Browsing Category
ଓଡିଶା
ଘୁ.ଉଦୟଗିରି ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ “ସୁରଭି” କାର୍ଯ୍ୟକ୍ରମ…
ଅନୁସନ୍ଧାନ ଭାରତ(ବ୍ୟୁର): ଘୁ.ଉଦୟଗିରି ସ୍ଥିତ ଶ୍ରୀରାମପଦା ଠାରେ ଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଠାରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଦିବ୍ୟପ୍ରକାଶ ପ୍ରଧାନଙ୍କ ତତ୍ବାବଧାନରେ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ "ସୁରଭି" କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଉକ୍ତ କାର୍ଯ୍ୟକ୍ରମରେ ଘୁ.ଉଦୟଗିରି…
Read More...
Read More...
ଦୀର୍ଘ ୨୭ ବର୍ଷର ସଂଘର୍ଷ ପରେ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶ କ୍ରମେ କାର୍ଯ୍ୟଭାର ଗ୍ରହଣ କଲେ ପି.ଇ.ଟି…
ଅନୁସନ୍ଧାନ ଭାରତ(ବ୍ୟୁର): ଦୀର୍ଘ ୨୭ ବର୍ଷ ଆଇନ ଲଢେ଼ଇ ପରେ ନ୍ୟାୟ ପାଇଛନ୍ତି ବନଶ୍ରୀ ବାଳିକା ଉଚ୍ଚ ବିଦ୍ୟାଳୟର ପିଇଟି ଶିକ୍ଷୟତ୍ରୀ I ଆଇନର ଲଢେଇରେ ବିଜୟ ହୋଇ ଆଜି ନିଜ କାର୍ଯ୍ୟଭାର ଗ୍ରହଣ କରିଛନ୍ତି I ମାନ୍ୟବର କୋର୍ଟଙ୍କ ଠାରୁ ନ୍ୟାୟ ପାଇ ଥିବାରୁ ବେଶ ଖୁସି ବ୍ୟକ୍ତ କରିବା ସହ…
Read More...
Read More...
ଘୁ.ଉଦୟଗିରିରେ ସକ୍ରିୟ ମୁରୁମ ମାଫିଆ ହେଲେ ନିଷ୍କ୍ରିୟ ପ୍ରଶାସନ, ରାତି ଅଧିଆ ଚାଲାଣ ହେଉଛି ଟ୍ରକ ଟ୍ରକ…
ଅନୁସନ୍ଧାନ ଭାରତ(ବ୍ୟୁର): ଘୁ.ଉଦୟଗିରି ଅଞ୍ଚଳରେ ମୁରୁମ ମାଫିଆ ସକ୍ରିୟ ହୋଇ ଉଠି ଥିବା ବେଳେ ସ୍ଥାନୀୟ ପ୍ରଶାସନ ନିଷ୍କ୍ରିୟ ଥିବା ଦେଖା ଦେଇଛି I କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ. ଉଦୟଗିରି ଠାରେ ଦିନକୁ ଦିନ ମୁରୁମ ମାଫିଆଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଇବା ସହ ଅବାଧ ମୁରୁମ ଚୋରା ଚାଲାଣ ହେଉ…
Read More...
Read More...
ରାଜ୍ୟର ଅଣ ବିଜେପି ଓ ଅଣ ବିଜେଡ଼ି ରାଜନୈତିକ ଦଳ ଗୋଷ୍ଠିର ବୈଠକ ଅନୁଷ୍ଠିତ, ନଭେମ୍ବରରେ ରାୟଗଡ଼ା ଓ ରାଉରକେଲରେ ଏବଂ…
ଅନୁସନ୍ଧାନ ଭାରତ(ବ୍ୟୁର): ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ପିସିସି ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅଣ ବିଜେପି ଓ ଅଣ ବିଜେଡ଼ି ରାଜନୈତିକ ଦଳ ଗୋଷ୍ଠିର ନେତୃବୃନ୍ଦ ମାନଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ନେତୃବୃନ୍ଦଙ୍କ ପରାମର୍ଶ କ୍ରମେ ୧୬ ଟି…
Read More...
Read More...
‘ସାଂପ୍ରଦାୟିକ ସଦଭାବନା ହିଁ ସାମାଜିକ ବିକାଶର ମୂଳମନ୍ତ୍ର’ ଆଲୋଚନା ଚକ୍ର ଅନୁଷ୍ଠିତ….
ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ. ଉଦୟଗିରି ଠାରେ ଥିବା କଳିଙ୍ଗ ମହାବିଦ୍ୟାଳୟ ଠାରେ 'ସାଂପ୍ରଦାୟିକ ସଦଭାବନା ହିଁ ସାମାଜିକ ବିକାଶର ମୂଳମନ୍ତ୍ର' ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଛି । ଏହି ଆଲୋଚନା ଚକ୍ରରେ ସମାଜରେ ଭାଇଚାରା ସୃଷ୍ଟି ହେବା ଅର୍ଥ ବିକାଶ ସୁଦୃଢ଼ ହେବା…
Read More...
