ଗଜପତିରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, ଜିଲ୍ଲାର ୯୦ ପ୍ରତିଶତ ଲୋକ ଏହି ସୁବିଧା…

ଅନୁସନ୍ଧାନ ଭାରତ(ବ୍ୟୁର): ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଗଜପତି ଜିଲ୍ଲାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି I ଜିଲ୍ଲାର ୧.୩୫ ଲକ୍ଷ, ପ୍ରାୟ ୯୦ ପ୍ରତିଶତ ଲୋକ ଏହି ସୁବିଧା ପାଇବେ I ଏହି ଅବସରରେ ଜନସାଧାରଣଙ୍କୁ…
Read More...

ବିଭାଗୀୟ ଅଧିକାରୀ ଏଵଂ ଠିକାଦାରଙ୍କ ମଧୁଚନ୍ଦ୍ରିକା??

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ.ଉଦୟଗିରି ବ୍ଲକ କଳିଙ୍ଗିଆ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଡାଡାମାହା (ମାଲାଙ୍ଗସୁଗା) ଛକ ଠାରୁ ମାଲାଙ୍ଗସୁଗା ଗ୍ରାମ ପର୍ଯ୍ୟନ୍ତ ନିର୍ମିତ ପ୍ରଧାନମନ୍ତ୍ରୀ ଗ୍ରାମସଡ଼କ ନିର୍ମାଣ ଏବଂ ମରାମତି କାମରେ ଅନିୟମିତତା ହୋଇ ଥିବା ଅଭିଯୋଗ ହୋଇଛି…
Read More...

ୱାର୍ଡ ୭/୯ ପରିଚୟ ଗୃହରେ ୧୫୨ ତମ ଗାନ୍ଧୀ ଜୟନ୍ତୀ ପାଳିତ….

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ.ଉଦୟଗିରି ବ୍ଲକର ମହିଳା ଏବଂ ଶିଶୁ ବିକାଶ କାର୍ଯ୍ୟାଳୟ ତରଫରୁ ୱାର୍ଡ ନଂ ୭/୯ ରେ ଥିବା ପରିଚୟ ଗୃହ ପରିସରରେ ୧୫୨ ତମ ଗାନ୍ଧୀ ଜୟନ୍ତୀ ପାଳିତ ହୋଇଛି I ଏହି କାର୍ଯ୍ୟକ୍ରମରେ ଆଇସିଡିଏସ ଅଧିକାରୀ ସାବିତ୍ରୀ ମଳିକ ମୁଖ୍ୟ ଅତିଥି…
Read More...

ମୁଣ୍ଡିଗଡ଼ ଗ୍ରାମ ପଞ୍ଚାୟତର ସେବା ଭାରତୀ ସଭାଗୃହ ଠାରେ ନିଶା ମୁକ୍ତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ….

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ତୁମୁଡିବନ୍ଧ ବ୍ଲକ ଅଧିନସ୍ଥ ୧୧ଟି ଗ୍ରାମ ପଞ୍ଚାୟତର ମହିଳା ସଂୟ ସହାୟକ ଗୋଷ୍ଠୀ ଦ୍ୱାରା ଗାନ୍ଧୀ ଜୟନ୍ତୀ ଅବସରରେ ମୁଣ୍ଡିଗଡ଼ ଗ୍ରାମ ପଞ୍ଚାୟତର ସେବା ଭାରତୀ ସଭାଗୃହ ଠାରେ ନିଶା ମୁକ୍ତ ଅଭିଯାନ କାର୍ଯ୍ୟକ୍ରମର ଆରମ୍ଭ ହୋଇଛି I ଏହି…
Read More...

ୟୁଥ ୱାରିୟର ତରଫରୁ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ….

ଅନୁସନ୍ଧାନ ଭାରତ(ବ୍ୟୁର): ଆଜି ଟିକାବାଲି ହାଇସ୍କୁଲ ପଡ଼ିଆ ଠାରେ ୟୁଥ ୱାରିୟର ଯୁବ ସଂଗଠନ ତରଫରୁ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ ହୋଇଛି I ଏଥିରେ ୟୁଥ ୱାରୀୟରର କାର୍ଯ୍ୟକାରୀ ସଭାପତି ବିକ୍ରାନ୍ତ ଭୋଇ, କୁମୁଦ ଚନ୍ଦ୍ର ସାହୁ, ପ୍ରମୁଖ ସାମ୍ବାଦିକ ତଥା ଶିକ୍ଷାବିତ ସନ୍ତୋଷ ଦଳବେହେରା,…
Read More...

