Browsing Category

ଓଡିଶା

ଆମ୍ବୁଲାନ୍ସ ପହଁଚିବା ବିଳମ୍ବ ହେତୁ ପ୍ରସ୍ତୁତିଙ୍କ ମୃତୁ ଅଭିଯୋଗ, ନବଜାତ ଶିଶୁ ସୁରକ୍ଷିତ….

ଅନୁସନ୍ଧାନ ଭାରତ(ବ୍ୟୁର): ଆମ୍ବୁଲାନ୍ସ ପହଞ୍ଚିର ବିଳମ୍ବ ଯୋଗୁଁ ଜଣେ ପ୍ରସୂତିଙ୍କ ମୃତ୍ୟୁ ଘଟି ଥିବା ଅଭିଯୋଗ ହୋଇଛି I କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ ଝିରିପାଣି ପଂଚାୟତ ସେଚଙ୍ଗଡ଼ା ଗ୍ରାମରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି I ସେଚଙ୍ଗଡ଼ା ଗ୍ରାମର ଭୁପେନ୍ଦ୍ର ମାଝୀଙ୍କ…
Read More...

ଘୁ.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷରେ ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଦାୟୀତ୍ୱ ଗ୍ରହଣ…

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ. ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଭାବରେ ଦାୟୀତ୍ୱ ନେଲେ ଘୁ. ଉଦୟଗିରି ତହସିଲଦାର ଓଏଏସ ଜନ୍ମେଜୟ ସାହୁ I ଏହା ପୂର୍ବରୁ ଶ୍ରୀ ସାହୁ ପୁରୁଷୋତ୍ତମ ପୁର ତାରାତାରିଣୀ ମନ୍ଦିର ପ୍ରଶାସକ ଭାବେ କାର୍ଯ୍ୟ…
Read More...

କୋଭିଡରେ ସ୍ବାମୀଙ୍କୁ ହରାଇଥିବା ମହିଳା ଏବଂ ବାପା ମାଙ୍କୁ ହରାଇଥିବା ପିଲାମାନଙ୍କ ପାଇଁ ୧୫ ଦିନ ଭିତରେ ପେନ୍‌ସନ୍‌…

-ସମସ୍ତ ସାମାଜିକ ନିରାପତ୍ତା ଯୋଜନାର -ହିତାଧିକାରୀଙ୍କୁ ୩ ମାସର ଆଗୁଆ ପେନ୍‌ସନ I -ତୃତୀୟ ଲହର ପାଇଁ ପ୍ରସ୍ତୁତି ଆରମ୍ଭ କର I  -ପିଲାମାନଙ୍କ ଯତ୍ନ ଉପରେ ସ୍ବତନ୍ତ୍ର ଫୋକସ୍‌ -ବ୍ଲାକ୍‌ ଫଙ୍ଗସର ମୁକାବିଲା ପାଇଁ ମଧ୍ୟ ପ୍ରସ୍ତୁତ ରହିବାକୁ ପରାମର୍ଶ I ଅନୁସନ୍ଧାନ ଭାରତ(ବ୍ୟୁର):…
Read More...

ବାରଖମା ଏବଂ ଗୋଚ୍ଛାପଡା ଠାରେ ଜବାନଙ୍କ ଦ୍ୱାରା କରୋନା ପ୍ରଭାବିତଙ୍କୁ ରାସନ ସାମଗ୍ରୀ ବଣ୍ଟନ…

ଅନୁସନ୍ଧାନ ଭାରତ(ବ୍ୟୁର): ଆଜି କନ୍ଧମାଳ ଜିଲ୍ଲା ଅଧୀନସ୍ଥ ଗୋଚ୍ଛାପଡା ଠାରେ କାର୍ଯ୍ୟରତ C/127 ଯବାନମାନେ ଜନସାଧାରଣଙ୍କୁ ରାସନ ସାମଗ୍ରୀ ବଣ୍ଟନ କରିଛନ୍ତି I କନ୍ଧମାଳ ଜିଲ୍ଲାର ଗୋଛାପଡା 127BN CRPFର କମାଣ୍ଡେନ ଆନନ୍ଦ ଝାଙ୍କ ନିର୍ଦ୍ଦେଶ କ୍ରମେ C/127 ବାଟାଲୀୟମ CRPFର କମ୍ପାନୀ…
Read More...

ବିଭିନ୍ନ ଦାବୀକୁ ନେଇ ଘୁ.ଉଦୟଗିରି କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧିଙ୍କ ଦ୍ୱାରା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଜରିଆରେ…

ଅନୁସନ୍ଧାନ ଭାରତ(ବ୍ୟୁର): ଘୁ.ଉଦୟଗିରିରେ କାର୍ଯ୍ୟରତ ସାମ୍ବାଦିକଙ୍କ ତରଫରୁ କନ୍ଧମାଳ ଜିଲ୍ଲା ସମେତ ଓଡିଶାର ବିଭିନ୍ନ ସ୍ଥାନରେ କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ହେଉ ଥିବା ଆକ୍ରମଣ ଘଟଣାକୁ ନେଇ ଘୁ.ଉଦୟଗିରି ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଜୟ ପ୍ରଧାନଙ୍କ ଜରିଆରେ ଜିଲ୍ଲାପାଳଙ୍କୁ…
Read More...

