ରାଜ୍ୟ ୨୩ରେ ରତ୍ନଭଣ୍ଡାରରୁ ବାହାରିବ ସିନ୍ଦୁକ
୨୩ରେ ରତ୍ନଭଣ୍ଡାରରୁ କଢାଯିବ ସିନ୍ଦୁକ । ବାହାର ଓ ଭିତର ଭଣ୍ଡାରରେ ଥିବା ଖାଲି ଆଲମିରା ସ୍ଥାନାନ୍ତର ହେବ । ଆସନ୍ତା ୨୩ତାରିଖରେ ଏହି ସିନ୍ଦୁକ ଓ ଆଲମିରା ସ୍ଥାନାନ୍ତର କରାଯିବ । ଏହାପେ ର ଶ୍ରୀମନ୍ଦିର ପରିସର ନୀଳାଦ୍ରୀବିହାର ମ୍ୟୁଜିୟମ ନିକଟ ଘରେ ରଖାଯିବାର ବ୍ୟବସ୍ଥା କରାଯିବ । …
Read More...
Read More...