କନ୍ଧମାଳ ଜିଲ୍ଲା ପୁଲିସ ପକ୍ଷରୁ ଟିକାବାଲି ଥାନାରେ ସ୍ବେଛାକୃତ ରକ୍ତଦାନ ଶିବିର ଆୟୋଜିତ…

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧୀନସ୍ଥ ଜିଲ୍ଲା ପୁଲିସ ପକ୍ଷରୁ ଟିକାବାଲି ଥାନା ପୁଲିସ ଦ୍ଵାରା ଏକ ସ୍ବେଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି I ଏହାକୁ ଟିକାବାଲି ଥାନା ଅଧିକାରୀ ଅଜୟ କୁମାର ସ୍ୱାଇଁ ଏବଂ ସେକେଣ୍ଡ ଅଫିସର ଦେବତା ଓ ଥାନାର ସମସ୍ତ କର୍ମକର୍ତାଙ୍କ…
Read More...

ଦାରିଙ୍ଗବାଡ଼ି ଠାରେ ” ସୃଜନ” ସ୍ବେଚ୍ଛାସେବୀ ସଂଗଠନ ପକ୍ଷରୁ ଖାଦ୍ୟସମଗ୍ରୀ ବଣ୍ଟନ…

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଦାରିଙ୍ଗବାଡ଼ି ଠାରେ କରୋନା ମହାମାରୀ ପ୍ରଭାବିତଙ୍କୁ "ସୃଜନ" ସ୍ବେଚ୍ଛାସେବୀ ସଙ୍ଗଠନ ପକ୍ଷରୁ ଖାଦ୍ୟ ସାମଗ୍ରୀ ବଣ୍ଟନ କରାଯାଇଛି I ଆଜି ଦାରିଙ୍ଗବାଡ଼ି ଠାରେ ଅନୁଷ୍ଠାନ ତରଫରୁ ୧୦ ଟି ପରିବାର ଲକୁ ଗୋଟିଏ ମାସ ପାଇଁ ରାସନ୍…
Read More...

ବିଦେଶୀ ମଦ ଦୋକାନ ଅନ୍ୟତ୍ର ସ୍ଥାନାନ୍ତରିତ ଦାବୀରେ ରାସ୍ତାରୋକ କଲେ ବରଖମା ବାସୀ….

ଅନୁସନ୍ଧାନ ଭାରତ(ବ୍ୟୁର): ଜନବସତି ନିକଟରେ ସରକାରୀ ବିଦେଶୀ ମଦ ଦୋକାନକୁ ବିରୋଧ I ନୂତନ ମଦ ଦୋକାନକୁ ଅନ୍ୟତ୍ର ସ୍ଥାନାନ୍ତର ଦାବୀରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ବାରଖମା ଖ୍ରୀଷ୍ଟିଆନ ସାହି ନାରୀସଂଘ ଓ ସ୍ଥାନୀୟ ବାସିନ୍ଦାଙ୍କ ପକ୍ଷରୁ ରାସ୍ତାରୋକ କରାଯାଇଛି I ଫଳରେ…
Read More...

ଇଟା ବୋଝେଇ ଟ୍ରାକ୍ଟର ଧକ୍କାରେ ଚାଲିଗଲା ୫ ବର୍ଷ ଶିଶୁର ଜୀବନ, ମାମଲା ରୁଜୁ କରି ତଦନ୍ତ ଚଳାଇଛି ସାରଙ୍ଗଗଡ଼ ଥାନା…

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଟିକାବାଲି ବ୍ଲକ ସାରଙ୍ଗଡ଼ ଥାନା ଅଧୀନସ୍ଥ ପାବୁରିଆ ପଞ୍ଚାୟତର ଡାମିଗୁଡା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି I ଏକ ଇଟା ବୋଝେଇ ଟ୍ରାକ୍ଟର ଧକ୍କାରେ ପାଞ୍ଚ ବର୍ଷର ଶିଶୁର ମୃତ୍ୟୁ ଘଟିଛି I ଘଟଣା ଅନୁସାରେ ଆଜି ସକାଳ ପ୍ରାୟ ଘ…
Read More...

ଆଜି ଠାରୁ ୟୁଟ୍ୟୁବ ମାଧ୍ୟମରେ ପ୍ରଥମରୁ ଦଶମ ପାଠପଢା….

ଅନୁସନ୍ଧାନ ଭାରତ(ବ୍ୟୁର): କରୋନା ମହାମାରୀର ଦ୍ଵିତୀୟ ଲେହେର ସଂକ୍ରମଣ ଶିକ୍ଷା ଉପରେ ବିଶେଷ ପ୍ରଭାବ ପଡିଛି I ତେବେ ପୁଣି ଥରେ ଶିକ୍ଷା ବ୍ୟବସ୍ଥାକୁ ତ୍ବରାନ୍ବିତ କରିବା ପାଇଁ ଆଜିଠାରୁ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ୟୁଟ୍ୟୁବ୍‌ ମାଧ୍ୟମରେ ଶିକ୍ଷାଦାନ ଆରମ୍ଭ ହୋଇଛି I…
Read More...

