ଘୁ.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ଦ୍ୱାରା କାର୍ଯ୍ୟରତ ଗୋଷ୍ଠୀ ସହଭାଗୀଙ୍କୁ ସାଇକେଲ ବଣ୍ଟନ…

ଅନୁସନ୍ଧାନ ଭାରତ(ବ୍ୟୁର): ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଆଜି ଭିଡିଓ କନଫରେନ୍ସ ମାଧ୍ୟମରେ ସାରା ରାଜ୍ୟରେ ଗୃହ ଓ ନଗର ଉନ୍ନୟନ ବିଭାଗ ର ବିଭିନ୍ନ ଯୋଜନାରେ କାର୍ଯ୍ୟରତ ୮ ହଜାର ଗୋଷ୍ଠୀ ସହଭାଗୀ ଙ୍କୁ ସାଇକେଲ ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି । ଏହି…
Read More...

+ ୨ ଛାତ୍ରି କଳା ବିଭାଗର ପରିକ୍ଷା ଦେଇ ଫେରିବା ବେଳେ ଛୁରାମାଡ….

ଅନୁସନ୍ଧାନ ଭାରତ(ବ୍ୟୁର): ରାୟଗଡ଼ା ଜିଲ୍ଲାର ଗୁମୁଡା ଦ୍ରୋପଦୀ ବିଦ୍ୟାପିଠର ଛାତ୍ରିକୁ ଗୁମୁଡା ଜଗନ୍ନାଥ ମନ୍ଦିର ରାସ୍ତାରେ ଛୁରାମାଡ ହୋଇଛି । ଛାତ୍ରି ଜଣକ +୨ କଳା ବିଭାଗରେ ପରିକ୍ଷା ଦେଇ ଫେରୁଥିଲେ । ଏହି ସମୟରେ ଜଣେ ଅଜଣା ଯୁବକର ଛୁରାମାଡ କରିଛନ୍ତି I ଛାତ୍ରୀଙ୍କ ବେକରେ ଛୁରାମାଡ…
Read More...

ନିଆଁରେ ପୋଡ଼ି ହୋଇ ବୃଦ୍ଧା ମହିଳାଙ୍କ ମୃତ୍ୟୁ….

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ୱାର୍ଡ଼ ନମ୍ବର ୬ ଗୌଡ଼ ସାହିର ବୃଦ୍ଧା ମହିଳା ନାମ ପିଆରୀ ପ୍ରଧାନ ବୟସ ୬୨ ବର୍ଷଙ୍କ ନିଆଁରେ ପୋଡ଼ି ହୋଇ ମୃତ୍ୟୁ ଘଟିଛି I ସୂଚନା ପ୍ରକାରେ ଗତ କାଲି ରାତିରେ ଘରେ ଏକାକୀ ରୋଷେଇ କରିବା ସମୟରେ…
Read More...

ହିଞ୍ଜିଳିକାଟୁ ପୌର ପରିଷଦ କାର୍ଯ୍ୟାଳୟ ଠାରେ ମିଶନଶକ୍ତି ମହିଳାମାନଙ୍କୁ ସାଇକେଲ ବଣ୍ଟନ….

ଅନୁସନ୍ଧାନ ଭାରତ(ବ୍ୟୁର): ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ପୌରାଞ୍ଚଳର ମିଶନଶକ୍ତି ଗ୍ରୁପର ମହିଳାମାନ ଙ୍କୁ ସାଇକେଲ ବଣ୍ଟନ ଉତ୍ସବ ଆଜି ହିଞ୍ଜିଳିକାଟୁ ପୌର ପରିଷଦ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଯୁବୁଲି ଚରଣ…
Read More...

ଗୁଣପୁରକୁ ଜିଲ୍ଲା ମାନ୍ୟତା ଦାବିରେ ଉପଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକ ପତ୍ର ପ୍ରଦାନ….

ଅନୁସନ୍ଧାନ ଭାରତ(ବ୍ୟୁର): ଗୁଣପୁର ଜିଲ୍ଲା ମାନ୍ୟତା ଦାବି ନେଇ ମୁଣ୍ଡ ଟେକିଛି ସ୍ଥାନିୟ ଅଞ୍ଚଳରେ ଅସୋନ୍ତଷ । ଆଜି ଜିଲ୍ଲା ମାନ୍ୟତା ଦାବିରେ ଗୁଣପୁର ଜନ ସାଧାରଣ ଓ ବିଭିନ୍ନ ସଂଗଠନ ପକ୍ଷରୁ ପୁରୁଣା ବସ୍ ଷ୍ଟାଣ୍ଡ ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଏକ ଶୋଭାଯାତ୍ରା…
Read More...

