀ ଓ ସିଆରପିଏଫ ଜବାନଙ୍କ ମାଧ୍ୟ୍ୟରେ ଗୁଳିବିନିମୟ ଚାଲିଥିଲା l ସେତେବେଳେ ଜଣେ ମାଓବାଦୀ ବାଦୀର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ଏବଂ ଏବେ ମଧ୍ୟ୍ୟ ଗୁଳିବିନୀୟ ଜାରିରହିଥିବା ସୂଚନା ମିଳିଛି ।