କ.ନୂଆଗାଁ ଗଣମାଧ୍ୟମ ପ୍ରତିନିଧିଙ୍କୁ କରୋନା ସୁରକ୍ଷା କିଟ ବଣ୍ଟନ…

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ସାହାରା ପକ୍ଷରୁ ଆଜି କ.ନୂଆଗାଁ ବ୍ଲକ ସଭାଗୃହ ଠାରେ ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସୁରକ୍ଷା ଥଳି ବଣ୍ଟନ କରାଯାଇଛି I ଉକ୍ତ କାର୍ଯ୍ୟକ୍ରମରେ ସାହାରା ସମ୍ପାଦକ ସୁକାନ୍ତ କୁମାର ନାୟକ ଅଧ୍ୟକ୍ଷତା କରି…
Read More...

ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ଟିକାବାଲି ପେଟ୍ରୋଲ ପମ୍ପ ସମ୍ମୁଖରେ ବିକ୍ଷୋଭ…

ଅନୁସନ୍ଧାନ ଭାରତ(ବ୍ୟୁର): ଆଜି ଟିକାବାଲି ବ୍ଲକ କଂଗ୍ରେସ କମିଟି ସଭାପତି ଗୋକୁଳ ପ୍ରଧାନଙ୍କ ନେତୃତ୍ୱରେ ଜିଲ୍ଲା ଅନୁସୂଚିତ ଅଦକ୍ଷ ପ୍ରଫୁଲ୍ଲ ଦିଗାଲଙ୍କ ସମେତ ବ୍ଲକର କଂଗ୍ରେସ କର୍ମୀ ଟିକାବାଲି ପେଟ୍ରୋଲ ପମ୍ପ ଠାରେ ପେଟ୍ରୋଲ, ଡିଜେଲ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସ କର୍ମୀ ବିକ୍ଷୋଭ…
Read More...

ପେଟ୍ରୋଲ ଡିଜେଲ ଦର ବୃଦ୍ଧି ପ୍ରତିବାଦରେ ବିଭିନ୍ନ ସ୍ଥାନରେ କଂଗ୍ରେସର ବିକ୍ଷୋଭ…

ଅନୁସନ୍ଧାନ ଭାରତ(ବ୍ୟୁର): ଗଞ୍ଜାମ ଜିଲ୍ଲା ଦିଗପହଁଣ୍ଡି ବିଜ୍ଞାପିତ ଅଂଚଳର ପୁଂଜିକୟା ଛକ, ବଜାର ଛକ, ବ୍ରହ୍ମପୁର ସ୍ଥିତ ପେଟ୍ରୋଲ ପମ୍ପ ସମ୍ମୁଖରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପ୍ରତିବାଦରେ ଦିଗପହଁଣ୍ଡି କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି I ଏହା ସହ…
Read More...

କନ୍ଧମାଳ କଳାବିକାଶ କେନ୍ଦ୍ରର ସହ ଭାଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ…

ଅନୁସନ୍ଧାନ ଭାରତ(ବ୍ୟୁର): ବିଶ୍ଵ ମହାମାରୀ କରୋନାର କରାଳ ଛlୟରେ ସମସ୍ତେ ପ୍ରଭାବିତ ହୋଇଥିବା ବେଳେ ଦୀର୍ଘ ତେଢ଼ ବର୍ଷ ହେବ ଲକ୍ ଡାଉନ୍ ସଟ ଡାଉନ୍ ରେ ଜୀବନ ଜୀବିକା ବିପନ୍ନ ହୋଇପଡିଛି I ଏହାରି ଭିତରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି କଳାକାର I ମୁଁହରେ ରଙ୍ଗ ମାରି ମୋନରଞ୍ଜନର…
Read More...

ବାତ୍ୟା ‘ୟାସ’ ପ୍ରଭାବିତ କୃଷକଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ୟାକେଜ ଘୋଷଣା….

33%ବା ତାଠାରୁ ଅଧିକ ଫସଲ ଷତି ସହିଥିବା ଛୋଟ ଓ ନାମମାତ୍ର ଚାଷୀ ଙ୍କ ପାଇଁ ଇନପୁଟ ସହାୟତା । 33% ବା ଅଧିକ ଷତି ସହିଥିବା ଛୋଟ ଓ ନାମମାତ୍ର ଚାଷୀ ଙ୍କ ସ୍ଵଳ୍ପ ମିଆଦୀଋଣ ମଧ୍ୟମ ମିଆଦୀ ଋଣକୁ ପରିବର୍ତ୍ତନ କୃଷି ଯାନ୍ତ୍ରିକୀକରଣ ପାଇଁ କୋଡ଼ିଏ କୋଟି ଟଙ୍କାର ରିହାତି ସହାୟତା…
Read More...

ଶାନ୍ତି ମୈତ୍ରୀ ପକ୍ଷରୁ ସ୍ୱାସ୍ଥ୍ୟ କର୍ମୀଙ୍କୁ ସୁରକ୍ଷା କିଟ ପ୍ରଦାନ ….

