Browsing Category
ଓଡିଶା
କନ୍ଧମାଳ ଜିଲ୍ଲା ପୁଲିସ ପକ୍ଷରୁ ଟିକାବାଲି ଥାନାରେ ସ୍ବେଛାକୃତ ରକ୍ତଦାନ ଶିବିର ଆୟୋଜିତ…
ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧୀନସ୍ଥ ଜିଲ୍ଲା ପୁଲିସ ପକ୍ଷରୁ ଟିକାବାଲି ଥାନା ପୁଲିସ ଦ୍ଵାରା ଏକ ସ୍ବେଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି I ଏହାକୁ ଟିକାବାଲି ଥାନା ଅଧିକାରୀ ଅଜୟ କୁମାର ସ୍ୱାଇଁ ଏବଂ ସେକେଣ୍ଡ ଅଫିସର ଦେବତା ଓ ଥାନାର ସମସ୍ତ କର୍ମକର୍ତାଙ୍କ…
Read More...
Read More...
ଦାରିଙ୍ଗବାଡ଼ି ଠାରେ ” ସୃଜନ” ସ୍ବେଚ୍ଛାସେବୀ ସଂଗଠନ ପକ୍ଷରୁ ଖାଦ୍ୟସମଗ୍ରୀ ବଣ୍ଟନ…
ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଦାରିଙ୍ଗବାଡ଼ି ଠାରେ କରୋନା ମହାମାରୀ ପ୍ରଭାବିତଙ୍କୁ "ସୃଜନ" ସ୍ବେଚ୍ଛାସେବୀ ସଙ୍ଗଠନ ପକ୍ଷରୁ ଖାଦ୍ୟ ସାମଗ୍ରୀ ବଣ୍ଟନ କରାଯାଇଛି I
ଆଜି ଦାରିଙ୍ଗବାଡ଼ି ଠାରେ ଅନୁଷ୍ଠାନ ତରଫରୁ ୧୦ ଟି ପରିବାର ଲକୁ ଗୋଟିଏ ମାସ ପାଇଁ ରାସନ୍…
Read More...
Read More...
ଆଜି ଠାରୁ ୟୁଟ୍ୟୁବ ମାଧ୍ୟମରେ ପ୍ରଥମରୁ ଦଶମ ପାଠପଢା….
ଅନୁସନ୍ଧାନ ଭାରତ(ବ୍ୟୁର): କରୋନା ମହାମାରୀର ଦ୍ଵିତୀୟ ଲେହେର ସଂକ୍ରମଣ ଶିକ୍ଷା ଉପରେ ବିଶେଷ ପ୍ରଭାବ ପଡିଛି I ତେବେ ପୁଣି ଥରେ ଶିକ୍ଷା ବ୍ୟବସ୍ଥାକୁ ତ୍ବରାନ୍ବିତ କରିବା ପାଇଁ ଆଜିଠାରୁ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ୟୁଟ୍ୟୁବ୍ ମାଧ୍ୟମରେ ଶିକ୍ଷାଦାନ ଆରମ୍ଭ ହୋଇଛି I…
Read More...
Read More...
ବାଲିଗୁଡ଼ା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଯୋଗ ଦିବସ ପାଳିତ…
ଅନୁସନ୍ଧାନ ଭାରତ(ବ୍ୟୁର): ଆଜି କନ୍ଧମାଳ ଜିଲ୍ଲା ଅଧିନସ୍ଥ ବାଲିଗୁଡ଼ା ଠାରେ ଥିବା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଯୋଗ ଦିବସ ପାଳନ କରାଯାଇଅଛି I ବିଦ୍ୟାଳୟର ପ୍ରଧାନଆଚାର୍ଯ୍ୟ ନିରଂଜନ ଡାକୁଆ ଛାତ୍ର ଛାତ୍ରୀଙ୍କୁ ଯୋଗ ଦିବସର ମହତ୍ୱ ସମ୍ୱନ୍ଧରେ ବର୍ଣ୍ଣନା କରିଥିଲେ l ଫୁଲବାଣୀ…
Read More...
Read More...
ତୃତୀୟ ଲହରର ମୁକାବିଲା ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ରୁହ – ମୁଖ୍ୟମନ୍ତ୍ରୀ
ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ୮ଟି ଜିଲ୍ଲାରେ ବିଭିନ୍ନ ସ୍ବାସ୍ଥ୍ୟ ଭିତ୍ତିଭୂମି ଓ ଅକ୍ସିଜେନ ପ୍ଲାଣ୍ଟର ଉଦ୍ଘାଟନ
ପୁଣି ନିବେଦନ କଲେ ମୁଖ୍ୟମନ୍ତ୍ରୀ – ଡବଲ ମାସ୍କ ପିନ୍ଧନ୍ତୁ, ଟିକା ନିଶ୍ଚୟ ନିଅନ୍ତୁ
ଅନୁସନ୍ଧାନ ଭାରତ(ବ୍ୟୁର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍ଫରେନ୍ସିଂ…
Read More...
Read More...
ଦୁର୍ଦ୍ଦିନରେ ବାଉଁଶ କାରିଗର, ସହାୟତା କଲା ସବୁଜ ବୈଦ୍ୟ ସଂଗଠନର….
