Browsing Category

ଓଡିଶା

ଲେଉଟିଲା ଶୀତ: ଘୁ.ଉଦୟଗିରିରେ ପ୍ରବଳ ଜାଡ, ସକାଳ ୧୦ଟା ପର୍ଯ୍ୟନ୍ତ ଅନୁଭୂତ ହେଉଛି ଘନ କୁହୁଡ଼ି.

ଅନୁସନ୍ଧାନ ଭାରତ(ବ୍ୟୁର): ରାଜ୍ୟରେ ଶୀତର ଲହରୀ ଫେରି ଆସିଛି I ଏହାର ପ୍ରଭାବରେ କନ୍ଧମାଳ ଜିଲ୍ଲାର ଘୁ.ଉଦୟଗିରି ସମେତ ବିଭିନ୍ନ ଅଞ୍ଚଳରେ ଶୀତ ଅନୁଭୂତ ହେଉଛି I ଶୀତର ଲହରୀ ଆରମ୍ଭ ହେବା ମାତ୍ରକେ ଘୁ.ଉଦୟଗିରି ଠାରେ ପ୍ରବଳ ଜାଡ ଅନୁଭୂତ ହେଉଛି I ସନ୍ଧ୍ୟା ହେଲେ ଥଣ୍ଡାର ପ୍ରଭାବ ଯୋଗୁଁ…
Read More...

ବେକାର ଯୁବକ ଓ ଯୁବତୀଙ୍କୁ ନିଯୁକ୍ତି ଦେବା ପାଇଁ ବ୍ଲକ ସ୍ତରୀୟ ନିଯୁକ୍ତି ମେଳା ଅନୁଷ୍ଠିତ….

ଅନୁସନ୍ଧାନ ଭାରତ(ବ୍ୟୁର): ବେକାର ଯୁବକ ଓ ଯୁବତୀଙ୍କ ନିଯୁକ୍ତି ଦେବା ପାଇଁ କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ.ଉଦୟଗିରି ବ୍ଲକ ପରିସରରେ ନିଯୁକ୍ତି ଓ ପରାମର୍ଶ ଭିତିକ ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଯାଇଛି I ଏହି ମେଳାରେ ବ୍ଲକର ୮ ଗୋଟି ଗ୍ରାମପଞ୍ଚାୟତର ବେକାର ଯୁବକ ଯୁବତୀ ଯୋଗ ଦେଇଥିଲେ I…
Read More...

ବ୍ଲକ ସ୍ତରୀୟ ନିର୍ବାଚିତ ଜନଜାତି ପ୍ରତିନିଧିଙ୍କ ଦକ୍ଷତା ଓ ସାମର୍ଥ୍ୟ ତାଲିମ ଶିବିର ଅନୁଷ୍ଠିତ….

ଅନୁସନ୍ଧାନ ଭାରତ(ବ୍ୟୁର): ସ୍ଥାନୀୟ ବ୍ଲକ ପରିସର ମଧ୍ୟରେ ଥିବା ପ୍ରେଖ୍ୟାଳୟ ଠାରେ ଘୁ.ଉଦୟଗିରି ବିଡିଓ ଆଶିଷ ତ୍ରିପାଠୀଙ୍କ ଆବାହନ କ୍ରମେ ଘୁ.ଉଦୟଗିରି ଏବଂ ରାଇକିଆ ପଞ୍ଚାୟତ ସ୍ତରୀୟ ନିର୍ବାଚିତ ଜନଜାତି ପ୍ରତିନିଧିଙ୍କ ଉପସ୍ଥିତିରେ ଦକ୍ଷତା ଓ ସାମର୍ଥ୍ୟ ତାଲିମ ଶିବିର ଅନୁଷ୍ଠିତ…
Read More...

ପାନୀୟ ଜଳ ଯୋଗାଣରେ ଅବ୍ୟବସ୍ଥାକୁ ନେଇ ତାତିଲେ ମହିଳା, ସମସ୍ୟାର ସମାଧାନ ନ ହେଲେ ଅନିର୍ଦ୍ଦିଷ୍ଟ କାଳ ପାଇଁ…

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ସ୍ଥିତ କ୍ଲବ ସାହି ଠାରେ ପାନୀୟ ଜଳ ଯୋଗାଣରେ ହେଉ ଥିବା ଅବ୍ୟବସ୍ଥାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି I ଆଜି କ୍ଲବ ସାହିର ମହିଳାମାନେ ପାନୀୟ ଜଳ ଯୋଗାଣରେ ହେଉଥିବା ସମସ୍ୟାକୁ ନେଇ ଘୁ.ଉଦୟଗିରି…
Read More...

ବାତ୍ୟା ‘ଜୱାଦ’ର ପ୍ରଭାବରେ ଲଗାଣ ବର୍ଷା ସାଙ୍ଗକୁ ପ୍ରବଳ ଥଣ୍ଡା….

ଅନୁସନ୍ଧାନ ଭାରତ(ବ୍ୟୁର): ବାତ୍ୟା 'ଜୱାଦ'ର ପ୍ରଭାବରେ ଘୁ.ଉଦୟଗିରି ଠାରେ ଲଗାଣ ବର୍ଷା ଜାରୀ ରହିଛି I ଯାହା ପାଇଁ ସମ୍ପୂର୍ଣ୍ଣ ସହରର ଜନସାଧାରଣ ଅସ୍ତବ୍ୟସ୍ତ I ଲଗାଣ ବର୍ଷା ସାଙ୍ଗକୁ ପ୍ରବଳ ଥଣ୍ଡା ମଧ୍ୟ ଅନୁଭୂତ ହେଉଛି I ଘୁ.ଉଦୟଗିରି ଠାରେ ବର୍ଷା ମାପକ କିମ୍ବା ଥଣ୍ଡା ମାପକ ଯନ୍ତ୍ର…
Read More...

