Browsing Category

ଓଡିଶା

୨୨ବର୍ଷ ପରେ ମଧ୍ୟ କାର୍ଯ୍ୟକ୍ଷମ ହୋଇ ପାରୁନାହିଁ ଘୁ.ଉଦୟଗିରି ବସ ଷ୍ଟାଣ୍ଡ…..

ଅନୁସନ୍ଧାନ ଭାରତ(ବ୍ୟୁର): ଘୁ.ଉଦୟଗିରି ଏନଏସିରେ ବସଷ୍ଟାଣ୍ଡ ନିର୍ମାଣ ପାଇଁ ଏବେି ପ୍ରାୟ ୧କୋଟିରୁ ଉର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ ହୋଇ ସାରିଛି I ହେଲେ ୨୨ ବର୍ଷ ବିତି ଯାଇଥିଲେ ମଧ୍ୟ କାର୍ଯ୍ୟକ୍ଷମ ହୋଇ ପାରୁ ନାହିଁ ଶ୍ରୀରାମ ପଦା ବସଷ୍ଟାଣ୍ଡ I ବସଷ୍ଟାଣ୍ଡର ଆନୁଷଙ୍ଗିକ ବଜାର ଗୃହ ,ଶୌଚାଳୟ,…
Read More...

ଦୁଇଟି ପର୍ଯ୍ୟାୟରେ ୩୯୮୧ଟି ସ୍କୁଲ ରୂପାନ୍ତରିତ, ପିଲାଙ୍କ ଭିତରେ ମୁଁ ଭବିଷ୍ୟତ ଓଡିଶାର ଝଲକ…

ଅନୁସନ୍ଧାନ ଭାରତ(ବ୍ୟୁର): ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଦ୍ବିତୀୟ ପର୍ଯ୍ୟାୟର ଷଷ୍ଠ ତଥା ଶେଷ ଦିବସରେ ୫ଟି ଜିଲ୍ଲାର ୪୧୬ଟି ରୂପାନ୍ତରିତ ସ୍କୁଲକୁ ଲୋକାର୍ପିତ କରିଛନ୍ତି। ଏହାଦ୍ବାରା ଦୁଇଟି ପର୍ଯ୍ୟାୟରେ ସମୁଦାୟ ୩୯୭୮ଟି ସ୍କୁଲ ରୂପାନ୍ତରିତ ହୋଇଛି। ପ୍ରଥମ ପର୍ଯ୍ୟାୟରେ 1075…
Read More...

ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଷ୍ଟେଟ୍ ଆନିମଲ୍‌ ହେଲ୍ପ ଲାଇନ, ଟେଲି ଭେଟେରିନାରୀ ସେବା ଓ ମତ୍ସ୍ୟ ଓ ପ୍ରାଣୀସଂପଦ…

ଅନୁସନ୍ଧାନ ଭାରତ(ବ୍ୟୁର): ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଅନ୍ଲାଇନ ଜରିଆରେ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗର ରାଜ୍ୟସ୍ତରୀୟ ପ୍ରାଣୀସେବା ହେଲ୍ପ ଲାଇନ (State Animal Helpline) ସହିତ ଅନେକ ନୂଆ ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ଜନସାଧାରଣଙ୍କୁ ନିବେଦନ…
Read More...

ମଣ୍ଡାସରୁ ପର୍ଯ୍ୟଟନ ସ୍ଥଳୀ ଭିତରେ ଥିବା ମାଁ ମେରୀଙ୍କ ପ୍ରତିମୂର୍ତ୍ତି ସୁରକ୍ଷାକୁ ନେଇ ବନବିଭାଗ ଓ ସଂଖ୍ୟା ଲଘୁ…

