Browsing Category

ଓଡିଶା

ସଖୀ ୱାନଷ୍ଟପ କେନ୍ଦ୍ରର ୪ର୍ଥ ବାର୍ଷିକ ଉତ୍ସବ ପାଳନ ଏବଂ ମିଳିତ କ୍ରିୟାନୁଷ୍ଠାନ କମିଟି ବୈଠକ ଅନୁଷ୍ଠିତ…..

ଅନୁସନ୍ଧାନ ଭାରତ(ବ୍ୟୁର): ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ଗଜପତି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ-୨ ଠାରେ ସଖୀ ୱାନ୍‌ଷ୍ଟପ କେନ୍ଦ୍ରର ୪ର୍ଥ ବାର୍ଷିକ ଉତ୍ସବ ପାଳିତ ହୋଇଥିବା ବେଳେ ଏହାର ମିଳିତ କ୍ରିୟାନୁଷ୍ଠାନ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି ।…
Read More...

ଓଏଏସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ ଥାନା ଅଧିକାରୀଙ୍କ ପୁଅ….

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ଅଧିକାରୀ ଚାପଧାରି ପ୍ରଧାନଙ୍କ ଜ୍ୟୋଷ୍ଠ ପୁତ୍ର ସପ୍ରତିଭ ପ୍ରଧାନ ଓଡିଶା ପ୍ରଶାସନିକ ସେବା କ୍ଷେତ୍ରରେ  ୨୩୨ ରେଙ୍କ ରଖି ସଫଳତା ହାସଲ କରିଛନ୍ତି । ପୁଅର ଏହି ସଫଳତା ପାଇଁ ଥାନା ଅଧିକାରୀ ଶ୍ରୀ ପ୍ରଧାନ ଖୁସି ବ୍ୟକ୍ତ…
Read More...

୩୧୯ନଂ ରେଙ୍କ ରଖି ଓଏଏସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ ଟିକାବାଲି ବ୍ଲକର ପୁଅ ଆକାଶ ଦିଗାଳ….

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ ନିକଟସ୍ଥ ଟିପାରୀଗାଁ ଗ୍ରାମର ଏକ ଗରିବ ପରିବାରରେ ଜନ୍ମ ଗ୍ରହଣ କରିଥିବା ଆକାଶ କୁମାର ଦିଗାଲ ୩୧୯ ନଂ ରେଙ୍କ ରଖି ଓଏ ଏସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି l ଯାହା ପାଇଁ ସମଗ୍ର ଜିଲ୍ଲା ସମେତ ଟିକାବାଲି ଅଞ୍ଚଳରେ ଖୁସିର ଲହରୀ…
Read More...

ଅଲ୍ ଓଡ଼ିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନ୍ ଲାଞ୍ଜିଗଡ଼ ବ୍ଲକ ଶାଖାର ନୂତନ କର୍ମକର୍ତ୍ତା ଚୟନ, ଜଗଦୀଶ ସଭାପତି, ପରମାନନ୍ଦ…

ଅନୁସନ୍ଧାନ ଭାରତ(ବ୍ୟୁର): ଓଡ଼ିଶାର ଅଗ୍ରଣୀ ସାମାଜିକ ଓ ବୈଚାରିକ ସଂଗଠନ ଅଲ୍ ଓଡ଼ିଶା ସିଡ୍ୟୁଲ୍ଡ କାଷ୍ଟ ଫେଡ଼େରେସନ, କଳାହାଣ୍ଡି, ଲାଞ୍ଜିଗଡ଼ ବ୍ଲକ ଶାଖାର ନୂତନ କର୍ମକର୍ତ୍ତା ଚୟନ ବୈଠକ ବିଶ୍ୱନାଥପୁରସ୍ଥିତ ଭିଆର୍‌ଓଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅଲ୍ ଓଡ଼ିଶା ସିଡ୍ୟୁଲ୍ଡ କାଷ୍ଟ…
Read More...

ଘୁ.ଉଦୟଗିରି ଏନଏସି ଅଧକ୍ଷା ସ୍ୱର୍ଗତଃ ଭାନୁପ୍ରଭା ମିଶ୍ରଙ୍କ ଉଦେଶ୍ୟରେ ସ୍ମୃତିଚାରଣ ଓ ବିଭିନ୍ନ ଜନହିତକର ଯୋଜନାର ଶୁଭ…

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧୀନସ୍ଥ ଘୁ. ଉଦୟଗିରି ଵିଜ୍ଞାପିତ ଅଞ୍ଚଳ ପରିଷଦ ଠାରେ ଅଧ୍ୟକ୍ଷା ସ୍ବର୍ଗତ ଶ୍ରୀମତୀ ଭାନୁପ୍ରଭା ମିଶ୍ରଙ୍କ ସ୍ମୃତି ସଭା ଅନୁଷ୍ଠିତ ହୋଇଛି I ବିଜୁ ଜନତା ଦଳର ଜଣେ ଦକ୍ଷ ନାରୀନେତ୍ରୀ ଭାବେ ବେଶ ପରିଚିତ ଥିଲେ ବିଜ୍ଞାପିତ ଅଞ୍ଚଳ ପରିଷଦ ର…
Read More...

