ଜିଆଇଇଟି ବିଶ୍ୱବିଦ୍ୟାଳୟରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର, ୬୦ ୟୁନିଟ ରକ୍ତ ସଂଗ୍ରହ…

ଅନୁସନ୍ଧାନ ଭାରତ(ବ୍ୟୁର): ଗୁଣପୁର ସ୍ଥାନୀୟ ଜି ଆଇଇଟି ବିଶ୍ୱବିଦ୍ୟାଳୟର ଜାତୀୟ ସେବା ଯୋଜନା ପକ୍ଷରୁ ଆଜି ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଵିଶ୍ଵବିଦ୍ୟାଳୟ ପରିସର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ମୋଟ ୬୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି । ଏହି ଶିବିରକୁ ବିଶ୍ୱବିଦ୍ୟାଳୟର ସ୍କୁଲ…
Read More...

କନ୍ଧମାଳ ଜିଲ୍ଲାପାଳ ଜିଲ୍ଲା ଦୌରାଜଜଙ୍କ ଅଚାନକ ଘୁ.ଉଦୟଗିରି ଗସ୍ତ….

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲାପାଳ ଶ୍ରୀ ଆଶିଷ ଈଶ୍ୱର ପାଟିଲ ଓ ଜିଲ୍ଲା ଦୌରା ବିଚାରପତି ଅଚାନକ ଘୁ.ଉଦୟଗିରି ବ୍ଲକ ଗସ୍ତରେ ଆସି ସ୍ଥାନୀୟ ଏସଡିପିଓ ଡି.ତିରୁପତି ରାଓ ପଟ୍ଟନାୟକ ସହ ଉପକାରାଗାର ପରିଦର୍ଶନ କରି ଅନ୍ତେବାସୀ ମାନଙ୍କୁ ଭେଟିବା ସହ ଦିଆଯାଉଥିବା ଖାଦ୍ୟରମାନ ପରଖିବା…
Read More...

ଗୁଣପୁର ଜି.ଆଇ.ଇ.ଟି ବିଶ୍ୱବିଦ୍ୟାଳୟ ଇଲେକ୍ଟ୍ରିକଲ ଏବଂ ଇଲେକ୍ଟ୍ରୋନିକସ ବିଭାଗର ଅନ୍ତର୍ଜାତୀୟ ସମ୍ମିଳନୀ…

ଅନୁସନ୍ଧାନ ଭାରତ(ବ୍ୟୁର): ଆଜି ସ୍ଥାନୀୟ ଜି.ଆଇ.ଇ.ଟି ବିଶ୍ୱବିଦ୍ୟାଳୟ ଗୁଣପୁର ଇଲେକ୍ଟ୍ରିକଲ ଏବଂ ଇଲେକ୍ଟ୍ରୋନିକସ ବିଭାଗ ତରଫରୁ ତିନି ଦିନିଆ ଦ୍ଵିତୀୟ ଆଇ.ଇ.ଇ.ଇ. ଆନ୍ତର୍ଜାତୀୟ ସମ୍ମିଳନୀ “ ଇଣ୍ଟରନେସନାଲ ସିମ୍ପୋସିଂମ ଅନ ସଷ୍ଟାଇନବୁଲ ଏନଆରଜି, ସିଗ୍ନାଲ ପ୍ରୋସିଏସସିଙ୍ଗ, ଆଣ୍ଡ ସାଇବର…
Read More...

ଡୁମାକୁମ୍ପା ଗ୍ରାମ ପଞ୍ଚାୟତ ସ୍ତରୀୟ କ୍ରୀଡା ମହୋତ୍ସବ ଅନୁଷ୍ଠିତ……

ଅନୁସନ୍ଧାନ ଭାରତ(ବ୍ୟୁର): ଭଞ୍ଜନଗର ବ୍ଳକ ଡୁମାକୁମ୍ପା ଗ୍ରାମ ପଞ୍ଚାୟତ ସ୍ତରୀୟ କ୍ରୀଡା ମହୋତ୍ସବ ସାର୍ଦ୍ଦୁଳ ରାଧା କୃଷ୍ଣ ସ୍ବାମୀ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ ଅନୁଷ୍ଠିତ ହୋଇଯାଇଛି l କାର୍ଯ୍ୟକ୍ରମରେ ଗୁରାବାଡି, ଇନ୍ଦାଗଡ, ଖମାରେଡି, ଡୁମାକୁମ୍ପା ,ସାର୍ଦ୍ଦୁଳ ଉଚ୍ଚ ପ୍ରାଥମିକ ଓ…
Read More...

ନିରାଶ ହୋଇ ଇଚ୍ଛା ମୃତ୍ୟୁ ପାଇଁ ମହାମହିମ ରାଷ୍ଟ୍ରପତିଙ୍କୁ ଚିଠି ପଠାଇଲେ ଦିବ୍ୟାଙ୍ଗ ଦମ୍ପତି………

ଅନୁସନ୍ଧାନ ଭାରତ(ବ୍ୟୁର): ଇଚ୍ଛା ମୃତ୍ୟୁ ପାଇଁ ମହାମହିମ ରାଷ୍ଟ୍ରପତିଙ୍କ ପାଖକୁ ଚିଠି ପଠାଇଛନ୍ତି କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ ଅନ୍ତର୍ଗତ ଆରାବାକା ଗ୍ରାମର ଦିବ୍ୟାଙ୍ଗ ଦମ୍ପତି ଦୀପକ କୁମାର ହଁସ ଏବଂ ତାଙ୍କ ପତ୍ନୀଙ୍କ ନାମ ବିଦ୍ୟୁତଲତା ନାୟକ l ମହାମହିମ ରାଷ୍ଟ୍ରପତିଙ୍କୁ ଦେଇଥିବା…
Read More...