ପ୍ରଶାସନ ଦୃଷ୍ଟି ଆଢୁଆଳରେ କଳିଙ୍ଗା ବୋଟାନିକାଲ ଗାର୍ଡେନ, କାର୍ଯ୍ୟାଳୟରେ ଅଧିକାଂଶ ସମୟରେ ତାଲା ଝୁଲୁଥିବା ଅଭିଯୋଗ…

ଅନୁସନ୍ଧାନ ଭାରତ(ବ୍ୟୁର): ଘୁ.ଉଦୟଗିରି ବ୍ଲକ ଅଧୀନସ୍ଥ କଳିଙ୍ଗା ଗ୍ରାମ ପଞ୍ଚାୟତରେ ଥିବା ବୋଟାନିକାଲ ଗାର୍ଡେନ ବହୁ ପୁରାତନ ଅଟେ I ଏହା ମଧ୍ୟରେ ବିଭିନ୍ନ ପ୍ରକାର ବହୁ ପୁରାତନ ଶାଳ, ପାଇନ, ନାଗେଶ୍ୱର, ବାଉଁଶ, ଝାଉଁ ଏବଂ ବିଭିନ୍ନ ଔଷଧୀୟ ଗଛ ଲାଗିଛି I ପ୍ରାୟ ୯୦ ଏକରରୁ ଉର୍ଧ୍ଵ ହେବ…
Read More...

କେକ କାଟି ଆନନ୍ଦ ଉଲ୍ଲାସର ସହ ବଡ଼ ଦିନକୁ ସ୍ୱାଗତ କଲେ ଖ୍ରୀଷ୍ଟଧର୍ମାବଲମ୍ବୀ…..

ଅନୁସନ୍ଧାନ ଭାରତ(ବ୍ୟୁର): ଡିସେମ୍ବର ମାସ ପହିଲାରୁ ବଡ଼ ଦିନକୁ ସ୍ୱାଗତ କରିଛନ୍ତି ଖ୍ରୀଷ୍ଟଧର୍ମୀବଲମ୍ବି I ସନ୍ଧ୍ୟା ସମୟରେ ଘୁ.ଉଦୟଗିରି ଅଞ୍ଚଳରେ ଥିବା ବିଭିନ୍ନ ଚର୍ଚ୍ଚକୁ ଯାଇ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଉଦେଶ୍ୟରେ କ୍ୟାଣ୍ଡେଲ ଜାଳି ପ୍ରାର୍ଥନା କରିଛନ୍ତି I ଆଜି କନ୍ଧମାଳ ଜିଲ୍ଲା…
Read More...

ବିଶ୍ୱ ଏଡସ ଦିବସରେ ସ୍ବେଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ…..

ଅନୁସନ୍ଧାନ ଭାରତ(ବ୍ୟୁର): ଆଜି ବିଶ୍ୱ ଏଡସ ଦିବସ ଅବସରରେ ସଂଜୀବନୀ ପାଥୋଲୋଜି ପକ୍ଷରୁ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସର ମଧ୍ୟରେ ଡାକ୍ତର ଶକ୍ତିକାନ୍ତ ମଲ୍ଲିକଙ୍କ ଦ୍ୱାରା ସ୍ବେଛାକୃତ ରକ୍ତଦାନ ଶିବିରର ଶୁଭ ଉଦଘାଟନ ହୋଇଯାଇଛି I 2014 ମସିହାରୁ ସଂଜୀବନୀ ପାଥୋଲୋଜି ତରଫରୁ ଏହି…
Read More...

ଓଃ କି ଜାଡ, ଜାଡରେ ଅସ୍ତବ୍ୟସ୍ତ ଘୁ.ଉଦୟଗିରି….

ଅନୁସନ୍ଧାନ ଭାରତ(ବ୍ୟୁର): ରାଜ୍ୟରେ ଏବେ ଶୀତର ଲହରୀ ଜାରୀ ରହିଛି I ଏହାର ପ୍ରଭାବରେ କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ.ଉଦୟଗିରି ଠାରେ ପ୍ରବଳ ଜାଡ଼ ଅନୁଭବ ହେଉଛି I ଘୁ.ଉଦୟଗିରି ଅଞ୍ଚଳର ପାରଦ ଦିନକୁ ଦିନ ତଳକୁ ଖସୁ ଥିବାର ଅନୁମାନ କରାଯାଉଛି I ଯାହାରି ଫଳରେ ରାତି ଏବଂ ଦିନ ସାରା ପ୍ରବଳ ଜାଡ଼…
Read More...

ସମ୍ଭାବ୍ୟ ତୃତୀୟ ଲହର ପ୍ରତିହତ ପାଇଁ ପୂର୍ଣ୍ଣସଜାଗ ହେବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ: କୋଭିଡ୍ ନିୟମଗୁଡ଼ିକର…

ଅନୁସନ୍ଧାନ ଭାରତ(ବ୍ୟୁର): କୋଭିଡ୍-୧୯ ର ସମ୍ଭାବ୍ୟ ତୃତୀୟ ଲହର ପ୍ରତିରୋଧ ନିମନ୍ତେ ପୂର୍ଣ୍ଣ ପ୍ରସ୍ତୁତ ଓ ସକ୍ରିୟ ରହିବାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ସବୁ ଜିଲ୍ଲାର ଜିଲ୍ଲାପାଳ, ଏସ୍.ପି. ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି I…
Read More...