ଡିହପଢାଳ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଡିହପଢାଳ ଠାରେ ବିଜ୍ଞାନ ମେଳା ଅନୁଷ୍ଠିତ…..

ଅନୁସନ୍ଧାନ ଭାରତ(ବ୍ୟୁର): ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଡିହପଢାଳ ଠାରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଡ଼.ପ୍ରଦୀପ କୁମାର ପଟ୍ଟନାୟକ, ଉପ ସଭାପତି ଅନୁପମ ବାନାର୍ଜୀ, ସମ୍ପାଦକ ପଦ୍ମନାଭ ପ୍ରଧାନ,…
Read More...

ଅସ୍ବାଭାବିକ ଭାବେ ବଢୁଥିଲା ଆଠ ମାସ ଶିଶୁର ମୁଣ୍ଡ, ଅସ୍ତ୍ରୋପୋଚାର ପରେ ଆଶ୍ୱସ୍ତି ପାଇଲେ ବାପା ଓ ମାଁ….

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ କାଟିଙ୍ଗିଆ ପଞ୍ଚାୟତ ଆଡ଼ିବଙ୍ଗା ଗ୍ରାମର ବଳିନ୍ଦ୍ର ବଳିଆର ସିଂଙ୍କ ଆଠ ମାସର ଶିଶୁ ପୁତ୍ର ତେଜ ବଳିଆର ସିଂଙ୍କ ମୁଣ୍ଡ ଅସ୍ବାଭାବିକ ଭାବେ ବଢୁଥିଲା I ଏହାକୁ ନେଇ ବଳିନ୍ଦ୍ର ଓ ତାଙ୍କ ସ୍ତ୍ରୀ ଟୁନିମା ବଳିଆର ସିଂ…
Read More...

ମଣିପୁର ହିଂସାକୁ ନେଇ ଗଞ୍ଜାମ ମହିଳା କଂଗ୍ରେସ ପକ୍ଷରୁ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ କୁଶପୁତଳିକା…

ଅନୁସନ୍ଧାନ ଭାରତ(ବ୍ୟୁର): ଗତ ପ୍ରାୟ ତିନିମାସରୁ ଉର୍ଦ୍ଧ୍ବ ସମୟ ଧରି ମଣିପୁର ଜାତିଆଣ ଦଙ୍ଗାରେ ଜଳୁଛି । ଏହି ପରିପ୍ରେକ୍ଷୀରେ ଜଣେ କାର୍ଗିଲ ଯୁଦ୍ଧର ସୈନିକଙ୍କ ପତ୍ନୀଙ୍କୁ ରାସ୍ତାରେ ଉଲଗ୍ନ କରି ଚଲେଇବା, ଗଣ ଦୃଷ୍କର୍ମ କରିବା ଓ ହତ୍ୟା କରିବା ଘଟଣାକୁ ନେଇ ସାରା ଦେଶକୁ ସ୍ତବ୍ଧ କରିଛି ।…
Read More...

ଓଏସଏସସି ପ୍ରଶ୍ନପତ୍ର ଲିକ ଘଟଣାର ଏସଆଇଟି ତଦନ୍ତ ଦାବି କଲା କଂଗ୍ରେସ…

ଅନୁସନ୍ଧାନ ଭାରତ(ବ୍ୟୁର): ଓଡ଼ିଶା ଷ୍ଟାଫସିଲେକସନ କମିଶନ ପ୍ରଶ୍ନପତ୍ର ଲିକ୍‌କୁ ନେଇ ରାଜ୍ୟ ହଇଚଇ ହୋଇଥିବା ବେଳେ ଗତ ୨୭ ତାରିଖ ବାଲେଶ୍ୱର ଏସ୍‌ପିଙ୍କର ବୟାନ ଅତ୍ୟନ୍ତ ହାସ୍ୟାସ୍ପଦ । ଗତ ୨୭ ତାରିଖରେ ବାଲେଶ୍ୱର ଏସ୍‌ପି ଗଣମାଧ୍ୟକୁ ସୂଚନା ଦେଇ କହିଥିଲେ ପ୍ରିଣ୍ଟିଂ ପ୍ରେସରୁ ପ୍ରଶ୍ନପତ୍ର…
Read More...

ଘୁ.ଉଦୟଗିରି ବିଡିଓଙ୍କ ସହ ପ୍ରେସ କ୍ଲବ କର୍ମକର୍ତ୍ତାଙ୍କ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଉପରେ ଆଲୋଚନା…..

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ବ୍ଲକ ଅଞ୍ଚଳର ବିଭିନ୍ନ ସମସ୍ୟା ସହ କାଲିଗାଡୁ ହିଲ ଭିୟୁ ପର୍ଯ୍ୟଟନ ସ୍ଥଳୀ ଓ ରାଜାଗାଡ଼ା ଜଳପ୍ରପାତର ବିକାଶ, ଘୁ.ଉଦୟଗିରି ସହରରେ ବାଇପାସ ରୋଡ଼ ନିର୍ମାଣ, ସରକାରୀ /ବେସରକାରୀ ବସଷ୍ଟାଣ୍ଡର କାର୍ଯ୍ୟକ୍ଷମକୁ ନେଇ ବିଡ଼ିଓ ଆଶିଷ…
Read More...