ମଇ ୩ ରୁ ଭଞ୍ଜନଗର ଐତିହାସିକ ଠାକୁରାଣୀ ଯାତ୍ରା….

ଅନୁସନ୍ଧାନ ଭାରତ(ବ୍ୟୁର) : ଦୀର୍ଘ ୬ବର୍ଷ ପରେ ଭଞ୍ଜନଗରର ଐତିହାସିକ ଠାକୁରାଣୀ ଯାତ୍ରା ଚଳିତ ବର୍ଷ ମଇ ୩ ତାରିଖରୁ ଆରମ୍ଭ ହେବ । ଏଥି ନିମନ୍ତେ ପ୍ରସ୍ତୁତି ଆରମ୍ଭ ହେବା ସହ ଏ ନେଇ ଯାତ୍ରା କମିଟି ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ରଘୁନାଥ ମନ୍ଦିର ପ୍ରାଙ୍ଗଣରେ ରବିବାର କମିଟି…
Read More...

ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଉଦଯାପିତ, ମୁନିଗୁଡ଼ାକୁ ହରାଇ ଜୟପାଟଣା ବିଜୟୀ….

ଅନୁସନ୍ଧାନ ଭାରତ(ବ୍ୟୁର): କଳାହାଣ୍ଡି ଲାଞ୍ଜିଗଡ଼ ବ୍ଲକ ମୁଖ୍ୟାଳୟ ବିଶ୍ବନାଥପୁରସ୍ଥିତ ଦୁର୍ଗାମଣ୍ଡପ ପଡ଼ିଆରେ ବିଶ୍ବନାଥପୁର ବ୍ୟାଡମିଣ୍ଟନ ଏସୋସିଏସନ ଆନୁକୂଲ୍ୟରେ ଆୟୋଜିତ ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଆଜି ଫାଇନାଲ ମ୍ୟାଚ୍ ସହିତ ଉଦଯାପିତ ହୋଇଯାଇଛି । ଗତକାଲି…
Read More...

ବନ ବିଭାଗର ଅବହେଳା ଯୋଗୁଁ ନିଆଁରେ ପୋଡିଲା ପଦ୍ମଥୋପ ଗ୍ରାମ୍ୟ ଜଙ୍ଗଲର ଲକ୍ଷଆଧିକ ଟଙ୍କାର ଗଛ…..

ଅନୁସନ୍ଧାନ ଭାରତ(ବ୍ୟୁର): ଲାଞ୍ଜିଗଡ଼ ବ୍ଲକ କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନଖଣ୍ଡ ବିଶ୍ୱନାଥପୁର ବନାଞ୍ଚଳ ଅଧୀନରେ ଥିବା ମୂଷା ନାଳ ସେକ୍ସନ ପଦ୍ମଥୋପା ଗ୍ରାମ୍ୟ ଜଙ୍ଗଲ ଆଜି ରାତ୍ରି ନିଆଁ ଲାଗି ଧ୍ୱଂସ ହେବାରେ ଲାଗିଛି l ଏହି ସମ୍ପର୍କରେ ମୂଷାନାଲ ବନାଞ୍ଚଳ ଅଧିକାରୀ ଚିନ୍ତାମଣି ମଝିଙ୍କୁ…
Read More...

ହିଞ୍ଜିଳିକାଟୁରେ ଦକ୍ଷତା ମେଳା ଅନୁଷ୍ଠିତ……

ଅନୁସନ୍ଧାନ ଭାରତ(ବ୍ୟୁର): ଶୁକ୍ରବାର ହିଞ୍ଜିଳିକାଟୁ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ବ୍ଲକ ସ୍ତରୀୟ ବୈଷୟିକ ଶିକ୍ଷା ଓ ତାଲିମ ନିମନ୍ତେ ଦକ୍ଷତା ମେଳା ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ସରକାରଙ୍କ ଦକ୍ଷତା ବିକାଶ ପ୍ରାଧିକରଣ ଏବଂ ଗଞ୍ଜାମ ଜିଲ୍ଲା ପ୍ରଶାସନର ମିଳିତ ଆନୁକୁଲ୍ୟରେ ଏହି…
Read More...

ଟୋକାଗଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ପାଳିତ…..

ଅନୁସନ୍ଧାନ ଭାରତ(ବ୍ୟୁର) : ଭଞ୍ଜନଗର ବ୍ଳକ ଟୋକାଗଣ୍ଡା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି I ପ୍ରଧାନ ଶିକ୍ଷକ ପ୍ରଦୀପ ପାତ୍ରଙ୍କ ପୌରାହିତ୍ୟରେ ଅନୁଷ୍ଠିତ କାଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଅବସରପ୍ରାପ୍ତ ପ୍ରଫେସର କୃତିବାସ ବିଶ୍ବାଳ, ସମ୍ମାନିତ…
Read More...