Browsing Category

ଓଡିଶା

ବାଲିଗୁଡ଼ା ଏବଂ ତୁମୁଡ଼ିବନ୍ଧ ଅଞ୍ଚଳରେ ଘୁର୍ଣ୍ଣି ଝଡ଼ର ତାଣ୍ଡବ

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ବାଲିଗୁଡ଼ା ଏବଂ ତାହାର ଆଖ ପାଖ ଅଞ୍ଚଳରେ ଆଜି ପ୍ରବଳ ମାତ୍ରାରେ ବର୍ଷା ଏବଂ ପବନ ବୋହିବାର ଦେଖିବାକୁ ମିଳିଛି I ଲକଡାଉନ ଯୋଗୁଁ ସକାଳ ୬ଘଣ୍ଟା ଠାରୁ ୧୨ ଘଣ୍ଟା ପଯ୍ୟନ୍ତ ସରକାରଙ୍କ ନିର୍ଦ୍ଧେଶ କ୍ରମେ ଦୋକାନ ବଜାର ଖୋଲା ରହିଥିଲା I…
Read More...

ଘୁ.ଉଦୟଗିରିରେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ….

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଜି.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦର ଶ୍ରୀରାମ ପଦା ଅଞ୍ଚଳରେ କରୋନା ଆକ୍ରାନ୍ତ ହୋଇ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି I ଜି. ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦର ୪ ନଂ ଓ୍ବାର୍ଡ ଶ୍ରୀରାମପଦାର ଜଣେ ଯୁବକ କରୋନାରେ…
Read More...

ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ, ବିଶ୍ଵର ବିଭିନ୍ନ ଟୀକା ଉତ୍ପାଦନ କମ୍ପାନୀରୁ ଟୀକା ସଗ୍ରହ ପାଇଁ ନିଆଯିବ…

ଅନୁସନ୍ଧାନ ଭାରତ(ବ୍ୟୁର): ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି I ଏହି ବୈଠକରେ ବିଭିନ୍ନ ସକଳ୍ପ ଗୃହୀତ ହୋଇଛି । କୋଭିଡ଼ ୧୯ ମହାମାରୀ ବିରୁଦ୍ଧରେ ଆମର ଲଢ଼େଇରେ ଆମର କୋଭିଡ଼ ଯୋଦ୍ଧା…
Read More...

ମହିଳାଙ୍କୁ ସହଯୋଗର ହାତ ବଢ଼ାଇଲେ ବାଲିଗୁଡ଼ା ଆରକ୍ଷୀ ଅଧିକ୍ଷକ….

କନ୍ଧମାଳ ସନ୍ତାନ(ବ୍ୟୁର): ଲକ ଡାଉନ ସମୟରେ ଜଣେ ମହିଳାଙ୍କୁ ସହଯୋଗର ହାତ ବଢ଼ାଇ ଛନ୍ତି ବାଲିଗୁଡ଼ା ଆରକ୍ଷୀ ଅଧିକ୍ଷକ I କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଲକର ବାସୀନ୍ଧା ତିଳୋତ୍ତମା ମିଶ୍ର I ଏହି ମହିଳାଙ୍କ ଦୁଇଟି ପୁଅ ଅଛନ୍ତି I ଗୋଟଏ ପୁଅର ବୟସ ୫ ବର୍ଷ ହୋଇ ଥିବା ବେଳେ ଆଉ ଗୋଟିଏ…
Read More...

ଯୋଜନା କାହା ପାଇଁ???ବାଇକରେ ବୋହାହେଲା ଶିଶୁର ମୃତ ଦେହ….

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ କୋଟଗଡ ବ୍ଲକ ମାଦାଗୁଡା ଗ୍ରାମ ପଞ୍ଚାୟତର ଦୁରିଙ୍ଗ ପଡ଼ି ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଛି I ସେହି ଗ୍ରାମର ବନ୍ଧରେ ବୁଡ଼ି ଜଣେ ଶିଶୁର ମୃତ୍ୟୁ ଘଟିଥିବା ଘଟଣା ପଦାକୁ ଆସିଛି I ହେଲେ ସବୁଠୁ ପରିତାପର ବିଷୟ ମୃତ ଦେହକୁ ନେବା ପାଇଁ
Read More...

ଘୁ.ଉଦୟଗିରି ନୂତନ ତହସିଲଦାର ଭାବେ ନିଯୁକ୍ତି ପାଇଲେ ଓଏଏସ ଜନ୍ମେଜୟ ସାହୁ….

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ. ଉଦୟଗିରିରେ ନୂତନ ତହସିଲଦାର ଭାବରେ ଓଏଏସ ଜନ୍ମେଜୟ ସାହୁ ଦାଇତ୍ୱ ଗ୍ରହଣ କରିଛନ୍ତି I ଏହା ପୂର୍ବରୁ ଶ୍ରୀ ସାହୁ ପୁରୁଷୋତ୍ତମ ପୁର ତାରାତାରିଣୀ ମନ୍ଦିର ପ୍ରଶାସକ ଭାବେ କାର୍ଯ୍ୟ କରୁଥିଲେ I ସରକାର ମୋତେ ଜନାସାଧରଣଙ୍କ ସେବା
Read More...

ଦାବୀ ପରେବି ଚେତୁନି ପ୍ରଶାସନ, ପାନିୟ ଜଳ ସମସ୍ୟାରେ ଲିଙ୍ଗାଗାଡ଼ ବାସୀ…

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ବ୍ଲକ ଅଧିନସ୍ଥ ଲିଙ୍ଗାଗଡ଼ ଗ୍ରାମରେ ଗ୍ରୀଷ୍ମ ପ୍ରବାହ ଆରମ୍ଭରୁ ଜଳ କଷ୍ଟ ଦେଖା ଦେଇଛି I ଗ୍ରାମ ବାସୀଙ୍କ ଅଭିଯୋଗ ଅନୁସାରେ ପାନୀୟ ଜଳ ଯୋଗାଣ ନିମନ୍ତେ ପ୍ରଶାସନ ପକ୍ଷରୁ ଦୁଇଟି ବୋରୱେଲ ଏବଂ ଟ୍ୟାଙ୍କ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ
Read More...

ଚାଷ ଜମିକୁ ହୋଇ ପାରୁନାହିଁ ଜଳସେଚନ…ଚାଷ ଜମି ପଡ଼ିଆ, ଚାଷୀ ହତାଶ

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ.ଉଦୟଗିରି ବ୍ଲକର ରଟିଙ୍ଗିଆ ଗ୍ରାମ ପଞ୍ଚାୟତ I ଏହି ଗ୍ରାମ ପଞ୍ଚାୟତର ଜନସଂଖ୍ୟା ପ୍ରାୟ ୫୦୦୦ରୁ ଉର୍ଦ୍ଧ୍ବ ହେବ I ରଟିଙ୍ଗିଆ ଗ୍ରାମ ପଞ୍ଚାୟତ ୧୪ଟି ୱାର୍ଡର ରଟିଙ୍ଗିଆ, ଡଡାପଡ଼ା, ସରସୁନିଙ୍ଗିଆ, ତୁମୁସିଙ୍ଗିଆ, କଲାନାଜୁ,
Read More...