ପୁଣି ବଢ଼ିଲା ଲକଡାଉନ: ଜୁନ ୧ ତାରିଖରୁ ଜୁନ ୧୭ ତାରିଖ ସକାଳ ପର୍ଯ୍ୟନ୍ତ ବଳବତ୍ତର ରହିବ…

ଅନୁସନ୍ଧାନ ଭାରତ(ବ୍ୟୁର): ପୁଣି ରାଜ୍ୟରେ ଜୁନ ୧୭ ପର୍ଯ୍ୟନ୍ତ ବଢିଲା ଲକ୍‌ଡାଉନ୍‌I ଏହା ଛଡା ସପ୍ତାହନ୍ତ ସଟଡାଉନ୍ ବଳବତ୍ତର ରହିବ I କରୋନା ସଂକ୍ରମଣ ରୋକିବା ପାଇଁ ରାଜ୍ୟ ସରକାର ଜୁନ ୧ ସକାଳ ୫ଟାରେ ସରୁଥିବା ଲକ୍‌ଡାଉନ୍‌ ଅବଧିକୁ ଜୁନ ୧୭ ସକାଳ ୫ଟା ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି I…
Read More...

କୋଟଗଡ଼ ଠାରେ ନୂତନ ଚେକଗେଟ ଉଦଘାଟନ କଲେ ଆଞ୍ଚଳିକ ବନ ସଂରକ୍ଷକ…

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ସୀମାନ୍ତ କୋଟଗଡ କେନ୍ଦ୍ରୀୟ ଚାରା ଉତ୍ପାଦନ କେନ୍ଦ୍ର ନିକଟ ମୁଖ୍ୟରାସ୍ତାରେ ବେଆଇନ ବନ୍ୟଜନ୍ତୁ ଓ ଜଙ୍ଗଲଜାତ ଦ୍ରବ୍ୟ ଚୋରାଚାଲାଣ ରୋକିବାକୁ ରାଜ୍ୟ ସରକାରଙ୍କ ନିର୍ଦେଶ କ୍ରମେ ଆଜି ଚେକଗେଟ ଉଦଘାଟିତ ହୋଇଯାଇଛି I ବିଧିବଦ୍ଧ ଭାବେ ପ୍ରଦୀପ…
Read More...

ଫ୍ରଣ୍ଟଲାଇନ ମିଡ଼ିଆ ଆସୋସିଏସନ ପକ୍ଷରୁ କାର୍ଯ୍ୟରତ ସାମ୍ବାଦିକଙ୍କୁ ରାସନ ସାମଗ୍ରୀ ବଣ୍ଟନ….

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଫ୍ରଣ୍ଟଲାଇନ ମିଡ଼ିଆ ଆସୋସିଏସନ ପକ୍ଷରୁ ଆଜି ଫୁଲବାଣୀ ସ୍ଥିତ ସାମ୍ବାଦିକ ଭବନରେ ସମସ୍ତ କାର୍ଯ୍ୟରତ ସାମ୍ବାଦିକ ଏବଂ କ୍ୟାମେରାମେନମାନଙ୍କୁ ରାସନ ସାମଗ୍ରୀ ବଣ୍ଟନ କରାଯାଇଛି I ଏହା ସହିତ ଦିବଂଗତ ସାମ୍ବାଦିକ ମାନଙ୍କ ଉଦେଶ୍ୟରେ ଉଦେଶ୍ୟରେ…
Read More...

ଟିକାବାଲି ଗୋଷ୍ଠୀଉନ୍ନୟନ ଅଧିକାରୀଙ୍କ ଦ୍ୱାରା କରନା ସଚେତନତା କାର୍ଯ୍ୟକ୍ରମ ଆୟୋଜିତ…

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଟିକାବାଲି ବ୍ଲକର ଗୋଷ୍ଠୀ ଅଧିକାରୀ ଫକୀର ମୋହନ ପରିଡାଙ୍କ ଟିକାବାଲି ବ୍ଲକ ଅନ୍ତର୍ଗତ ପାଡ଼ାଙ୍ଗି ଗ୍ରାମପଞ୍ଚାୟତର କାଲୁଙ୍ଗିଆ, କଇଁଝର ଗ୍ରାମପଞ୍ଚାୟତର ପିପୁଡି ଦେଇ ଏବଂ ବ୍ଲକରେ ଥିବା ବିଭିନ୍ନ ଦୁର୍ଗମ ଅଂଚଳକୁ ଗ୍ରସ୍ଥ କରି ଥିଲେ I…
Read More...

ସାମ୍ବାଦିକଙ୍କୁ ପୁଲିସର ଆଶ୍ଲିଳ ଭାଷା ପ୍ରୟୋଗ ଘଟଣା: କୋଟଗଡ଼ ସମ୍ବାଦିକଙ୍କ ଦ୍ୱାରା ଉଦବେଗ ପ୍ରକାଶ

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଫୁଲବାଣୀ ଠାରେ ପୁଲିସ ଏସଆଇ ଦୀପକ ସାମନ୍ତସିଂହାରଙ୍କ ସମଗ୍ର ସାମ୍ବାଦିକ ସମାଜକୁ ଗାଳି କରିବା ଘଟଣାକୁ ୧୦ଦିନ ବିତି ଯାଇଥିଲେ ବି ସମ୍ପୃକ୍ତ ଏସଆଇଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହୋଇ ନଥିବାରୁ କୋଟଗଡ କାର୍ଯ୍ୟରତ ସାମ୍ବାଦିକଙ୍କ…
Read More...