ଅନୁସନ୍ଧାନ ଭାରତ(ବ୍ୟୁର): ନୂତନ ଭାବେ ଦାୟିତ୍ୱ ନେଇଥିବା ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ଼ ସଭାପତି, ଇସ୍ପାତ ଓ ଖଣିଜ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଫୁଲ୍ଲ ମଲ୍ଲିଙ୍କୁ ସର୍କିଟ ହାଉସ ଠାରେ ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ଚାଉ ପଟ୍ଟନାୟକ ଭବ୍ୟ ସମର୍ଦ୍ଧନା ଜଣାଇଛନ୍ତି l ଉକ୍ତ କାର୍ଯ୍ୟକ୍ରମରେ କବିସୂର୍ଯ୍ୟନଗର ବିଧାୟିକା ଶ୍ରୀମତୀ ଲତିକା ପ୍ରଧାନ, ଜୀବନ ବିନ୍ଦୁ ସଂଯୋଜକ ସୁବାସ ମହାରଣା, ୩୬ନଂ ୱାର୍ଡ କର୍ପୋରେଟର ସୋନାଲି ଗନ୍ତାୟତ, ବରିଷ୍ଠ ନେତା ଜଗନ୍ନାଥ ସାବତ ଓ ଜିଲ୍ଲା ସଚିବ ମନୋଜ ମହାପାତ୍ର ଉପସ୍ଥିତ ଥିଲେ l