ବାଲିଗୁଡ଼ା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଯୋଗ ଦିବସ ପାଳିତ…

ଅନୁସନ୍ଧାନ ଭାରତ(ବ୍ୟୁର): ଆଜି କନ୍ଧମାଳ ଜିଲ୍ଲା ଅଧିନସ୍ଥ ବାଲିଗୁଡ଼ା ଠାରେ ଥିବା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଯୋଗ ଦିବସ ପାଳନ କରାଯାଇଅଛି I ବିଦ୍ୟାଳୟର ପ୍ରଧାନଆଚାର୍ଯ୍ୟ ନିରଂଜନ ଡାକୁଆ ଛାତ୍ର ଛାତ୍ରୀଙ୍କୁ ଯୋଗ ଦିବସର ମହତ୍ୱ ସମ୍ୱନ୍ଧରେ ବର୍ଣ୍ଣନା କରିଥିଲେ l ଫୁଲବାଣୀ…
Read More...

“ସୃଜନ” ସ୍ବେଚ୍ଛାସେବୀ ସଂସ୍ଥା ପକ୍ଷରୁ ରିଲିଫ ସାମଗ୍ରୀ ବଣ୍ଟନ…

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ରାଇକିଆ ଠାରେ "ସୃଜନ" ସ୍ବେଚ୍ଛାସେବୀ ଅନୁଷ୍ଠାନ ତରଫରୁ ଆଜି କୋଭିଡ-୧୯ ପାଇଁ ରିଲିଫ ସାମଗ୍ରୀ ବଣ୍ଟନ କରଯାଇଛି I ସଂସ୍ଥା ପକ୍ଷରୁ ୨୫ ଟି ପରିବାରକୁ ଗୋଟିଏ ମାସ ପାଇଁ ରାସନ୍ ସାମଗ୍ରୀ ପ୍ରଦାନ କରାଯାଇଛି I ଅନୁଷ୍ଠାନର ମୁଖ୍ୟ ବିଷପ…
Read More...

ତୃତୀୟ ଲହରର ମୁକାବିଲା ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ରୁହ – ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ୮ଟି ଜିଲ୍ଲାରେ ବିଭିନ୍ନ ସ୍ବାସ୍ଥ୍ୟ ଭିତ୍ତିଭୂମି ଓ ଅକ୍ସିଜେନ ପ୍ଲାଣ୍ଟର ଉଦ୍ଘାଟନ ପୁଣି ନିବେଦନ କଲେ ମୁଖ୍ୟମନ୍ତ୍ରୀ – ଡବଲ ମାସ୍କ ପିନ୍ଧନ୍ତୁ, ଟିକା ନିଶ୍ଚୟ ନିଅନ୍ତୁ ଅନୁସନ୍ଧାନ ଭାରତ(ବ୍ୟୁର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ…
Read More...

ଦୁର୍ଦ୍ଦିନରେ ବାଉଁଶ କାରିଗର, ସହାୟତା କଲା ସବୁଜ ବୈଦ୍ୟ ସଂଗଠନର….

ଅନୁସନ୍ଧାନ ଭାରତ(ବ୍ୟୁର): କରୋନା ମହାମାରୀ ବାଉଁଶ କାରିଗରମାନଙ୍କ ଜୀବିକା ଛଡାଇ ନେଇଛି । ଉତ୍ପାଦିତ ସାମଗ୍ରୀ ବିକ୍ରୀ ହୋଇପାରୁନ ଥିବାରୁ କରିବେ କଣ ଚଳିବେ କେମିତି ସେ ଚିନ୍ତା ରେ ବାଉଁଶ କାରିଗର I ଗତବର୍ଷ କରୋନା ସଂକ୍ରମଣର ପ୍ରଥମ ଲହରକୁ ବ୍ରେକ ଦେବା ପାଇଁ ଦୀର୍ଘ ମାସ ଧରି ଲକଡାଉନ ଓ…
Read More...

ତୁମୁଡିବନ୍ଧ ସାମ୍ବାଦିକ ସଂଘର ମହାନତା: ଗୋଡ଼ ଭାଙ୍ଗି ଥିବା ଅଜଣା ବୃଦ୍ଧଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିବା ସହ ନିଜ…

ଅନୁସନ୍ଧାନ ଭାରତ(ବ୍ୟୁର): ଗତକାଲି ଅର୍ଥାତ ୧୭/୦୬/୨୦୨୧ ରିଖ ଦିନ କନ୍ଧମାଳ ଜ଼ିଲ୍ଲା ତୁମୁଡିବନ୍ଧ ବ୍ଲକର ଡଡ଼ଙ୍ଗୀ ଗ୍ରାମ ନିକଟରେ ପଞ୍ଚସଠି ବର୍ଷୀୟ ଅଜଣା ବୃଦ୍ଧଙ୍କୁ ମୁମୁର୍ଷ ଅବସ୍ଥାରେ ଉଦ୍ଧାର କରାଯାଇ ତୁମୁଡିବନ୍ଧ ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ନିମନ୍ତେ ଅଣା ଯାଇ ଥିଲା I…
Read More...