ଅନୁସନ୍ଧାନ ଭାରତ(ବ୍ୟୁର): ବାଲିଗୁଡା ଉପଖଣ୍ଡ ଡାକ୍ତରଖାନା ପରିସରରେ ବାଲିଗୁଡା ବ୍ଲକରେ କାର୍ଯ୍ୟରତ ସ୍ୱାସ୍ଥ୍ୟ କର୍ମୀଙ୍କୁ ସୁରକ୍ଷା କିଟ ଶାନ୍ତି ମୋତ୍ରୀ ପକ୍ଷରୁ ଗତକାଲି ବଣ୍ଟନ କରାଯାଇଛି I ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ବାଲିଗୁଡା ବିଡ଼ିଓ ଜଗଦୀଶ ଷଡ଼ଙ୍ଗୀ, ବାରଖମା…
Read More...

ଆଶାକର୍ମୀଙ୍କୁ ପିପି କିଟ, ମାସ୍କ , ସାନିଟାଇଜର ବାଣ୍ଟିଲେ ଘୁ.ଉଦୟଗିରି ବିଧାୟକ…

ଅନୁସନ୍ଧାନ ଭାରତ(ବ୍ୟୁର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ବୁଧବାର ଦନ ଜି. ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ରାଇକିଆ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ, କରୋନା ଯୋଦ୍ଧା ଆଶା କର୍ମୀ ମାନଙ୍କୁ ଡ଼ ଅମିୟ କାନ୍ତ ଗିରିଙ୍କ ଉପସ୍ଥିତି ରେ ପ୍ରାୟ ୨୨ଗୋଟି ପିପିଇ କୀଟ ସହ…
Read More...

ବିଭିନ୍ନ ରାଜ୍ୟକୁ ଓଡିଶାର ଅକ୍‌ସିଜେନ ଯୋଗାଣ ଦ୍ବାରା ଅନେକ ମୂଲ୍ୟବାନ ଜୀବନ ବଞ୍ଚିପାରିଛି, ଏହା ପ୍ରତ୍ୟେକ ଓଡିଆଙ୍କ…

୭ଟି ଜିଲ୍ଲାରେ ୭ଟି ଅକ୍ସିଜେନ ପ୍ଲାଣ୍ଟର ଭିତ୍ତିପ୍ରସ୍ତର ରଖିଲେ ମୁଖ୍ୟମନ୍ତ୍ରୀI ୨୯.୪୧ କୋଟି ଟଙ୍କାର ବିଭିନ୍ନ ସ୍ବାସ୍ଥ୍ୟ ପ୍ରକଳ୍ପI ବାଲେଶ୍ବରରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ସହାୟତାରେ ଅତିରିକ୍ତ ସ୍ବାସ୍ଥ୍ୟ କେନ୍ଦ୍ର, କଟକରେ ଫୁସଫୁସ ମେଡିସିନ୍‌ ସଂକ୍ରାନ୍ତୀୟ ଉତ୍କର୍ଷ କେନ୍ଦ୍ର,…
Read More...

ଗଛରେ ପିଟି ହେଲା କାର: ସ୍ୱାମି ଓ ସ୍ତ୍ରୀ ମୃତ, ୪ ଗୁତୁତର…

ଅନୁସନ୍ଧାନ ଭାରତ(ବ୍ୟୁର): ବୁଧବାର ଭୋର ସଖାଳ ସମୟରେ ଫୁଲବାଣୀ- ବୌଦ୍ଧ ସଂଯୋଗ ଜାତୀୟ ରାଜପଥ ନମ୍ବର ୧୫୭ର ଚାରିଛକ ନିକଟ ଘୋଡ଼ାଡିଆଁ ବାଙ୍କରାସ୍ତା ଗୋଟିଏ ନାଲି କାର୍ ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଜଣା ପଡିଛି l ମିଳିଥିବା ସୂଚନା ଅନୁଯାୟୀ (ଓଡ଼ି୧୬-୦୯୧୦ )ନମ୍ବର କାର ଯୋଗେ…
Read More...

କୋଭିଡ଼ ପରିଚାଳନା ପାଇଁ ବିଏମସିକୁ ଆଉ କୋଡ଼ିଏ କୋଟି ଟଙ୍କା ଅର୍ଥରାଶି ମଜୂର କଲେ ମୁଖ୍ୟମନ୍ତ୍ରୀ…

ଅନୁସନ୍ଧାନ ଭାରତ(ବ୍ୟୁର): ଭୁବନେଶ୍ୱରରେ କୋଭିଡ଼ ମହାମାରୀର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଆଉ କୋଡ଼ିଏ କୋଟି ଟଙ୍କାର ସହାୟତା ମଜୂର କରିଛନ୍ତି I ସୂଚନାଯୋଗ୍ୟ ଯେ ପୂର୍ବରୁ ଏଥିପାଇଁ ଭୁବନେଶ୍ୱର ମହାନଗର ନିଗମକୁ ୭୭କୋଟି ଟଙ୍କା…
Read More...