Browsing Category

ଓଡିଶା

ଭଞ୍ଜନଗର ନିର୍ବାଚନ ମଣ୍ଡଳିରେ ବିଜେଡ଼ିର ୨୬ ତମ ପ୍ରତିଷ୍ଠା ଦିବସ ପାଳିତ, ଯୋଗଦେଲେ ବହୁ ନେତା ଓ କର୍ମୀ…..

ଅନୁସନ୍ଧାନ ଭାରତ(ବ୍ୟୁର): ସ୍ବର୍ଗତଃ ବିଜୁବାବୁଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଓଡ଼ିଶାରେ ବିଜୁ ଜନତା ଦଳ ଏକ ଆଞ୍ଚଳିକ ରାଜନୈତିକ ଦଳ ଭାବେ ଗତ ୨୫ବର୍ଷ ହେଲା ଉତ୍ସର୍ଗୀକୃତ ମନୋଭାବ ନେଇ ରାଜ୍ୟବାସୀଙ୍କର ଆସ୍ଥାଭାଜନ ହୋଇପାରିଛି । ଜନତାଙ୍କ ପାଇଁ ଜନହିତକର ଯୋଜନା କାଯ୍ୟକାରୀ କରିବାରେ…
Read More...

ଉଦଘାଟିତ ହେଲା ବହୁ ପ୍ରତିଖିତ “ସିର୍କୀ ଇକୋ ପାର୍କ”……

ଅନୁସନ୍ଧାନ ଭାରତ(ବ୍ୟୁର): ଓଡ଼ିଶା ଜଙ୍ଗଲ ପରିବେଷ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ତଥା ଘୁ.ଉଦୟଗିରି ବନାଞ୍ଚଳ ଓ ଫୁଲବାଣୀ ବନଖଣ୍ଡ ଦ୍ୱାରା ନବନିର୍ମିତ "ସିର୍କୀ ଇକୋ ପାର୍କ" ଆଜି ଉଦଘାଟିତ ହୋଇଯାଇଛି l ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ବାଚସ୍ପତି ବିକ୍ରମ କେଶରୀ…
Read More...

ନୂତନ ଜୀବନ ଅଭିମୁଖେ ଗଣ୍ଠିବାତ ରୋଗୀ ଯୁଧିଷ୍ଠିର, ଘୁ.ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା…

ଅନୁସନ୍ଧାନ ଭାରତ(ବ୍ୟୁର): ନୂତନ ଜୀବନ ଅଭିମୁଖେ ଗଣ୍ଠିବାତ ରୋଗୀ ଯୁଧିଷ୍ଠିର I ଦିର୍ଘ ଦିନ ଶଯ୍ୟାଶାୟୀ ହୋଇ ମରଣ ସହ ସଂଗ୍ରାମ କରିବା ପରେ ଆଜି ପ୍ରଶାସନ ଯୁଧିଷ୍ଠିରଙ୍କୁ ନୂତନ ଜୀବନ ଦେବାକୁ ପ୍ରାୟାସ ଆରମ୍ଭ କରିଛି I ଯାହାକୁ ନେଇ ଯୁବକଙ୍କ ପରିବାର ବର୍ଗ ଓ ଗ୍ରାମର ବାସୀନ୍ଧା ଦେଶ ଖୁସି…
Read More...

ଜିଆଇଇଟି ବିଶ୍ବବିଦ୍ୟାଳୟ ପକ୍ଷରୁ ଯକ୍ଷ୍ମା ରୋଗୀଙ୍କୁ ମାଗଣାରେ ପୃଷ୍ଟିସାର ଖାଦ୍ୟ ବଣ୍ଟନ…..

ଅନୁସନ୍ଧାନ ଭାରତ(ବ୍ୟୁର): ରାୟଗଡା ଜିଲ୍ଲା ଗୁଣପୁର ଜିଆଇଇଟି ବିଶ୍ବବିଦ୍ୟାଳୟ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାଯ୍ୟକ୍ରମରେ ବିଶ୍ବବିଦ୍ୟାଳୟ ପକ୍ଷରୁ ଗୁଣୁପୁର ବ୍ଲକର ଦୁଇ ଜଣ ଯକ୍ଷ୍ମା ରୋଗୀଙ୍କୁ ମାଗଣାରେ ପୃଷ୍ଟିସାର…
Read More...

ଗଜପତି ଜିଲ୍ଲାସ୍ତରୀୟ ସଂକ୍ଷିପ୍ତ ଭୋଟର ସଂଶୋଧନ କାର୍ଯ୍ୟକ୍ରମ- ୨୦୨୩ ନେଇ ବୈଠକ ଅନୁଷ୍ଠିତ…..

ଅନୁସନ୍ଧାନ ଭାରତ(ବ୍ୟୁର): ଗଜପତି ଜିଲ୍ଲା ସ୍ତରୀୟ ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ-୨୦୨୩ ନେଇ ବୈଠକ ଆଜି ଗଜପତି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡାଙ୍କ ଅଧ୍ୟକ୍ଷତାରେ…
Read More...

ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ….

ଅନୁସନ୍ଧାନ ଭାରତ(ବ୍ୟୁର): ଗଜପତି ଜିଲ୍ଲା ସଦମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳ ସମ୍ମିଳନୀ ସମ୍ମିଳନୀ କକ୍ଷଠାରେ ଗ୍ରାମ୍ୟ ମୁଖ୍ୟ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି । ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡା, ଆରକ୍ଷୀ ଅଧିକ୍ଷକ ସ୍ଵାତୀ କେ…
Read More...

ରାୟଗଡ ଜିଲ୍ଲା ସାଂସ୍କୃତିକ ଲୋକ ମହୋତ୍ସବ “ଚଇତି- ୨୦୨୨” ମିନଝୋଲା ଶୈବ ପୀଠରୁ ଶୁଭାରମ୍ଭ, ଉନ୍ମୋଚନ…

ଅନୁସନ୍ଧାନ ଭାରତ(ବ୍ୟୁର): ରାୟଗଡ ଜିଲ୍ଲାର ଚନ୍ଦ୍ରପୁର ବ୍ଲକ ଅନ୍ତର୍ଗତ  ମିନାଝୋଲାର ପ୍ରସିଦ୍ଧ ପଵିତ୍ର ଶୈବପୀଠରୁ ଶୁଭାରମ୍ଭ ହୋଇଛି "ଚଇତି -୨୦୨୨"। ଏହି ପୀଠରେ  ପୂଜାର୍ଚ୍ଚନା କରାଯାଇ ବୋହି ଯାଉଥିବା ତ୍ରିବେଣୀ ସଂଘମରୁ ପବିତ୍ର ଜଳ ଅଣାଯାଇଥିଲା । ବିଶାଳ ଶୋଭାଯାତ୍ରାରେ ହଜାର ହଜାର…
Read More...

ଘୁମୁସର ବ୍ରାହ୍ମଣ ପୁରୋହିତ ସମିତିର ଚତୁର୍ଥ ବାର୍ଷିକ ଉତ୍ସବ ଓ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ……

ଅନୁସନ୍ଧାନ ଭାରତ(ବ୍ୟୁର): ବିଶ୍ଵରେ ଶାନ୍ତି ପ୍ରତିଷ୍ଠାନ ପାଇଁ ଘୁମୁସର ବ୍ରାହ୍ମଣ ପୁରୋହିତ ସମିତିର  ଚତୁର୍ଥ ବାର୍ଷିକ ଉତ୍ସବ ପାଳନ ଅବସରରେ ଭଞ୍ଜନଗର ନିକଟସ୍ଥ ଢୁଢୁଆ ବାଞ୍ଛେଶ୍ୱର ମନ୍ଦିର ପ୍ରାଙ୍ଗଣରେ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି I ଏହି ଅବସରରେ ଉତ୍ସର୍ଗୀକୃତ…
Read More...

ଗୁଣପୁରରେ ବିଶ୍ୱ କପ ମହାକୁମ୍ଭକୁ ଭଵ୍ୟ ସ୍ୱାଗତ କଲେ ଜିଲ୍ଲାପ୍ରଶାସନ ଏବଂ ଗୁଣପୁର ସହରବାସୀ……..

ଅନୁସନ୍ଧାନ ଭାରତ(ବ୍ୟୁର): ଗତକାଲି ରାତି ପ୍ରାୟ ଆଠ ଘଣ୍ଟା ସମୟରେ ଓଡିଶାରେ ହେବାକୁ ଥିବା ମହାକୁମ୍ବ ବିଶ୍ୱକପ ୨୦୨୩ ପାରଳାଖେମୁଣ୍ଡିରୁ ଗୁଣପୁରରେ ପହଂଚିବା ପରେ ଗୁଣପୁର ମିନିଷ୍ଟାଡିୟମରେ ଜିଲ୍ଲାପ୍ରଶାସନ ଏବଂ ଗୁଣପୁର ସହର ତରଫରୁ ଭଵ୍ୟ ସ୍ୱାଗତ କରାଯାଇ ଥିଲା । ରାୟଗଡା ଜିଲ୍ଲାପାଳ…
Read More...

ଜାତୀୟ ସେବା ଶିବିର ଉଦଯାପିତ……

ଅନୁସନ୍ଧାନ ଭାରତ(ବ୍ୟୁର): ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ ଜଗନ୍ନାଥ ପାଟଣା ଗ୍ରାମରେ ଆଞ୍ଚଳିକ ଡ଼ିଗ୍ରୀ କଲେଜ ଜାତୀୟ ସେବା ଯୋଜନା କୋ-ୟୁନିଟ୍ (ଛାତ୍ରଛାତ୍ରୀ ମାନଙ୍କ) ତରଫରୁ ଆୟୋଜିତ ସପ୍ତ ଦିବସୀୟ ଶୀତକାଳୀନ ସ୍ଵତନ୍ତ୍ର ସେବା ଶିବିର  ଉଦଯାପିତ ହୋଇଯାଇଛି ।…
Read More...