ପାଣି ସମସ୍ୟାକୁ ନେଇ ରାଜରାସ୍ତା ଅବରୋଧ କଲେ ଗ୍ରାମବାସୀ, ୨ଘଣ୍ଟା ଧରି ଗାଡି ମୋଟର ଚଳାଚଳ ବନ୍ଦ…..
ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ବାଲିଗୁଡା ଏନଏସିର ୪ ୱାର୍ଡ ଦଣ୍ଡପଦ ଠାରେ ପାଣି ସମସ୍ୟାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି I ଉତ୍ୟକ୍ତ ଲୋକ ରାଜରାସ୍ତାକୁ ଅବରୋଧ କରିଥିଲେ I ସରକାର ଗରିବ ଲୋକମାନଙ୍କ ପାଣି ସମସ୍ୟାକୁ ଦୂର କରିବା ପାଇଁ କୋଟି କୋଟି ଟଙ୍କାର ପ୍ରକଳ୍ପ…
Read More...
Read More...