ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ତୁମୁଡିବନ୍ଧ ବ୍ଲକର କୁର୍ତମଗଡ଼ ପଞ୍ଚାୟତ ମାର୍କେଟରେ ଏକ ହିଟାଚି ଏଟିଏମ ଆରମ୍ଭ ହୋଇଅଛି I ଏହାକୁ ମୁଖ୍ୟ ଅତିଥି ଭାବେ ପଞ୍ଚାୟତ ସମିତି ଅଧକ୍ଷ ପ୍ରକାଶ ଚନ୍ଦ୍ର ପାତ୍ର ଉଦ୍ଘାଟନ କରି ଶୁଭାରମ୍ଭ କରିଛନ୍ତି I
ଅଞ୍ଚଳବାସୀ ବାସୀଙ୍କ ଅନେକ ଦିନର ଆଶା ପୂରଣ ହୋଇଥିବା ଜନ ସାଧାରଣଙ୍କ ପ୍ରକାଶ କରିଛନ୍ତି । ଏହା ଦ୍ବାରା କୁର୍ତମଗଡ଼, ସିର୍ଲା, କର କୁଡୁପା ଗ୍ରାମପଞ୍ଚାୟତର ଲୋକମାନେ ଉପକୃତ ହୋଇ ପାରିବେ ବୋଲି ମୁଖ୍ୟ ଅତିଥି ମତପ୍ରକାଶ କରିଛନ୍ତି I