ନୁଆପଡ଼ା(ବିରବଲ ପ୍ରଧାନ): ନୂଆପଡା ଜିଲ୍ଲା ବୋଡେ଼ନ ବ୍ଲକ ତୀର୍ଥକ୍ଷେତ୍ର ପାତାଳଗଙ୍ଗା ଠାରେ ନୂଆପଡା ଜିଲ୍ଲା ଡିଷ୍ଟ୍ରିକ ୟୁନିୟନ ଅଫ ଜର୍ଣ୍ଣାଲିଷ୍ଟର ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ବୈଠକରେ ଜିଲ୍ଲା ସଭାପତି ସୁଶାନ୍ତ କରଙ୍କ ସଭାପତିତ୍ୱରେ ବୈଠକ ଅନୁଷ୍ଠିତ ହୋଇଥିବା ବେଲେ ସମ୍ପାଦକ ଯୁଗଳ କିଶୋର ମହାନନ୍ଦ, କୋଷାଧ୍ୟକ ବିଶିକେସନ ପଣ୍ଡା, କୋମନା ବ୍ଲକ ସଭାପତି ରଂଜିତ ପଣ୍ଡା, ଖରିଆର ବ୍ଲକ ସଭାପତି ଓମ ପ୍ରକାଶ ଚୌଧୁରୀ, ସିନାପାଲି ବ୍ଲକ ସଭାପତି ଗୟାରାମ ମେହେର, ସୀମାଞ୍ଚଳ ମହାପାତ୍ର,ଅଂଶୁମାନ ଅଗସ୍ତି, ମକାରୁ ବେମାଲ, ରାଜକିରଣ ସିଂ ଦେଓ, ବିକାଶ ଖରସେଲ, ମୃତୁଞ୍ଜୟ ପଣ୍ଡା,ଏସ ଷଡ଼ଙ୍ଗି, ରାମନାଥ ପଣ୍ଡା, ଭଗ୍ୟବାନ ମାଝୀ, ରମେଶ ଜଗତ, ଦେବଦାସ ପାଢ଼ୀ, ମାଇକଲ ନନ୍ଦ, ଶ୍ୟାମ ସୁନ୍ଦର ସଗରିଆ, ରମାକାନ୍ତ ବନ୍ଧିଛୋର, ଦୀନେଶ ଛାତ୍ରିଆ, ଗଣେଶ ଚନ୍ଦ୍ର ବାଗ, ଝମ୍ପେଶ୍ୱର ସଲମା, ଯୁଜେଷ୍ଟି ଦୀପ, ଉପେନ୍ଦ୍ର ବାଗ, ନୀଳାମ୍ବର ନାଗ, ଅଜିତ ବେହେରା, କାର୍ତିକ ମହାନନ୍ଦ, ଉପେନ୍ଦ୍ର ମଟାରି, ହରେରାମ କରୁଆଁ, ପରମେଶ୍ୱର ମେହେର, କମଲ ଚରଣ ମାଝୀ, ପ୍ରମୁଖ ଉକ୍ତ ବୈଠକରେ ଉପସ୍ଥିତ ରହିଥିଲେ ଓ ଆଗାମୀ ଦିନେ କିଭଳି ଭାବରେ ସଙ୍ଘ ତୃଣମୂଳ ସ୍ଥରରୁ ମଜବୁତ ହେବ ସେ ଉପରେ ବୈଠକରେ ଆଲୋଚନା ହୋଇଥିଲା ।