ଅନୁସନ୍ଧାନ ଭାରତ(ବ୍ୟୁର): ସବୁଜ ବନାନୀରେ ପରିପୂର୍ଣ୍ଣ କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ଅନ୍ତର୍ଗତ ମଣ୍ଡାସରୁ ଅଞ୍ଚଳ I କ୍ୟାଥଲିକ ଚର୍ଚ୍ଚ ପଛ ପଟ ସବୁଜ ବନାନୀରେ ପରିପୂର୍ଣ୍ଣ ପାହାଡ଼ ଜଙ୍ଗଲର ସୁନ୍ଦର ପରିବେଶରେ ପୂର୍ବପୁରୁଷରୁ ଅର୍ଥାତ ବ୍ରିଟିଶ ଶାସନ ସମୟରୁ ହିଁ ମାଁ ମେରୀ ପୂଜା…
Read More...

୪୮୮ ଓ ୬୬୨ ମହାବିଦ୍ୟାଳୟ କର୍ମଚାରୀଙ୍କ ସପ୍ତମ ବେତନ କମିଶନ ଲାଗୁ ପ୍ରକ୍ରିୟାର ପୁନଃ ବିଚାର କରିବାକୁ ଦାବି….

ଅନୁସନ୍ଧାନ ଭାରତ(ବ୍ୟୁର): ଜୋର୍‌ ଧରିଲା ମହାବିଦ୍ୟାଳୟ କର୍ମଚାରୀଙ୍କ ସପ୍ତମ ବେତନ କମିଶନ ଲାଗୁ ପ୍ରକ୍ରିୟାର ପୁନଃ ବିଚାର କରିବାକୁ ଦାବି । ତା-୦୫.୦୬.୨୦୨୨ ଦିଗରେ କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରିଠାରେ ୪୮୮ ଓ ୬୬୨ ବର୍ଗର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତଥା ମହାବିଦ୍ୟାଳୟରେ କାର୍ଯ୍ୟରତ…
Read More...

ବିଶୁଦ୍ଧ ପାନୀୟ ଜଳ ଓ ବିଦ୍ୟୁତ ସେବା ପାଇବାରୁ ବଞ୍ଚିତ କୁଡୁତୁଲି ଗ୍ରାମପଞ୍ଚାୟତ ବାସୀ….

ଅନୁସନ୍ଧାନ ଭାରତ(ବ୍ୟୁର): ଭାରତ ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ମଧ୍ୟ ମୌଳିକ ସୁବିଧାରୁ ବଞ୍ଚିତ ସାଧାରଣ ଜନତା I କନ୍ଧମାଳ ଜିଲ୍ଲା କେ. ନୂଆଗାଁ ବ୍ଲକ କୁଡୁତୁଲି ଗ୍ରାମପଞ୍ଚାୟତ ଏହି ଘଟଣା ଦେଖା ଦେଇଛି I ଏହି ଅଞ୍ଚଳର ବାସୀନ୍ଧାଙ୍କୁ ସ୍ୱଚ୍ଛ ପାନୀୟ ଜଳ ଓ ବିଜୁଳି ଆଲୁଅ ବର୍ତ୍ତମାନ ସୁଦ୍ଧା…
Read More...

ସ୍କୁଲ ରୂପାନ୍ତରଣର ଦ୍ବିତୀୟ ପର୍ଯ୍ୟାୟର ଦ୍ବିତୀୟ ଦିନରେ ୫ଟି ଜିଲ୍ଲାର ୫୩୧ଟି ରୂପାନ୍ତରିତ ସ୍କୁଲ ଲୋକାର୍ପିତ,ସ୍କୁଲ…

ଅନୁସନ୍ଧାନ ଭାରତ(ବ୍ୟୁର): ସ୍କୁଲ ରୂପାନ୍ତର କେବଳ ବିଦ୍ୟାଳୟର ଭୌତିକ ରୂପରେ ପରିବର୍ତ୍ତନ ଆଣିନି, ତାସହିତ ପିଲାମାନଙ୍କ ମାନସିକତା ଉପରେ ମଧ୍ୟ ସକାରାତ୍ମକ ପ୍ରଭାବ ପକାଇଛି I ପାଠ ସହ ଖେଳ ଆଦି creative talent ର ବିକାଶ ପାଇଁ ସୁଯୋଗ ଆଣିଛି..ସେମାନଙ୍କ ବ୍ୟକ୍ତିତ୍ବକୁ ମଧ୍ୟ ବିକଶିତ…
Read More...