ବିଭିନ୍ନ ପ୍ରକଳ୍ପର ଉଦଘାଟନ କଲେ ଘୁ.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ……

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକର ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଉଦଘାଟନ କଲେ ଘୁ.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ । ଆଜିକାର ଏହି କାର୍ଯ୍ୟକ୍ରମରେ ବିଧାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିଥିବା ବେଳେ ଅତିଥି ଭାବେ ବ୍ଲକ…
Read More...

ଡ଼ାମ୍ୱାକିଆ ମଣ୍ଡଳୀ ଠାରେ ପ୍ରାକ୍ ଖ୍ରୀଷ୍ଟ ଜନ୍ମ ଜୟନ୍ତୀ ମହୋତ୍ସବ ପାଳିତ, ସେ ଦେହବନ୍ତ ହୋଇ ପ୍ରକାଶିତ ହେଲେ- ୧…

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ଅଧିନସ୍ଥ ପେଟାପାଙ୍ଗା ଗ୍ରାମପଞ୍ଚାୟତର ସମୂହ ବାପଟିଷ୍ଟ ମଣ୍ଡଳୀ ପକ୍ଷରୁ ଡ଼ାମ୍ୱାକିଆ ମଣ୍ଡଳୀ ଠାରେ ପ୍ରାକ୍ ଖ୍ରୀଷ୍ଟ ଜନ୍ମ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ କନ୍ଧମାଳ ଜିଲ୍ଲା ପରିଷଦ…
Read More...

ଗ୍ରାମାଞ୍ଚଳ ସ୍ତରୀୟ ଖେଳକୁଦ ପ୍ରତିଯୋଗୀତା ଉଦଯାପିତ……

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକର ବିଶିପଡ଼ା ପଞ୍ଚାୟତ ଅନ୍ତର୍ଗତ ଦୁମୁରିଗୁଡ଼ା ଠାରେ ନେହେରୁ ଯୁବ କେନ୍ଦ୍ର ଫୁଲବାଣୀ ଏବଂ ବାନର ସେନା ଯୁବକ ସଂଘ ଦୂମୁରିଗୁଡ଼ାର ମିଳିତ ଆନୁକୁଲ୍ୟରେ ଗ୍ରାମାଞ୍ଚଳ ସ୍ତରୀୟ ଖେଳକୁଦ ପ୍ରତିଯୋଗୀତା ଉଦଯାପିତ ହୋଇଅଛି । ଅନୁଷ୍ଠିତ…
Read More...

ଭାରସାମ୍ୟ ହରାଇ ଗାଡିଆପଡା ଘାଟିରେ ଓଲୋଟିଲା ଟ୍ରାକ, ଚାଳକ ମୃତ…..

ଅନୁସନ୍ଧାନ ଭାରତ(ବ୍ୟୁର): ଆଜି କନ୍ଧମାଳ ଜିଲ୍ଲା ଅଧିନସ୍ଥ ଖଜୁରୀପଡା ଥାନା ଅନ୍ତର୍ଗତ ଗାଡିଆପଡା ଘାଟିରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି l ଏହି ଘାଟି ଦେଇ ଆସୁଥିବା ଏକ ଟ୍ରକ ୫୦ ଫୁଟ ତଳକୁ ଖସିଯିବାରୁ ଚାଳକ ମୃତ୍ୟୁ ଘଟିଥିବା ବେଳେ ସାଥିରେ ଥିବା ଜଣଙ୍କ ଗୁରୁତର ହୋଇଛନ୍ତି । ଟ୍ରକ…
Read More...

ଉତ୍ତର ଘୁମୁସର ବନଖଣ୍ଡ ମୁଜାଗଡ଼ ରେଞ୍ଜର ବେଣାକୁନ୍ଦା ଗ୍ରାମରୁ ୧୨ ଫୁଟ ଲମ୍ବର ଅହିରାଜ ଉଦ୍ଧାର….

ଅନୁସନ୍ଧାନ ଭାରତ(ବ୍ୟୁର): ଉତ୍ତର ଘୁମୁସର ବନଖଣ୍ଡ ମୁଜାଗଡ଼ ରେଞ୍ଜର ବେଣାକୁନ୍ଦା ଗ୍ରାମର ଏକ ବାଉଁଶବୁଦା ମୂଳୁ ବୁଧବାର ଅପରାହ୍ନରେ ଏକ ବିରାଟ ଅହିରାଜ ସାପକୁ ବନ ବିଭାଗ ପକ୍ଷରୁ ଉଦ୍ଧାର କରାଯାଇଛି । ଦୀର୍ଘ ୪ ଦିନ ହେବ ନିକଟସ୍ଥ ଜଙ୍ଗଲରୁ ଏହି ସାପଟି ଆସି ଗ୍ରାମର ବିଭିନ୍ନ ସ୍ଥାନରେ…
Read More...