ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ.ଉଦୟଗିରି ବ୍ଲୋକର ମାଲିକପୋଡ଼ି ଗ୍ରାମ ପଂଚାୟତ ଠାରେ ମହତାବ ଯୁବକ ସଂଘ ତରଫରୁ ୭୬ତମ ସ୍ଵାଧିନତା ଦିବସ ଆଡମ୍ବରରେ ପାଳିତ ହୋଇଅଛି l ଏହି କାର୍ଯାକ୍ରମରେ ମୁଖ୍ୟ ଅତିଥି ଭାବରେ ଘୁ.ଉଦୟଗିରି ବ୍ଲକ୍ ଅଧ୍ୟକ୍ଷା ଶ୍ରମତୀ ସୁଶୋମା ପ୍ରଧାନ ଯୋଗୋଦେଇ ପତାକା ଉତୋଳନ କରି ମାଳିକାପୋଡ଼ି ଗ୍ରାମ ବାସୀଙ୍କୁ ଉତ୍ସାହିତ କରିଥିଲେ l ସ୍ଥାନୀୟ ସରପଞ୍ଚ ଓ ବିଭିନ ଗ୍ରାମର ଅଞ୍ଚଳବାସୀ ମଧ୍ୟ ଯୋଗ ଦେଇ ଆନନ୍ଦ ଉଲ୍ଲାସର ସହିତ ଏହି ମହାନ ପର୍ବ ପାଳନ କରିଥିଲେ l