ଘୁ.ଉଦୟଗିରି କଂଗ୍ରେସ ପକ୍ଷରୁ ଗାନ୍ଧୀ ଜୟନ୍ତୀ ପାଳିତ…

ଅନୁସନ୍ଧାନ ଭାରତ(ବ୍ୟୁର): ଘୁ.ଉଦୟଗିରି କଂଗ୍ରେସ ପକ୍ଷରୁ ଆଜି ଘୁ.ଉଦୟଗିରି ଠାରେ ଗାନ୍ଧୀ ଜୟନ୍ତୀ ପାଳନ କରାଯାଇଛି I ଉକ୍ତ କାର୍ଯ୍ୟକ୍ରମରେ ବରିଷ୍ଠ କଂଗ୍ରେସ କର୍ମୀ ରମାକାନ୍ତ ମହାପାତ୍ର, ଆଇନଜୀବୀ ରାମାରାଓ ନାୟକ, ପୂର୍ବତ୍ତନ ନଗର କଂଗ୍ରେସ ସଭାପତି ପ୍ରତାପ ଚନ୍ଦ୍ର ପ୍ରଧାନ,…
Read More...

ରାଇକିଆ ବଜାରରେ ଭୟାବହ ଅଗ୍ନିକାଣ୍ଡ, ଲକ୍ଷଧିକ ତାଙ୍କର ଜିନିଷ ଜାଳି ପାଉଁସ.….

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ରାଇକିଆ ବସଷ୍ଟାଣ୍ଡର ଦୁର୍ଗା ମଣ୍ଡପ ସାମ୍ନାରେ ଥିବା ତିନୋଟି ଦୋକାନ ତଥା ଲୁଗା, ଷ୍ଟେସନାରି ଏବଂ ରାସନ୍ ଦୋକାନରେ କୈାଣସି କାରଣ ଯୋଗୁଁ ଭୟାବହ ଅଗ୍ନିକାଣ୍ଡ ଘଟିଛି I ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳି ପୋଡ଼ି ପାଉଁଶ…
Read More...

ଘୁ.ଉଦୟଗିରି ଠାରେ ବିଜୁ ଯୁବ ଜନତା ଦଳର ସାଙ୍ଗଠନିକ ବୈଠକ ଅନୁଷ୍ଠିତ…

ଅନୁସନ୍ଧାନ ଭାରତ(ବ୍ୟୁର): ବିଜୁ ଯୁବ ଜନତା ଦଳ କନ୍ଧମାଳ ତରଫରୁ ଘୁ.ଉଦୟଗିରି ଏନ.ଏ.ସି ଯୁବ ସଭାପତି ବ୍ରମ୍ହାନନ୍ଦ ସାହୁଙ୍କ ତତ୍ୱାବଧାନରେ ଏକ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି I ଏହି ବୈଠକରେ ବିଜୁ ଯୁବ ଜନତା ଦଳର ଆଗାମୀ ଦିନର ଜନହିତକର କାର୍ଯ୍ୟକ୍ରମ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ…
Read More...

ମନରେଗା କାମର ୫୦ ଦିନର ଅତିରିକ୍ତ ୫୦ ଟଙ୍କା ସହାୟତା ରାଶି ପ୍ରଦାନ ପାଇଁ ଦାବୀ…

ଅନୁସନ୍ଧାନ ଭାରତ(ବ୍ୟୁର) : କନ୍ଧମାଳ ଜିଲ୍ଲା ଅଧିନସ୍ଥ ଗୁମାମାହା ଗ୍ରାମପଞ୍ଚାୟତର ପ୍ରାୟ ୧୫୦୦ରୁ ଉର୍ଦ୍ଧ୍ବ ଶ୍ରମିକ ସରକାରଙ୍କ ଦ୍ୱାରା ଘୋଷଣା କରାଯାଇ ଥିବା ଅତିରିକ୍ତ ୫୦ ଟଙ୍କା କୋଭିଡ ସହାୟତା ରାଶି ପାଇନ ଥିବା ଅଭିଯୋଗ ହୋଇଛି I ଗୁମାମାହା ପଞ୍ଚାୟତ ବାସୀଙ୍କ ଅଭିଯୋଗ ଅନୁସାରେ…
Read More...

ଯୁବସାମ୍ବାଦିକ ସ୍ବର୍ଗତ ଅରିନ୍ଦମ ଦାସଙ୍କୁ ଘୁ.ଉଦୟଗିରି ସମ୍ବାଦିକଙ୍କ ତରଫରୁ ଶ୍ରଦ୍ଧାଞ୍ଜଳି ଅର୍ପଣ….

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ.ଉଦୟଗିରି ଠାରେ ଆଜି ଘୁ.ଉଦୟଗିରି କାର୍ଯ୍ୟରତ ସାମ୍ବାଦିକଙ୍କ ତରଫରୁ ଯୁବସାମ୍ବାଦିକ ଅରିନ୍ଦମ ଦାସଙ୍କୁ ସନ୍ଧ୍ୟା ୭ ଘଣ୍ଟିକା ସମୟରେ ଗାନ୍ଧୀ ଛକ ଠାରେ ଶ୍ରଦ୍ଧାସୁମନ ଅର୍ପଣ କରାଯାଇଛି I ଏହି ଶ୍ରଦ୍ଧାସୁମନ ଅର୍ପଣ ସଭାରେ…
Read More...