ଅନୁସନ୍ଧାନ ଭାରତ(ବ୍ୟୁର): କରୋନା ମହାମାରୀ ବାଉଁଶ କାରିଗରମାନଙ୍କ ଜୀବିକା ଛଡାଇ ନେଇଛି । ଉତ୍ପାଦିତ ସାମଗ୍ରୀ ବିକ୍ରୀ ହୋଇପାରୁନ ଥିବାରୁ କରିବେ କଣ ଚଳିବେ କେମିତି ସେ ଚିନ୍ତା ରେ ବାଉଁଶ କାରିଗର I ଗତବର୍ଷ କରୋନା ସଂକ୍ରମଣର ପ୍ରଥମ ଲହରକୁ ବ୍ରେକ ଦେବା ପାଇଁ ଦୀର୍ଘ ମାସ ଧରି ଲକଡାଉନ ଓ…
Read More...
Read More...
ତୁମୁଡିବନ୍ଧ ସାମ୍ବାଦିକ ସଂଘର ମହାନତା: ଗୋଡ଼ ଭାଙ୍ଗି ଥିବା ଅଜଣା ବୃଦ୍ଧଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିବା ସହ ନିଜ…
ଅନୁସନ୍ଧାନ ଭାରତ(ବ୍ୟୁର): ଗତକାଲି ଅର୍ଥାତ ୧୭/୦୬/୨୦୨୧ ରିଖ ଦିନ କନ୍ଧମାଳ ଜ଼ିଲ୍ଲା ତୁମୁଡିବନ୍ଧ ବ୍ଲକର ଡଡ଼ଙ୍ଗୀ ଗ୍ରାମ ନିକଟରେ ପଞ୍ଚସଠି ବର୍ଷୀୟ ଅଜଣା ବୃଦ୍ଧଙ୍କୁ ମୁମୁର୍ଷ ଅବସ୍ଥାରେ ଉଦ୍ଧାର କରାଯାଇ ତୁମୁଡିବନ୍ଧ ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ନିମନ୍ତେ ଅଣା ଯାଇ ଥିଲା I…
Read More...
Read More...
ବାରମ୍ବାର ରାସ୍ତା, ବିଦ୍ୟୁତ ଇତ୍ୟାଦି ମୌଳିକ ସୁବିଧା ଯୋଗାଇ ଦେବା ପାଇଁ ଦାବୀ କଲେ ମଧ୍ୟ ଶୁଣୁନି ପ୍ରଶାସନ, ଆମକୁ…
ଅନୁସନ୍ଧାନ ଭାରତ(ବ୍ୟୁର): ବାରମ୍ବାର ରାସ୍ତା, ବିଦ୍ୟୁତ ସଂଯୋଗ ଇତ୍ୟାଦି ମୌଳିକ ସୁବିଧା ଯୋଗାଇବା ପାଇଁ ଦାବୀ କଲେ ମଧ୍ୟ ଶୁଣୁନି ପ୍ରଶାସନ I ଆମକୁ ଚାଲିବା ପାଇଁ ରାସ୍ତା ଏବଂ ପିଲାଙ୍କ ପାଠ ପଢ଼ା ପାଇଁ ବିଦ୍ୟୁତ ସଂଯୋଗ ଦିଆଯାଉ I ନ ହେଲେ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇ ଛନ୍ତି…
Read More...
Read More...
କୋଭିଡ କଟକଣା ଆଂଶିକ କୋହଳ, ଘୋଷଣା କଲେ ରାଜ୍ୟ ସରକାର..
ଅନୁସନ୍ଧାନ ଭାରତ(ବ୍ୟୁର): ରାଜ୍ୟ ସରକାର କୋଭିଡ୍ ଲକଡାଉନ୍ ସମ୍ବନ୍ଧୀୟ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ରାଜ୍ୟର ସମସ୍ତ ଜିଲ୍ଲାରେ ୧୭ ଜୁନ୍ ସକାଳ ୫ଟାରୁ ୧ ଜୁଲାଇ ସକାଳ ୫ଟା ପର୍ଯ୍ୟନ୍ତ ଆଂଶିକ ଲକଡାଉନ୍ ଜାରି ରହିବ। ପୂର୍ବ ଭଳି ସପ୍ତାହନ୍ତ ସଟ୍ଡାଉନ୍ ସମସ୍ତ ଜିଲ୍ଲାରେ ଜାରି…
Read More...
Read More...
ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସହୀଦ ଜବାନଙ୍କ ଶେଷକୃତ୍ୟ ସମ୍ପର୍ଣ୍ଣ, ମୁଖାଗ୍ନି ଦେଇ ଶେଷ ବିଦାୟ ଦେଲେ ପୁଅ…
ଅନୁସନ୍ଧାନ ଭାରତ(ବ୍ୟୁର): ସହିଦ ଯବାନ ସଞ୍ଜୟ କୁମାର ପ୍ରଧାନଙ୍କ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଜନ୍ମ ସ୍ଥାନ କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ପେଟାପଙ୍ଗା ଗ୍ରାମପଞ୍ଚାୟତର ବାଗାରାମା ଗ୍ରାମ ଠାରେ ଶେଷ କୃତ୍ୟ ସମ୍ପର୍ଣ୍ଣ ହୋଇଛି I ଆଜି ସକାଳେ ସହିଦ ଜବାନଙ୍କ ମୃତ ଶରୀର କଳିଙ୍ଗିଆ ଠାରେ…
Read More...
Read More...