ଦାରିଙ୍ଗବାଡ଼ି ଠାରେ ” ସୃଜନ” ସ୍ବେଚ୍ଛାସେବୀ ସଂଗଠନ ପକ୍ଷରୁ ଖାଦ୍ୟସମଗ୍ରୀ ବଣ୍ଟନ…

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଦାରିଙ୍ଗବାଡ଼ି ଠାରେ କରୋନା ମହାମାରୀ ପ୍ରଭାବିତଙ୍କୁ “ସୃଜନ” ସ୍ବେଚ୍ଛାସେବୀ ସଙ୍ଗଠନ ପକ୍ଷରୁ ଖାଦ୍ୟ ସାମଗ୍ରୀ ବଣ୍ଟନ କରାଯାଇଛି I

csp

ଆଜି ଦାରିଙ୍ଗବାଡ଼ି ଠାରେ ଅନୁଷ୍ଠାନ ତରଫରୁ ୧୦ ଟି ପରିବାର ଲକୁ ଗୋଟିଏ ମାସ ପାଇଁ ରାସନ୍ ସାମଗ୍ରୀ ଅନୁଷ୍ଠାନର ନିର୍ଦେଶକ ବିଶୋପ ଡକ୍ଟର ଦିଲୀପ କୁମାର ବଳ ବଣ୍ଟନ କରିଛନ୍ତି I ଅନୁଷ୍ଠାନର ମୁଖ୍ୟ ବିଶୋପ୍ ଡକ୍ଟର ଦିଲ୍ଲିପ କୁମାର ବଳ ରିଲିଫ କାର୍ଯ୍ୟ ନିଜେ ଥାଇ ସମ୍ପାଦନା କରିଥିଲେ I ସୁନିଲ କୁମାର ନାୟକ ଏହି ରିଲିଫ ବଣ୍ଟନ କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ପତିଚାଳନା କରିଥିଲେ I କରୋନା ମହାମାରୀ ପ୍ରଭାବିତଙ୍କୁ “ସୃଜନ” ଅନୁଷ୍ଠାନ ପକ୍ଷରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଲଗାତାର ଭାବରେ ଖାଦ୍ୟସମଗ୍ରୀ ବଣ୍ଟନ କରାଯାଉଛି I ଯାହାକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି I