ଜନ ବିକାଶ ସ୍ବେଆଚ୍ଛାସେବୀ ଅନୁଷ୍ଠାନ ଦ୍ୱାରା କନ୍ଧମାଳରେ କରୋନା ସଚେତନ କାର୍ଯ୍ୟକ୍ରମ..

ଅନୁସନ୍ଧାନ ଭାରତ(ବ୍ୟୁର): ୦୪/୦୬/୨୦୨୧ ରିଖ ଦିନ ଠାରୁ ସ୍ବେଚ୍ଛାସେବୀ ସଂସ୍ଥା ଜନବିକାଶ ଓ ସରକାରୀ ଅଧିକାରୀମାନଙ୍କ ମିଳିତ ଆନୁକୂଲ୍ୟରେ କନ୍ଧମାଳ ଜିଲ୍ଲାର ବିଭିନ୍ନ ବ୍ଲକ ସହିତ କ.ନୂଆଗାଁ ବ୍ଲକର ବିଭିନ୍ନ ଗ୍ରାମ ,ଗୁଡ଼ିକରେ କୁଇ ଗୀତ ଓ ପ୍ରଚାର ମାଧ୍ୟମରେ ଲୋକମାନଙ୍କୁ ସଚେତନ ବାର୍ତା…
Read More...

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା : ଚଳିତ ବର୍ଷର ଦ୍ବାଦଶ ଶ୍ରେଣୀ ପରୀକ୍ଷା ବାତିଲ….

ପରୀକ୍ଷା ଠାରୁ ଛାତ୍ରଛାତ୍ରୀଙ୍କ ଜୀବନ ବହୁ ଅଧିକ ଗୁରୁତ୍ବପୂର୍ଣ୍ଣ:ମୁଖ୍ୟମନ୍ତ୍ରୀ ଅନୁସନ୍ଧାନ ଭାରତ(ବ୍ୟୁର): ସାରା ଦେଶରେ କୋଭିଡ ମହାମାରୀର ଦ୍ବାତୀୟ ଲହର ବର୍ତ୍ତମାନ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି କରିଛି । ଏଥିରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ପିଲାମାନଙ୍କ ପାଠପଢା ଓ…
Read More...

ବିଦ୍ୟୁତ ଆଘାତରେ ଛାତ୍ର ମୃତ…

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଲକ ସିର୍ଲା ଗ୍ରାମ ପଞ୍ଚାୟତର ପସରଡ଼ି ଗ୍ରାମରେ ଏକ ଦୁଃଖ ଘଟଣା ଘଟିଛି I ବିଦ୍ୟୁତ ତାରରେ ଲାଗି ଜଣେ ଦଶମ ଶ୍ରେଣୀର ଛତ୍ରଙ୍କ ମୃତ୍ୟୁ ଘଟି ଥିବା ଅଭିଯୋଗ ହୋଇଛି I ସୂଚନା ଅନୁସାରେ କନ୍ଧମାଳ ଜିଲ୍ଲା ଅଧିନସ୍ଥ ତୁମୁଡ଼ିବନ୍ଧ ବ୍ଲକ…
Read More...

ଦାରିଙ୍ଗବାଡ଼ିରେ ବିଦ୍ୟୁତର ଲୁଚକାଳି ଖେଳ: ଅନଲାଇନ ସେବା ପାଇବାରୁ ଛାତ୍ରଛାତ୍ରୀ ବଞ୍ଚିତ ହେଉଥିବା ସହ ହନ୍ତସନ୍ତ…

ଅନୁସନ୍ଧାନ ଭାରତ(ବ୍ୟୁର): ଦାରିଙ୍ଗବାଡ଼ି ବ୍ଲକ ଅଂଚଳର ବିଦ୍ୟୁତର ଲୁଚକାଳୀ ଖେଳ ଯୋଗୁଁ ବିଦ୍ୟୁତ ଉପଭୋକ୍ତା ନାହିଁନଥିବା ସମସ୍ୟାର ସମ୍ମୁଖିନ ହେଉଛନ୍ତି I ଟିକିଏ ପବନ ହେଉ କିମ୍ବା ଟିକିଏ ବର୍ଷା ହେଉ ବିଦ୍ୟୁତ ବିଭାଗ ମାନମାନୀ ଆରମ୍ଭ କରୁଛି ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି I ଲୋକଙ୍କୁ…
Read More...

ବାତ୍ୟା କ୍ଷୟକ୍ଷତି ଓ ପୁନରୁଦ୍ଧାର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ….

ବାତ୍ୟା ପରିଚାଳନା ସଂପର୍କିତ ବିଭିନ୍ନ ପଦକ୍ଷେପ ସଂପର୍କରେ ଡକୁମେଣ୍ଟେସନ୍‌ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ I ଭବିଷ୍ୟତ ବିପର୍ଯ୍ୟୟ ପରିଚାଳନା ପାଇଁ ଶିକ୍ଷଣୀୟ ହେବ – ମୁଖ୍ୟମନ୍ତ୍ରୀ I ବାତ୍ୟା କ୍ଷୟକ୍ଷତି ପରିମାଣ ୬୧୦ କୋଟି ଟଙ୍କା  I ଅନୁସନ୍ଧାନ ଭାରତ(ବ୍ୟୁର): ମୁଖ୍ୟମନ୍ତ୍ରୀ…
Read More...

ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ….

ଅନୁସନ୍ଧାନ ଭାରତ(ବ୍ୟୁର): ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି I ଏହି ଶୋକବାର୍ତାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ବର୍ଗତ ରାଉତରାୟଙ୍କୁ ଜଣେ ଲୋକପ୍ରିୟ ରାଜନେତା ତଥା ଅମାୟିକ ବ୍ୟକ୍ତିତ୍ବ ଭାବରେ ବର୍ଣନା…
Read More...

ଶିଆଳୀ ପତ୍ରରେ ପ୍ରସ୍ତୁତ ପୋଷାକ ଓ ତୁଣ୍ଡି ଫୋଟ ବେଶ ଭାଇରାଲ ହେବାରେ ଲାଗିଛି, ଚର୍ଚ୍ଚାରେ ଦାରିଙ୍ଗବାଡ଼ିର ଚାରି…

ଅନୁସନ୍ଧାନ ଭାରତ(ବ୍ୟୁର): କିଛି ଦିନ ହେବ ଶିଆଳି ପତ୍ରରେ ପ୍ରସ୍ତୁତ ପୋଷାକ ଓ ତୁଣ୍ଡି ପିନ୍ଧା ଫୋଟ ବେସ୍ ଭାଇରାଲ ହେବାରେ ଲାଗିଛି I ମୁଣ୍ଡରେ ଫୁଲ ଓ ପତ୍ରରେ ସଜା ହୋଇଥିବା ବେଳେ ଡାଳ , ପତ୍ର ଏବଂ ଫୁଲରେ ଅତି ସୁନ୍ଦର ଭାବେ ସଜା ହୋଇଛି ପୋଷାକ I ଏହା ଏବେ ମୋବାଇଲରୁ ମୋବାଇଲ ଘୁରି ବୁଲୁଛି…
Read More...

ଟିକାବାଲି ବ୍ଲକ କାର୍ଯ୍ୟରତ ସାମ୍ବାଦିକଙ୍କ ତରଫରୁ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଦାବୀପତ୍ର ପ୍ରଦାନ….

ଅନୁସନ୍ଧାନ ଭାରତ(ବ୍ୟୁର): ଆଜି ଟିକାବାଲି ବ୍ଲକ କାର୍ଯ୍ୟରତ ସାମ୍ବାଦିକଙ୍କ ତରଫରୁ ଟିକାବାଲି ବ୍ଲକର ଗୋଷ୍ଟି ଉନୟନ ଅଧିକାରୀ ଫକୀର ଚରଣ ପରିଡ଼ାଙ୍କୁ ଏକ ଦାବୀ ପତ୍ର ଦିଆଯାଇଛି I ସରକାର ସାମ୍ବାଦିକଙ୍କୁ କୋଭିଡି ଯୋଦ୍ଧା ଭାଵରେ ଘୋଷଣା କରିଥିଲେ ସୁଧା ଜିଲ୍ଲାରେ ଅନେକ ସମୟରେ…
Read More...

ଜାତୀୟ ମାନବାଧିକାର ଆୟୋଗର ଅଧକ୍ଷ ଭାବେ ଦାୟିତ୍ୱ ନେଲେ ବିଚାରପତି ଜଷ୍ଟିସ୍‍ ଅରୁଣ କୁମାର ମିଶ୍ର…

ଅନୁସନ୍ଧାନ ଭାରତ(ବ୍ୟୁର): ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍‍ ଅରୁଣ କୁମାର ମିଶ୍ର ଆଜି ଜାତୀୟ ମାନବାଧିକାର ଆୟୋଗର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି I ରାଷ୍ଟ୍ରପତି ରାମନାଥ କୋବିନ୍ଦ ଜଷ୍ଟିସ୍‍ ମିଶ୍ରଙ୍କୁ ଏହି ନିଯୁକ୍ତି ପ୍ରଦାନ କରିଛନ୍ତି I ଏଥିପାଇଁ ଏକ ଉଚ୍ଚସ୍ତରୀୟ କମିଟି…
Read More...

ଆମ୍ବୁଲାନ୍ସ ପହଁଚିବା ବିଳମ୍ବ ହେତୁ ପ୍ରସ୍ତୁତିଙ୍କ ମୃତୁ ଅଭିଯୋଗ, ନବଜାତ ଶିଶୁ ସୁରକ୍ଷିତ….

ଅନୁସନ୍ଧାନ ଭାରତ(ବ୍ୟୁର): ଆମ୍ବୁଲାନ୍ସ ପହଞ୍ଚିର ବିଳମ୍ବ ଯୋଗୁଁ ଜଣେ ପ୍ରସୂତିଙ୍କ ମୃତ୍ୟୁ ଘଟି ଥିବା ଅଭିଯୋଗ ହୋଇଛି I କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ ଝିରିପାଣି ପଂଚାୟତ ସେଚଙ୍ଗଡ଼ା ଗ୍ରାମରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି I ସେଚଙ୍ଗଡ଼ା ଗ୍ରାମର ଭୁପେନ୍ଦ୍ର ମାଝୀଙ୍କ…
Read More...