ପବିତ୍ର କାର୍ତ୍ତିକ ମାସ ଉପଲକ୍ଷେଜ ଗନ୍ନାଥ ମନ୍ଦିରରେ ନାମ ସଂକୀର୍ତ୍ତନ……

ଅନୁସନ୍ଧାନ ଭାରତ(ବ୍ୟୁର): ପବିତ୍ର କାର୍ତ୍ତିକ ମାସ ଉପଲକ୍ଷେଜ ଗନ୍ନାଥ ମନ୍ଦିରରେ ନାମ ସଂକୀର୍ତ୍ତନ ଅବସରରେ ପ୍ରଥେମେ ବଂଶଧାରା ନଦୀରୁ ମା ଗଙ୍ଗାଙ୍କୁ ଆବାହନ କରି କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା । ଉକ୍ତ ନାମ ସଂକୀର୍ତ୍ତନ ଅଁଳା ନବମୀ ଠାରୁ ଦ୍ଵାଦଶୀ ପର୍ଯ୍ୟନ୍ତ ପାଞ୍ଚ ଦିନଧରି ଶ୍ରୀ ଜଗନ୍ନାଥ ମନ୍ଦିର ଗୁଣପୁର ପ୍ରାଙ୍ଗଣରେ ଚବିଶ ପ୍ରହର ମହାଯଜ୍ଞ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି l ଏହି ମହଯୋଜ୍ଞ ଚଳିତ ବର୍ଷକୁ ମିସାଇ ୪୭ ବର୍ଷ ଚାଲୁରହିଛି । ଏହି ସଂକୀର୍ତ୍ତନରେ ରାୟଗଡ଼ ଏବଂ ଗଜପତି ଆଖପାଖ ଅଞ୍ଚଳରୁ ସଂକୀର୍ତ୍ତନ ମଣ୍ଡଳୀ ଆସି ଯୋଗଦାନ କରିଛନ୍ତି । ଭକ୍ତ ମାନଙ୍କର ଭିଡ଼ ଦେଖିବାକୁ ମିଳୁଛି ଲୋକଙ୍କ ସାହାଯ୍ୟ ସହଯୋଗରେ ଶାନ୍ତି ଶୃଙ୍ଖଳାରେ ଚାଲୁରହିବା ସହ କିଛି ବଦ୍ୟନ ବ୍ୟକ୍ତି ଲୋକଙ୍କ ପାଇଁ ମଧ୍ୟାହ୍ନ ସହ ରାତ୍ରି ପାଇଁ ଅର୍ନ ପ୍ରାସାଦର ବ୍ୟବସ୍ଥା ମଧ୍ୟ କରାଯାଇଛି । ଏଥିରେ ଗୁଣପୁର କିଛି ସଂଗଠନ ଯୋଗଦାନ କରିଛନ୍ତି ।