Read More...
ଦାରିଙ୍ଗବାଡ଼ି ଠାରେ ବିଜୁ ଜନତା ଦଳର ଜନ ସମ୍ପର୍କ ପଦ ଯାତ୍ରା ଅନୁଷ୍ଠିତ…
ଅନୁସନ୍ଧାନ ଭାରତ(ବ୍ୟୁର): ଅକ୍ଟୋବର ୨ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ଠାରୁ ଡିସେମ୍ବର ୨୬ ତାରଖ ପର୍ଯ୍ୟନ୍ତ ସାରା ରାଜ୍ୟରେ ବିଜୁ ଜନତା ଦଳ ପକ୍ଷରୁ ଜନ ସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଯାଇଛି । ଏହି ଅବସରରେ କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ନିର୍ବାଚନ ମଣ୍ଡଳୀ ପକ୍ଷରୁ ଦାରିଙ୍ଗବାଡ଼ି ଠାରେ…
Read More...
Read More...
ଗାନ୍ଧୀ ଜୟନ୍ତୀ ଅବସରରେ ବ୍ରାହ୍ମଣୀଗାଁ ବନାଞ୍ଚଳ କାର୍ଯ୍ୟାଳୟ ପକ୍ଷରୁ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ…
ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଧିନସ୍ତ ବ୍ରାହ୍ମଣୀଗାଁ ବନାଞ୍ଚଳ କାର୍ଯ୍ୟାଳୟ ପକ୍ଷରୁ ଗାନ୍ଧୀ ଜୟନ୍ତୀ ଅବସରରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ କାରାଯାଇଛି। ବନାଞ୍ଚଳ ଅଧିକାରୀ ବିରେନ୍ଦ୍ର କୁମାର ପଟ୍ଟନାୟକଙ୍କ ନେତୃତ୍ୱରେ ବନାଞ୍ଚଳ ଅଧିନସ୍ତ ସମସ୍ତ ବନପାଳ,…
Read More...
Read More...
ଚିନାସାରିରେ ମହାତ୍ମାଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ……
ଅନୁସନ୍ଧାନ ଭାରତ(ବ୍ୟୁର): ଗୁଣପୁର ବ୍ଲକ ଅନ୍ତର୍ଗତ ଚିନାସାରିରେ ମହାତ୍ମାଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀରେ ସମସ୍ତଙ୍କୁ ପ୍ରେରଣା ଦେବା ନିମନ୍ତେ ଚିନାସାରି ପଞ୍ଚାୟତରେ ପଞ୍ଚାୟତ ପ୍ରତିନିଧି, ଅଙ୍ଗନବାଡି, ଆଶା ଦିଦି, ମେଡ଼ିକାଲ କର୍ମଚାରୀ, ନେତାଜୀ ଉଚ୍ଚ ବିଦ୍ୟାଳୟ ମିଳିତ ଭାବେ ଗ୍ରାମ…
Read More...
Read More...
ଗଜପତିର ଗଣମାଧ୍ୟମ ପ୍ରତିନିଧିଙ୍କ ଐତିହାସିକ ବୃନ୍ଦାବନ ପ୍ୟାଲେସରେ ବନ୍ଧୁମିଳନ……
ଅନୁସନ୍ଧାନ ଭାରତ(ବ୍ୟୁର) : ଗଜପତି ଜିଲ୍ଲାର ବିଭିନ୍ନ ଗଣମାଧ୍ୟମର ପ୍ରତିନିଧିମାଙ୍କ ବନ୍ଧୁମିଳନ କାର୍ଯ୍ୟକ୍ରମ ଗତକାଲି ଅନୁଷ୍ଠିତ ହୋଇଯାଇଛି । ପାରଳାଖେମୁଣ୍ଡି ସହରର ଐତିହାସିକ ବୃନ୍ଦାବନ ପ୍ୟାଲେସରେ ପରିସରରେ ଆୟୋଜିତ ଏହି ବନ୍ଧୁମିଳନ କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାସ୍ତରୀୟ ଏବଂ ବ୍ଲକ…
Read More...
Read More...
କଂଗ୍ରେସର ନୀତି ଆଦର୍ଶକୁ ଭଲ ପାଇ କଂଗ୍ରେସରେ ଯୋଗ ଦେଲେ ବହୁ ଯୁବକ ଯୁବତୀ…..
ଅନୁସନ୍ଧାନ ଭାରତ(ବ୍ୟୁର): କଂଗ୍ରେସର ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ତଥା ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ପ୍ରତି ଦୃଢ଼ ଆସ୍ଥା ପ୍ରକଟ କରି ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀର ବହୁ ଶିକ୍ଷିତ ଯୁବକ ଯୁବତୀ ପ୍ରଦେଶ କଂଗ୍ରେସ ମୁଖପାତ୍ର ଶ୍ରୀ ରଜନୀ ମହାନ୍ତିଙ୍କ…
Read More...
Read More...