ରାୟଗଡ ବସଷ୍ଟାଣ୍ଡ ଠାରେ ୭୯ ତମ ସ୍ବାଧିନତା ଦିବସ ପାଳିତ…..

ରାୟଗଡ(ଟିକି ଲିମା): ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ୍ ସଦର ମହକୁମା ସ୍ଥିତ ବସ ଷ୍ଟାଣ୍ଡ ସମୁଖ ରେ ୭୯ ତମ ସ୍ବାଧିନତା ଦିବସ ପାଳିତ ହୋଇଯାଇଛି l ଏଥିରେ ରାୟଗଡ  ଗୋଷ୍ଟିସ୍ଵାସ୍ଥ୍ୟ କେନ୍ଦ୍ର ଡାକ୍ତର ସବିର କୁମାର ବଳଙ୍କ ଦ୍ଵାରା ପତକା ଉତ୍ତୋଳନ କରଯାଇଥିଲା । ଏହି କାର୍ଯ୍ୟକ୍ରମକୁ ରାୟଗଡ଼ର ଯୁବ ନେତା  ପୂର୍ବତନ ସମିତି ସଭ୍ୟ ଶ୍ରୀମଫିଏଲ୍ ସ୍ୱାଲସିଂଙ୍କ ଦ୍ୱାରା ଆୟୋଜିତ ହୋଇଥିବା ବେଳେ ପ୍ରଫୁଲ୍ଲ ସ୍ୱାଲସିଂ, ଅଜିତସେନ୍ ଆନ୍ଦ୍ରପ, ଜିହବା ଚିଞ୍ଚାଣି, ଯିବିଶୀୟ ସ୍ୱାଲସିଂ, ଅଭି ସୁର ମିଶାଲ ପ୍ରମୂଖଙ୍କ ଶହ ଯୁବ ଗୋଷ୍ଟି ଉପସ୍ଥିତଥିଲେ । ପତାକା ଉତ୍ତୋଳନ ପରେ ରାୟଗଡ଼ ସହରରେ ମଟର ସାଇକେଲ ଓ ଅଟୋ ରାଲି କରାଯାଇଥିଲା ।