ଅନୁସନ୍ଧାନ ଭାରତ(ବ୍ୟୁର): ବ୍ରହ୍ମପୁର ମହାନଗରର ଲାଞ୍ଜିପଲ୍ଲୀ ଗ୍ରାମ ୱାର୍ଡ ନଂ ୩୮ ସ୍ଥିତ ଗଣେଶ ମନ୍ଦିର ପ୍ରାଙ୍ଗଣରେ କାର୍ପୋରେଟର ଶ୍ରୀମତୀ ସ୍ଵର୍ଣଲତା ସାବତ ଅଧକ୍ଷତାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା l ଉକ୍ତ ସଭାରେ ମନ୍ଦିରର ଉନ୍ନୟନ ସକାଶେ ଏକ ନୂତନ କମିଟି ଗଠନ କରାଯିବା ସଙ୍ଗେ ସଙ୍ଗେ ଆବଶ୍ୟକୀୟ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରାଯାଇଥିଲା l କମିଟି ସକାଶେ ଚୟନ ହୋଇଥିବା ସଦସ୍ୟମାନେ ହେଲେ ଉପଦେଷ୍ଟା ଶ୍ରୀମତୀ ସ୍ଵର୍ଣଲତା ସାବତ କର୍ପୋରେଟର, ଭଗବାନ ଗନ୍ତାୟତ, ଜଗନ୍ନାଥ ସାବତ, ଦୁର୍ଗା ମାଧବ ସାବତ, ଏ.ରାଜା ରାଓ ଆଇନ ପରାମର୍ଶ ଦାତା, ରାଜେନ୍ଦ୍ର କୁମାର ସାବତ, ଟି.ଭେଙ୍କେଟ ରାଓ, ତାରା ଚନ୍ଦ୍ର ପାତ୍ର, ସଭାପତି ଲଷ୍ମୀ ନାରାୟଣ ବେହେରା, ଉପସଭାପତି ଉମାକାନ୍ତ ପାଣିଗ୍ରାହୀ, ଲଡ଼ୁ କିଶୋର ସାହୁ, ସାଧାରଣ ସମ୍ପାଦକ ଅଲେଖ ଚନ୍ଦ୍ର ପାଣିଗ୍ରାହୀ, ସହସମ୍ପାଦକ ଅଶୋକ କୁମାର ପଟ୍ଟନାୟକ, ଏନ.ଉମାଶଙ୍କର, ଦିଲ୍ଲୀପ କୁମାର ବେହେରା, କୋଷାଧକ୍ଷ ଡି.ଭେଙ୍କଟ ରାଓ, କାର୍ଯ୍ୟକାରୀ ସଦସ୍ୟ ଓ ସଦସ୍ୟା ଭାବେ ପି.ସୀମାଦ୍ରୀ ପାତ୍ର, ଏଲ. ଗୋବିନ୍ଦ, ପ୍ରଦୀପ କୁମାର ପଣ୍ଡା, ଲଷ୍ମୀନାରାୟଣ ପାଣିଗ୍ରାହୀ, ଚନ୍ଦ୍ରଶେଖର ସାବତ, ନୀଳ ମାଧବ ନେପାକ, ମୋହନ ରେଡି, ଅକ୍ଷୟ କୁମାର ମିଶ୍ର, ସତ୍ୟନାରାୟଣ ଖାଡ଼ଙ୍ଗା, ଅଶ୍ୱିନୀ କୁମାର ପାଣିଗ୍ରାହୀ,ଏ.କାଶୀନାଥ ପାତ୍ର, ଦେବରାଜ ଦାସ, ଲଷ୍ମୀଶ୍ରୀୟା ପାଣିଗ୍ରାହୀ, ଲଛମନ ଦାସ, କେ ଏଙ୍କେଟି ଈଶ୍ୱରୀ, ଏନ.କେଦରୀ ରେଡି, କେ. ପୋଲା ରାଓ, ସତ୍ୟବ୍ରତ ବ୍ରହ୍ମା, ଜଗଦୀଶ ବାରିକ, ରବୀନ୍ଦ୍ର ବାରିକ, ସୂର୍ଯକାନ୍ତ ଚୌଧୁରୀ, ପି.ଗଣେଶ ରେଡି, ପି ଚେଙ୍ଗଳ ରାଓ, ଗୋବିନ୍ଦ ସ୍ୱାଇଁ, ବସନ୍ତ ପଟ୍ଟନାୟକ, ଶକ୍ତି ପାଣିଗ୍ରାହୀ, ସିଲୁ ବିଶ୍ୱାଳ ପ୍ରମୁଖ ମନୋନିତ ହୋଇଛନ୍ତି l