ଘୁ.ଉଦୟଗିରି ଥାନାରେ ଫେଲ ମାରିଛି ‘ମୋ ସରକାର’ ଯୋଜନା ?? ଅଞ୍ଚଳ ବାସୀଙ୍କ ନିମନ୍ତେ ନ୍ୟାୟ ଭିକ୍ଷା ପାଇଁ…

ଅନୁସନ୍ଧାନ ଭାରତ(ବ୍ୟୁର): ଥାନାରେ ଲେଖା ହୋଇଛି ଆମେ ସମସ୍ତଙ୍କୁ ସମାଦରରେ କଥା ହେବୁ I କିନ୍ତୁ ଘୁ.ଉଦୟଗିରି ପୁଲିସ କାହା ସହିତ ମଧ୍ୟ ସମାଦରରେ କଥା ହେଉ ନାହିଁ I ସମାଦରରେ କଥା ହେବା ବଦଳରେ ଅସଦ ବ୍ୟବହାର କରୁ ଛନ୍ତି I ଏହା ଅନ୍ୟ କେହି ନୁହେଁ କନ୍ଧମାଳ ଜିଲ୍ଲାର ଜିଲ୍ଲା ପରିଷଦ…
Read More...

ବୌଦ୍ଧ-କନ୍ଧମାଳ ଖ୍ରୀଷ୍ଟୀୟ ଉଦଯୋଗୀ ସମ୍ମିଳନୀର ୪୭ ତମ ବାର୍ଷିକ ଅଧିବେଶନ ଅନୁଷ୍ଠିତ……

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳର ମାଣ୍ଡିପଙ୍କା ଗ୍ରାମରେ ବୌଦ୍ଧ-କନ୍ଧମାଳ ଖ୍ରୀଷ୍ଟୀୟ ଉଦଯୋଗୀ ସମ୍ମିଳନୀର ୪୭ ତମ ବାର୍ଷିକ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି I ଏହା ଗତ ମଇ ମାସ ୩୧ରୁ ଆରମ୍ଭ ହୋଇ ଜୁନ ଦୁଇ ତାରିଖ…
Read More...

ଘୁ.ଉଦୟଗିରି ଏନଏସିର ୱାର୍ଡ ୧ ଅର୍ଥାତ ଉପାଧ୍ୟକ୍ଷଙ୍କ ୱାର୍ଡରେ ଉତ୍କଟ ପାନୀୟ ଜଳ ସମସ୍ୟା, ବାରମ୍ବାର ଅଭିଯୋଗ ପରେବି…

ଅନୁସନ୍ଧାନ ଭାରତ(ବ୍ୟୁର): ଵିଜ୍ଞାପିତ ଅଞ୍ଚଳ ପରିଷଦର ଉପାଧ୍ୟକ୍ଷଙ୍କ ୱାର୍ଡରେ ପାନୀୟ ଜଳ ପାଇଁ ଡହଳ ବିକଳ ୱାର୍ଡ ବାସୀ I ବାରମ୍ବାର ଅଭିଯୋଗ ପରେ ମଧ୍ୟ ସମସ୍ୟା ସମାଧାନ ପାଇଁ ଉପାଦକ୍ଷଙ୍କ ତତ୍ପରତା ଦେଖା ଦେଉନ ଥିବାରୁ ଉପାଧ୍ୟକ୍ଷଙ୍କ ଉପରୁ ୱାର୍ଡ ବାସୀଙ୍କ ଆସ୍ଥା ତୁଟୁ ଥିବା…
Read More...